ବରଗଡ଼୨୯/୧୦(ନବୀନ କୁମାର ଦାଶ):ଦୁର୍ନୀତି ନିବାରଣ ସଚେତନତା ସପ୍ତାହ- ୨୦୨୫ ପାଳନ ଅବସରରେ ଜିଲ୍ଲା ପ୍ରସାଶନ ଏବଂ ଦୁର୍ନୀତି ନିବାରଣ ବିଭାଗର ମିଳିତ ଉଦ୍ୟମରେ ଜିଲ୍ଲା,ବ୍ଲକ,ପଞ୍ଚାୟତ ଏବଂ ଗ୍ରାମାଞ୍ଚଳ ସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ସଦର ମହକୁମାଠାରେ ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଆରକ୍ଷୀ ଅକ୍ଷକଙ୍କ କାର୍ଯ୍ୟା ଳୟ ପର୍ଯ୍ୟନ୍ତ […]

ବରଗଡ଼୨୯/(ନବୀନ କୁମାର ଦାଶ):ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପ ସାମାଜିକ ପ୍ରତିବଦ୍ଧତାର ମାର୍ମିକ ଉଚ୍ଚାରଣ। ବ୍ୟକ୍ତି ନୁହେଁ ଗୋଷ୍ଠୀ ର ବିକାଶ ପରିପ୍ରକାଶ ହିଁ ଏହାର ବ୍ୟାପ୍ତି ଓ ଦୀପ୍ତି। ଜାତୀୟ ଜୀବନ ର ଜୟଗାନ ହେଉଛି ତାର ଉଦ୍ଘୋଷିତ ମନ୍ତ୍ର।ସର୍ବୋ ପରି ମାନବବାଦର ମହନୀୟ ଉଚ୍ଚାରଣ ହିଁ ସ୍ବାଧୀନତା ପୂର୍ବ ବର୍ତ୍ତୀ ଓଡ଼ିଆ ଗଳ୍ପର ମର୍ମ ସ୍ବର ବୋଲି ବରଗଡ଼ ପଞ୍ଚାୟତ ମହା ବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ […]

ବରଗଡ଼୨୯/୦୯(ନବୀନ କୁମାର ଦାଶ):,ଶଙ୍ଖ, ଘଣ୍ଟ,ହୁଳହୁଳି, ହରିବୋଲ ରେ ଉଛୁଳି ଉଠୁଛି ଅତାବିରା।ମାଁ ଜଗତ ଜନନୀ ଦୁର୍ଗା ପୂଜା କମିଟି ସାପ୍ତାହିକ ହାଟ ମୃଣ୍ମୟୀ ଦେବୀ ପୀଠ ପାଇଁ ଲାଦେର ପାଲି ମହାଦେବ ମନ୍ଦିର ପୋଖରୀ ତୁଠରେ ସୂବିଜ୍ଞ ପଣ୍ଡିତ ମାନଙ୍କ ପୂଜାର୍ଚ୍ଚନା କ୍ରମେ ଏକ ମାଙ୍ଗଳିକ ଶୋଭାଯାତ୍ରା ବାହାରି ହାଟ ସ୍ତୀତ ପୀଠ ପହଞ୍ଚିଥିବା ବେଳେ ପୂଜକ ଭାବେ ସଞ୍ଜୟ କୁମାର ଦାଶ ଓ ତାଙ୍କ ସାଥୀ ମାନେ ପୂଜା […]

ବରଗଡ଼୨୯/୦୯(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଦୂଲମ ପୁର ପଞ୍ଚାୟତ ଗୋଡଭଗା- ତୁରୁମ୍ ୫୪ନଂ ରାଜ୍ୟ ରାଜପଥ କଡ଼ ସତ୍ୟା ଏକାଡେମୀ,ଦୂଳମ୍ ପୁର ରେ ବାପ ଅଜା ଅମଳରୁ କରଞ୍ଜ ବୃକ୍ଷ ମୂଳେ ପୂଜା ପାଇ ଆସୁଛନ୍ତି ମାଁ ଦୁର୍ଗା। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜୟ ମାଁ ଦୂର୍ଗା ପୂଜା କମିଟି ସତ୍ୟା ଏକାଡେମୀ, ଦୂଳମପୁର ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ହଜାର ହଜାର […]

ବରଗଡ଼୧୫/୦୯(ଅତାବିରା):ବରଗଡ଼ ଜିଲ୍ଲା ଅମ୍ବାଭୋନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା, ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ କୁମାର […]

ବରଗଡ଼୨୪/୦୮(ନବୀନ କୁମାର ଦାଶ):କିଛି ଦିନ ପୂର୍ବ ରୁ ଜଣେ ଅଜଣା ବ୍ୟକ୍ତି ୧୦୮ ଆମ୍ବୁଲାନ୍ସ ଯୋଗେ ସରକାରୀ ମୁଖ୍ୟ ଚିକିତ୍ସାଳୟ କୁ ଆସି ଥିଲେ।ତାଙ୍କ ର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇ ଥିବା ଖବର ସୋସିଆଲ ମିଡ଼ିଆ ରେ ଦେବା ସହ ଭଟଲି ପୋଲିସ ଙ୍କୁ ଏ ନେଇ ଜଣାଇଦଆଯାଇଥିଲା। ପୋଲିସ ସହଯୋଗରେ ଶବ ସଂରକ୍ଷଣ ଗୃହ ରେ ତାଙ୍କ ମର ଶରୀରକୁ […]

ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଲେଖିକା ପରିଷଦ ଆନୁକୂଲ୍ୟରେ ଭଟଲି ବ୍ଲକ୍ ଅନ୍ତର୍ଗତ ଗୋପାଳ ପୁର ଆଶ୍ରମ ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ପରିଷଦ ର ଉପ ସଭାନେତ୍ରୀ ଅନୁସୂୟା ଦେବତା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସାହିତ୍ୟ ସମାରୋହ ରେ ମୁଖ୍ୟ ଅତିଥି ଭାବେ ସତିହାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନା, ମୁଖ୍ୟବକ୍ତା ଭାବେ […]

ବରଗଡ଼୧୧/୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ଶ୍ରୀ ଗୋୟଲ ଙ୍କ ସମେତ ପଦ୍ମପୁର ଉପଜିଲ୍ଲା ପାଳ ଅରୁଗୁଲା ସ୍ନେହା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କୁବେର ମହନ୍ତ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।ସୂଚନାଯୋଗ୍ୟକି,ଉକ୍ତ ଶିବିର ରେ ଜଳସେଚନ,ବିଦ୍ୟୁତ୍ ଯୋଗାଣ,ପାନୀୟ ଜଳ ଯୋଗାଣ,ରାସନ କାର୍ଡ,ବାର୍ଦ୍ଧକ୍ୟ […]

ବରଗଡ଼୧୦)୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ବରଗଡ଼-ସମ୍ବଲପୁର ୱେ ସରଣ୍ଡା ଛକ ପୂର୍ବରୁ ରହିଥିବା ରାଜରାସ୍ତା ର ବସ୍ ଷ୍ଟାଣ୍ଡ ନିକଟରେ ଚଳନ୍ତା ଆଲୁମିନା ବୋଝେଇ ବେଦାନ୍ତ ଟ୍ରକ୍ ହୁ ହୁ ହୋଇ ଜଳି ଉଠିଲା। ଅଳ୍ପକେ ବର୍ତ୍ତି ଯାଇଥିଲେ ଡ୍ରାଇଭର ସାଗର ସେଠ୍ ଓ ଯିବା ଆସିବା ଲୋକେ। ଟ୍ରକ୍ ନଂ ଓଡ଼ି ୧୫ଭି ୧୭୨୦ ଟି ବିଶାଖାପାଟଣା ରୁ […]

ବରଗଡ ୦୩/୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଆଞ୍ଚଳିକ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୋଟିଏ ଦିନରେ ନୁଆଖାଇ ପାଳନ ପଛର ମହା ନାୟକ ଲୋକ ମହୋତ୍ସବର ଜନକ ଶାସ୍ତ୍ରୀୟ ଶବ୍ଦନୃତ୍ୟର ପ୍ରଣେତା କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ରେଙ୍ଗାଲି କେମ୍ପ ସ୍ଥିତ ଶିଖା ଟେଣ୍ଟ ହାଉସ ଠାରେ ଆବାହକ ପ୍ରକୃତିବନ୍ଧୁ ସୁବାସ ପଧାନଙ୍କ ତତ୍ବାବଧାନରେ ଅନୁଷ୍ଠିତ […]

Pin It on Pinterest