
ବାସ୍ତବବ୍ୟୁରୋ:-(ଚାନ୍ଦବାଲି) ଘଣ୍ଟେଶ୍ୱର ଗୋପୀନାଥପୁରରେ ଛେପ ପକାଇବାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ,୧ ମୃତ ୪ଗୁରୁତ୍ୱର l
ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅଧିନ ଗୋପୀନାଥପୁର ପଂଚାୟତରେ ସାମାନ୍ୟ ଛେପ ପକାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମରଣତ୍ମକ ଆକ୍ରମଣ,ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି, ଉଭୟ ପକ୍ଷରୁ ତିହିଡି ମେଡିକାଲ ଭର୍ତ୍ତି l



