ବରଗଡ଼(ନବୀନ କୁମାର ଦାଶ)୧୪/୪:ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ବୁଗବୁଗା ପଞ୍ଚାୟତ ଭୂତ ଟିକ୍ରା ରେ ପବିତ୍ର ମହା ବିଷୁବ ସଂକ୍ରାନ୍ତି,(ପଣା ସଂକ୍ରାନ୍ତି)ଓ ହନୁମାନ ଜୟନ୍ତୀ ଅବସର ରେ ଶ୍ରୀ ଶ୍ରୀ ବୀର ହନୁମାନ ଙ୍କ ପୂଜାର୍ଚ୍ଚନା ସହ ବିଶ୍ଵଶାନ୍ତି ମହାଯଜ୍ଞ ମହା ସମାରୋହ ରେ ପାଳିତ ହୋଇଯାଇଛି। କଳସ ଅଧିବାସ ସହ ଗାଆଁ ର ଭାଗବତ ଟୁଙ୍ଗି ଠାରେ ରାଧା କୃଷ୍ଣ ଙ୍କ ଠାରେ ପୂଜକ ଭାବେ ଅଶ୍ଵିନୀ […]
Atabira
ବରଗଡ଼:-୧୬.୩(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ମନାପଡା ପଞ୍ଚାୟତ ଟିଙ୍ଗିପାଲି ଠାରେ ଚୋବିଶ ପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଯାଇଛି। ସର୍ବ ପ୍ରଥମେ ସପତ୍ନିକ କିଶୋର ପଧାନ ଓ ପୁଷ୍ପାଞ୍ଜଳି ପଧାନ କର୍ତ୍ତା ବରଣ ପୂର୍ବକ ସ୍ଥାନୀୟ ଡେଙ୍ଗେଇ କଣ୍ଟା ତୁଠରେ ପୂଜାର୍ଚ୍ଚନା କରାଯାଇଥିଲା।ତଦପରେ ଏକ ବର୍ଣ୍ଣାଢ଼୍ୟ କଳସ ଶୋଭାଯାତ୍ରା ଘଣ୍ଟ ଶଙ୍ଖ ହୁଳହୁଳି ର ତାଳେ ତାଳେ ଜଳପୂର୍ଣ୍ଣ କଳସ ଗ୍ରାମ ପରିକ୍ରମା କରି ନାମଯଜ୍ଞ […]
ବରଗଡ଼୨୩/୧(ନବୀନ କୁମାର ଦାଶ):ବରଗଡ଼ ରେଳୱେ ଷ୍ଟେସନ ରୋଡ ସତସଙ୍ଗ ବିହାର ଠାରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ତେଇଶ ଦିନରେ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ର ୨୬ତମ ଶ୍ରୀ ବିଗ୍ରହ ଉନ୍ମୋଚନ ସ୍ମୃତି ଦିବସ ଅବସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ଆଚାର୍ଯ୍ୟ ବସନ୍ତ କୁମାର ପାତ୍ର ଫିତା କାଟି ଶୁଭାରମ୍ଭ କରି ଥିଲେ। ଏହି ଶିବିର […]
ବରଗଡ଼-୨/୧( ନବୀନ କୁମାର ଦାଶ): ବର୍ଷ ଆରମ୍ଭ ହୁଏ ଶେଷ ହୁଏ,ପୁଣି ଆସେ ନବବର୍ଷ ଜାନୁୟାରୀ ଏକ୍ ତାରିଖ।ପୂର୍ବ ଦିଗରୁ ନୂତନ ବର୍ଷରେ ଉଦିଆସେ ନୂତନ ସୂର୍ଯ୍ୟ।ସମୟ ଚକରେ କିପରି ଗୋଟିଏ ବର୍ଷ କଟିଯାଏ ଜଣା ପଡେ ନାହିଁ।ନୂତନ ବର୍ଷ ରେ ନୂତନ ଆଶା ଆକାଂକ୍ଷା ନେଇ ଚଳଚଞ୍ଚଳ ହୋଇଉଠେ ମାନବ ସମାଜ। ଅଧୁରା ରହିଥିବା ସ୍ବପ୍ନକୁ ନବ ବର୍ଷରେ ପୂରଣ କରିବା ପାଇଁ ମନେ ଭରିଥାଏ ତାର ଅସୁମାରୀ […]
ବରଗଡ଼୨୭/୧୨(ନବୀନ କୁମାର ଦାଶ):ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତରଫ ରୁ ବରଗଡ଼ ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଏକ ନିଆରା କାର୍ଯ୍ୟକ୍ରମ ରେଡ ଡ୍ରପ ମାରାଥନର ଶୁଭ ଉଦ୍ଘାଟନୀ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ,ସମ୍ମାନୀତ ଅତିଥି ଭାବରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ନିରୂପମା ଷଡ଼ଙ୍ଗୀ,ରକ୍ତ ଭଣ୍ଡାର ଅଧିକାରୀ ସୁଶାନ୍ତ କୁମାର […]
ବରଗଡ଼୨୪/୧୨(ନବୀନ କୁମାର ଦାଶ):ବ୍ୟସ୍ତ ବହୁଳ ଲୁହୁରାଚଟି- ସମ୍ବଲପୁର ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ପ୍ରାୟତଃ ବରଗଡ଼ ରୁ ସମ୍ବଲପୁର ମଧ୍ୟରେ ଟ୍ରାଫିକ ସମସ୍ୟା ଅଣାୟତ୍ତ ।ଦିନକୁ ଦିନ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଘଟଣା ମାନ ଘଟି ମୂଲ୍ୟ ବାନ ଜୀବନ ବଳି ପଡ଼ି ମୁଣ୍ଡ ପରେ ମୁଣ୍ଡ ଗଡି ଯାଉଥିଲେ ହେଁ ପ୍ରଶାସନ ନିଦା ବିଷ୍ଣୁ ସାଜିଛି। ରାଜରାସ୍ତା ନିର୍ମାଣ କାରୀ […]
ବରଗଡ଼୧୪/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ୫୩ନଂ ମୁଖ୍ୟ ଜାତୀୟ ରାଜପଥ କଡ଼ ବରଗଡ଼- ସମ୍ବଲପୁର ୱେ ରେ ଥିବା ଗୋଡ଼ଭଗା ଏସ ବି ଆଇ ଏଟିଏମ କାଉଣ୍ଟର କୁ ନଭେମ୍ବର ୧୯ ତାରିଖ ଦିନ ଟଙ୍କା କାଢ଼ିବା ପାଇଁ ନିଲେଇ ପାଲି ଗ୍ରାମର ହିତାଧିକାରୀ ମୁକୁନ୍ଦ ସାହୁ ଆସି ଟଙ୍କା କାଢ଼ିବା ସମୟରେ କେହି ଜଣେ ଦୁର୍ବୁତ୍ତ ନିଜକୁ ସାଧୁ ସାଜି ଏଟିଏମ […]
ବରଗଡ(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଓ ସଂସ୍କୃତ ଶିକ୍ଷକ ଯୋଗେଶ୍ୱର ଶାସ୍ତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନବୀନ କୁମାର ଦାଶ ଯୋଗ ଦେଇ ଥିବାବେଳେ ଯୋଗେଶ୍ୱର ଶାସ୍ତ୍ରୀ ସମ୍ମାନିତ ଅତିଥି […]
ବରଗଡ:-୧୨/୭(ନବୀନ କୁମାର ଦାଶ):ପୁଅ ବଡ ହେଲେ ପାଠ ସାଠ ପଢ଼ି ବାପା ମାଁ ଙ୍କ ସ୍ଵପ୍ନ ପୁରଣ କରିବ।ସବୁ ବାପ ମାଆ ମାନଙ୍କର ଆଶ, ହେଲେ କେତେଜଣଙ୍କର ପୁରଣ ହୁଏ?ଏବି ଜଣେ ବାପା,ନିଜେ ସିନା ଅଶିକ୍ଷିତ ହେଲେ ପୁଅ କୁ ପାଠ ପଢ଼ାଇ ମଣିଷ କରିବା ବୃଦ୍ଧ ବୟସରେ ଜୀବନରେ ସୁଖ ଆସିବ ଏମିତି କେତେ ସ୍ଵପ୍ନ ଦେଖୁ ଥିଲେ ଜଗନ୍ନାଥ। ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ତେଜା […]
ବରଗଡ଼:-୧୨.୭(ବାସ୍ତବ ଟିଭି)ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଲାୟନ୍ସ କ୍ଳବ୍ ଅତାବିରା ର ସଭାପତି ଧିରେନ୍ଦ୍ର ରଥ ଙ୍କ ଅଧ୍ୟକ୍ଷତା ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ପାଖାପାଖି ୮୦ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇ କ୍ଳବ୍ ର ସଦସ୍ୟ ପ୍ରମୁଖ “ବୃକ୍ଷ ହିଁ ଜୀବନ” ବିଷୟରେ ଏକ ବାର୍ତ୍ତା ପ୍ରଦାନ କରି ଆଗକୁ ବହୁ […]


