୧-ପରିବହନ ଅଧିକାରୀଙ୍କ ଛୁଟି ବାତିଲ, ଛୁଟି ଦିନରେ ଖୋଲା ରହିବ ଅଫିସ୍:ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।
୨-‘ବିମୁଗ୍ଧ ଉଚ୍ଚାରଣ’ ପାଇଁ ଡଃ ଶିଶିର ବେହେରା ପାଇଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର।
୩-ଆଜି ପର୍ଯ୍ୟନ୍ତ ଦେଶର ସବୁଠୁ ବଡ଼ ଚାଲାଣ, ରାଜସ୍ଥାନର ଟ୍ରକ ମାଲିକ ଭରିଲେ ୧, ୪୧, ୭୦୦ ଟଙ୍କାର ଜୋରିମାନା।
୪-ଓଏଏସ୍ସ୍ତରରେ ଅଦଳ ବଦଳ, ଭିମସାରର ପ୍ରଶାସନିକ ଅଧିକାରୀ ହେଲେ ସୁବ୍ରତ କୁମାର ନାୟକ।
୫-ଭୁବନେଶ୍ୱର: ଚାଷୀ ପଞ୍ଜିକରଣ ଅବଧି ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି।
୬-ଅଟୋ ମାନ୍ଦାବସ୍ଥା:ଉବେର,ଓଲା, ମେଟ୍ରୋ ଟ୍ରେନ ଓ BS-6କୁ ଦୋଷ ଦେଲେ ଅର୍ଥ ମନ୍ତ୍ରୀ।
୭-ବଦଳିବ ଯୁକ୍ତ ୩ ପରୀକ୍ଷା ଢାଞ୍ଚା,
ଦୀର୍ଘ ଉତ୍ତରମୂଳକ ପରିବର୍ତ୍ତେ ଆସିବ ମଲ୍ଟି ପାଟର୍ଣ୍ଣ କୋଶ୍ଚିନ୍।
୮-UNHRCରେ ପାକିସ୍ତାନକୁ ଭାରତର ଦୃଢ ଜବାବ, ଆତଙ୍କର କେନ୍ଦ୍ର ଶୁଣାଉଛି ମିଥ୍ୟା କାହାଣୀ।
୯-ରାଜ୍ୟରେ ପୁଣି ଯାଞ୍ଚ ହେବ ସ୍କୁଲ ବ୍ୟାଗର ଓଜନ,ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ।