ବାସ୍ତବବ୍ୟୁରୋ: ଦେଓଗଡ଼ ଜିଲ୍ଲାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ,ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ସଂମ୍ବଧ ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ, ସ୍ପଷ୍ଟୀକରଣରେ କାହିଁଛନ୍ତି କି, ଓଟିଇଟି ପରୀକ୍ଷାର୍ଥୀ ରଜନୀ ବେହେରା ଦେଓଗଡ଼ ଜିଲ୍ଲାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରକୁ ଫୋନ୍ ଲୁଚାଇ ନେଇ ପ୍ରଶ୍ନପତ୍ରର ଫଟୋ ଉଠେଇବାକୁ ଚେଷ୍ଟା କରୁଥିବା ସମୟରେ ପରୀକ୍ଷା ନିୟନ୍ତ୍ରକ ଧରି ଥିଲେ।ତେଣୁ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବାର ପ୍ରଶ୍ନ ପ୍ରଶ୍ନ ଉଠୁ ନାହିଁ । ସେ ପରୀକ୍ଷାର୍ଥୀ ଜଣେ ଶିକ୍ଷୟତ୍ରୀ, ତାଙ୍କ ମୋବାଇଲ କେମିତି ଭିତରକୁ ଗଲା ଏବଂ ତାଙ୍କ ସହିତ କିଏ କିଏ ଜଡିତ ଅଛନ୍ତି ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |
Next Post
କୋଭିଡ -୧୯ ବିଲୋପ ପାଇଁ ପ୍ରଧାନମନ୍ତ୍ରୀ ଙ୍କ ଦେଶବାସୀଙ୍କ ପାଇଁ ୫ ଟି ମନ୍ତ୍ର…
Fri Apr 9 , 2021
ବାସ୍ତବବ୍ୟୁରୋ: ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ ବେଳେ ପ୍ରଧାନମନ୍ତ୍ରୀ ମୋଦୀ କରୋନା ବିଲୋପ ପାଇଁ ୫ ଟି ମନ୍ତ୍ର ଦେଇଛନ୍ତି। ଆସନ୍ତୁ ସେ ବିଷୟରେ ଜାଣିବା | ୧ – ଟିକା ଅପେକ୍ଷା ପରୀକ୍ଷା ଏବଂ ଟ୍ରେକିଂ ଅଧିକ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ୭୦ ପ୍ରତିଶତ ପରୀକ୍ଷା RT-PCR ହେବା ଉଚିତ୍ | ମୃତ୍ୟୁସଂଖ୍ୟାକୁ ବିସ୍ତୃତ ଭାବରେ ବିଶ୍ଳେଷଣ କରାଯିବା ଉଚିତ୍। ୨ – […]

You May Like
-
5 months ago
ସାର୍ବଜନୀନ ଦୁର୍ଗାପୂଜା ରାମଲୀଳା ପାଇଁ ରାବଣ ବରଣ…
-
5 years ago
ପରଲୋକରେ ସଂଗୀତକାର ୱାଜିଦ୍ ଖାନ …


