ବରଗଡ଼୦୩/୦୮(ନବୀନ କୁମାର ଦାଶ):ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରା ୟଣ ନାୟକ ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିବା ସହ ନିଜ ବିଭାଗର ସମୁଦାୟ ୫୦ କୋଟି ୨୫ ଲକ୍ଷ ଟଙ୍କାର ୧୦୭୮ ଗୋଟି ପକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭ ଲୋକାର୍ପଣ କରିଛନ୍ତି। ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସମୀକ୍ଷା […]
Atabira
ବରଗଡ଼ ୦୧/୦୮(ନବୀନ କୁମାର ଦାଶ): ବରଗଡ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ସତ୍ୟ ପଣ୍ଡା ଙ୍କ ଆବାହକତ୍ବରେ ଓ ଲଳିତ ବିଶୀ ଙ୍କ ସଂଯୋଜନାରେ ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ର ୧୯୭୫ ମେଟ୍ରିକ୍ ବ୍ୟାଚ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇ ଅଛି। ଆସନ୍ତା ଅଗଷ୍ଟ ୩୧ ତାରିଖ ରବିବାର ଦିନ ନୂଆଁଖାଇ ଭେଟ ଘାଟ ପାଇଁ ସମସ୍ତଙ୍କ ପ୍ରସ୍ତାବ […]
ବରଗଡ଼୦୧/୦୮(ନବୀନ କୁମାର ଦାଶ):ଦେଶରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା କୁ ନେଇ ଆମ୍ ଆଦମୀ ପାର୍ଟି ତରଫରୁ ଉଦବେଗ ପ୍ରକାଶ କରାଯାଇଛି।ପାର୍ଟି ସାଙ୍ଗଠନିକ ବୈଠକ ରେ ଏହି ବିଷୟରେ ଆଲୋଚନା କରାଯାଇଛି। ଗତ କିଛି ଦିନ ପୂର୍ଵ ରୁ ରାଜସ୍ଥାନ ର ଝଲାୱର ରେ ଗୋଟିଏ ସ୍କୁଲରେ ଛାତ ଭୁଶୁଡି ପଡିବାରୁ ୮ ଜଣ ଛାତ୍ର ଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଦେଶରେ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି କୁ ନେଇ ପ୍ରଶ୍ନ […]
ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ ଜର୍ଜ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସାସ୍ବତୀ ଦାଶଙ୍କ ସଭାପତିତ୍ବରେ ଏକ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି।ରୋଟ୍ରାକ୍ଟ କ୍ଲବ ର ସଭାପତି ମିସ୍ ରୋଜାଲିନ ଦାଶ ଅଙ୍ଗ ଦାନର ଗୁରୁତ୍ବ ବିଷୟରେ ସୂଚିତ କରିବା ସହିତ ଏ ବିଷୟ କୁ ନେଇ ପ୍ରଚଳିତ ମିଥ୍ୟା ଏବଂ ଅନ୍ଧବିଶ୍ୱାସ କୁ ଦୂର କରିବା ପାଇଁ ସତେତନାତ୍ମକ ପ୍ରୟାସକୁ ଜାରି […]
ବରଗଡ଼୧୯/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଦେଇ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ମଧ୍ୟ ଦେଇ ଭେଦ କରି ଯାଇଥିବାବେଳେ ଚାରି ଥାକିଆ ବରଗଡ଼-ସମ୍ବଲପୁର ୱେ ଅତାବିରା ରେ ରହିଛି ଏନ୍ଏସି ତଥା ବ୍ଲକ ସହ ରାଜରାସ୍ତା ଲକ୍ଷାଧିକ ଲୋକଙ୍କ ଏକ ମାତ୍ର ନିର୍ଭର ଶୀଳ, ତଥା ଲୋକଙ୍କ ପ୍ରାଣ କେନ୍ଦ୍ର ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର।ଏହି ସ୍ବାସ୍ଥ୍ୟ କେନ୍ଦ୍ର ଟି ଅଞ୍ଚଳରେ ରେଫର୍ ଡାକ୍ତର ଖାନା ଭାବେ ବେଶ୍ ପରିଚିତ। […]
ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁମେଲ୍ ସିଂହା ୫୪ନଂ ରାଜ୍ୟ ରାଜପଥ କଡ ସ୍ଥିତ ସାଇ କଲ୍ୟାଣ ମଣ୍ଡପ ଠାରେ ଭିମ ଆର୍ମୀ ଗୋଡଭଗା ଜୋନ୍ ର ସମସ୍ତ କର୍ମକର୍ତ୍ତା ଙ୍କ ମିଳିତ ଉଦ୍ୟମରେ ଜୋନ୍ ର ସଭାପତି ଟିଙ୍କୁ ଉଗର ଙ୍କ ଜନ୍ମ ଦିବସ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇ ଥିଲା। ଏଥିରେ ଭିମ ଆର୍ମୀ ଗୋଡଭଗା ଜୋନ୍ ର […]
ବରଗଡ଼୦୮/୦୫/୨୦୨୫(ନବୀନ କୁମାର ଦାଶ):ଗୁରୁ ଭଗବାନ ସାହୁ ସ୍ମୃତି କମିଟି ର ଏକ ବୈଠକ ସ୍ଥାନୀୟ ଏ. ଇ. ମିସନ ସ୍କୁଲ ସମ୍ମିଳନୀ କକ୍ଷରେ ଡ.ତପସ୍ୱୀନି ଗୁରୁଙ୍କ ସଭାପତିତ୍ବରେ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ଏବଂ ସର୍ଦ୍ଦାର ପ୍ରିତମ ସିଂ ଙ୍କ ସଂଯୋଜନା ତଥା ଲୁଲୁ ରବିନ ଦାସ ଙ୍କ ଆବାହକତ୍ବରେ ରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜୁନ ୧୧ ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଗୁରୁ ଭଗବାନ ସାହୁଙ୍କ ୯୫ ତମ […]
ବରଗଡ଼୦୮.୦୫.୨୦୨୫(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଲାଦେର ପାଲି ଛକ ତ୍ରୁଟି ପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ଚାରି ଥାକିଆ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ରେ ତିନି ଯୁବକ ଏକ ବାଇକ୍ ପ୍ଲାଟିନା ନଂ-ଓଡି ୧୭ ଏସି ୯୭୮୧ ରାଜରାସ୍ତା ରେ ଯିବା ସମୟରେ ବରଗଡ଼-ସମ୍ବଲପୁର ୱେ ସମ୍ବଲପୁର ଅଭିମୁଖେ ଏକ ଦୃତ ଗାମୀ ଅଜଣା ଟ୍ରକ୍ ରେ ପାଖାପାଖି ସକାଳ ସାଢେ଼ ୬ଘଣ୍ଟା ସମୟରେ ଜୋର୍ […]
ବରଗଡ଼୦୫.୦୫.୨୦୨୫(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ଅନ୍ତର୍ଗତ ୱାର୍ଡ ନଂ -୧ ଅତାବିରା ଆରଏମସି ଠାରେ ପ୍ରତି ସୋମବାର ଦିନ ବରଗଡ଼-ସମ୍ବଲପୁର ୫୩ନଂ ମୁଖ୍ୟ ଜାତୀୟ ରାଜପଥ କଡ଼ରେ ଏକ ବଡ ସାପ୍ତାହିକ ହାଟ ବସିଥାଏ।ଏହି ହାଟକୁ ପନିପରିବା ଚାଷୀଙ୍କ ସମେତ ବେପାରୀ ମାନେ ଦୂରଦୂରାନ୍ତରୁ ରବିବାର ଦିନ ଠାରୁ ନିଜର ଆସବାବ ଜିନିଷ ପତ୍ର ନେଇ ଆସି ସୋମବାର ଦିନ ପେଟ ଚାଖଣ୍ଡକ ପାଇଁ ବେପାର କରି […]
ବରଗଡ଼୦୨/୦୫/୨୦୨୫(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଦେଇ ଲୁହୁରାଚଟି -ସମ୍ବଲପୁର ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ବରଗଡ଼ ରୁ ସମ୍ବଲପୁର ଅଞ୍ଚଳରେ ନିଇତି ମର୍ମନ୍ତୁଦ ଘଟଣା ମାନ ଘଟି ମୁଣ୍ଡ ପରେ ମୁଣ୍ଡ ଗଡ଼ି, ମୂଲ୍ୟବାନ ଜନ ଜୀବନ ନଷ୍ଟ ହେଉଥିବା ନଜିର ରହିଛି। କିଞ୍ଚିତ ଉଦାହରଣ ସ୍ୱରୂପ ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କେମ୍ପ ପେଟ୍ରୋଲ ପମ୍ପ […]


