ବାସ୍ତବବ୍ୟୁରୋ:(ରାଜନଗର)ପର୍ଯ୍ୟଟକଙ୍କ ପାଇଁ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ କରାଯାଇଛି ।ଏହା ପର୍ଯ୍ୟଟକଙ୍କ ପାଇଁ, ମେ ୧ରୁ ଜୁଲାଇ ୩୧ ତାରିଖ ୩ ମାସ ବନ୍ଦ ରହିବ। ବଉଳା କୁମ୍ଭୀରଙ୍କ ପାଇଁ ଭିତରକନିକା ବିଶ୍ଵ ପ୍ରସିଦ୍ଧି ଲାଭ କରିଛି। ଏହି ସମୟ କୁମ୍ଭୀରଙ୍କ ପ୍ରଜନନ ଋତୁ ହୋଇଥିବାରୁ କୁମ୍ଭୀରମାନେ ସ୍ଥଳ ଭାଗକୁ ଉଠି ସୁରକ୍ଷିତ ସ୍ଥାନ ବାଛି ବସା ବାନ୍ଧି ଅଣ୍ତା ଦେଇଥାନ୍ତି। ଏହି ପ୍ରଜନନ ଋତୁରେ ମା କୁମ୍ଭୀର ଅଧିକ ହିଂସ୍ର ହୋଇଥାଏ,ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ମେ ମାସ ୧ ତାରିଖରୁ ୩ ମାସ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥାଏ।
Next Post
କରୋନା ଅପଡେଟ୍ - ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ନୂଆ ମାମଲା ୩୫୨୩ ଜଣଙ୍କ ମୃତ୍ୟୁ...
Sat May 1 , 2021
ବାସ୍ତବବ୍ୟୁରୋ:କରୋନା ଜୀବାଣୁ ବିନାଶର କେଉଁ ରୂପ କେତେବେଳେ ଦେଖାଇବ ତାହା କେହି ଜାଣନ୍ତି ନାହିଁ | କରୋନା ସଂକ୍ରମଣରେ ଭାରତ ବିଶ୍ୱର ପ୍ରଥମ ଦେଶ ଯେଉଁଠାରେ ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ ସକାରାତ୍ମକ ମାମଲା ଦେଖିବାକୁ ମିଳିଛି। ଏହା ଭାବିଲେ ନିଜେକୁ ଡର ଲାଗୁଛି | ଶୁକ୍ରବାର ଦିନ, କରୋନା ଦେଶରେ ସର୍ବାଧିକ ୪ ଲକ୍ଷ ୦୨ ହଜାର ୧୧୦ ନୂତନ ମାମଲା ରେକର୍ଡ ହୋଇଛି , ଯାହା […]

You May Like
-
6 years ago
ଆଜିର ଖାସ୍ ଖବର
-
4 years ago
କଳାହାଣ୍ଡି ଉଦ୍ଘାଟନ ଅପେକ୍ଷାରେ ୨୬ସ୍ମାର୍ଟ ସ୍କୁଲ…
-
2 years ago
ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ…
-
5 years ago
ଲୁଟେରା’ଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର…


