ବ୍ରହ୍ମପୁର ଏମକେସିଜି କୋଭିଡ୍ ମେଡିକାଲରେ ଅକ୍ସିଜେନ୍ ଅଭାବ ନେଇ ଗୁଜବ ସୃଷ୍ଟି ହୋଇଛି…

ବାସ୍ତବବ୍ୟୁରୋ:(ବ୍ରହ୍ମପୁର) ଗୁଜବ ପ୍ରତି ସାବଧାନ,ଦେଶର ଏଭଳି ଘଡ଼ିସନ୍ଧିବେଳେ,ଲୋକେ ଗୁଜବ କରିବାକୁ ଭୁଲୁ ନାହାନ୍ତି | କରୋନା ମହାମାରୀ ସମୟରେ ଦେଶର କିଛି ରାଜ୍ୟରେ ଅକ୍ସିଜେନ୍ ସଙ୍କଟ ଦେଖାଦେଇଛି।ଓଡିଶା ଅକ୍ସିଜେନ୍ ସଙ୍କଟରେ ଅନ୍ୟ ରାଜ୍ୟକୁ ସହଯୋଗ କରୁଛି । ବ୍ରହ୍ମପୁର ଏମକେସିଜି କୋଭିଡ୍ ମେଡିକାଲରେ ଅକ୍ସିଜେନ୍ ଅଭାବ ନେଇ ଗୁଜବ ସୃଷ୍ଟି ହୋଇଛି ।

ଏଭଳି ଗୁଜବ ଭିତ୍ତିହୀନ ମେଡିକାଲରେ ପ୍ରଚୁର ପରିମାଣର ଅକ୍ସିଜେନ୍ ଗଚ୍ଛିତ ଅଛି ବୋଲି, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମେ’ ୧୫ ଯାଏ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା...

Sat Apr 24 , 2021
ବାସ୍ତବବ୍ୟୁରୋ:(ପୁରୀ) ଶ୍ରୀମନ୍ଦିରରେ କାଳିଆ ଦର୍ଶନରେ ଲାଗିଲା କଟକଣା।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେ’ ୧୫ ଯାଏ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା | ଶ୍ରଦ୍ଧାଳୁମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା, କରିପାରିବେନି ଶ୍ରୀଜିଉଙ୍କ ଦର୍ଶନ । ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କାୟା ବିସ୍ଥାରୁଥିବାରୁ, ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣ […]

You May Like

Pin It on Pinterest