ବରଗଡ଼୧୧/୮(ନବୀନକୁମାରଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ଥାନା ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରାମରୁ ସୋମବାର ସକାଳେ ଏକ ଲୋମ ଟାଙ୍କୁରା ଖବର ଆସିଛି। ବାଲେଶ୍ୱର,କେନ୍ଦ୍ରାପଡ଼ା,ବଳଙ୍ଗାରେ ଘଟିଯାଇଥିବା ଦୁଃଖଦ ଘଟଣାପରି, ଜଣେ ୧୩ ବର୍ଷୀୟା ନାବାଳିକା ଘରଠାରୁ ଅନତିଦୂରରେ ରହିଥିବା ଖେଳପଡ଼ିଆ ମଝିରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗାଇସିଲେଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି। ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ଏପର୍ଯ୍ୟନ୍ତ […]

ବରଗଡ:-୧୨/୭(ନବୀନ କୁମାର ଦାଶ):ପୁଅ ବଡ ହେଲେ ପାଠ ସାଠ ପଢ଼ି ବାପା ମାଁ ଙ୍କ ସ୍ଵପ୍ନ ପୁରଣ କରିବ।ସବୁ ବାପ ମାଆ ମାନଙ୍କର ଆଶ, ହେଲେ କେତେଜଣଙ୍କର ପୁରଣ ହୁଏ?ଏବି ଜଣେ ବାପା,ନିଜେ ସିନା ଅଶିକ୍ଷିତ ହେଲେ ପୁଅ କୁ ପାଠ ପଢ଼ାଇ ମଣିଷ କରିବା ବୃଦ୍ଧ ବୟସରେ ଜୀବନରେ ସୁଖ ଆସିବ ଏମିତି କେତେ ସ୍ଵପ୍ନ ଦେଖୁ ଥିଲେ ଜଗନ୍ନାଥ। ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ତେଜା […]

ନବୀନ ଦାଶ(ସ୍ଵତନ୍ତ୍ର ପ୍ରତିନିଧି):ବରଗଡ଼ ଜିଲ୍ଲା ଅତାବିରା ବସ୍ ଷ୍ଟାଣ୍ଡ ଛକ ଟି ଏକ ବ୍ୟସ୍ତ ବହୁଳ ଛକ।ଛକ ଦେଇ ଯାଇଥିବା ୫୩ନଂ ଚାରି ଥାକିଆ ଜାତୀୟ ରାଜପଥ ରେ ଦିନରାତି ହଜାର ହଜାର ଛୋଟ ବଡ ଗାଡ଼ି ମଟର ସହ ଭାରୀ ଯାନ ଗୁଡ଼ିକ ଯିବା ଆସିବା କରିଥାଏ।ଏହି ବ୍ୟସ୍ତ ବହୁଳ ଅତାବିରା ବସ୍ ଷ୍ଟାଣ୍ଡ ଛକ ରୁ ଝିଲିମିଣ୍ଡା ଆର୍ଡି ରାସ୍ତା ଉପରେ ଦୁଇ ଚକିଆ ଠାରୁ ଆରମ୍ଭ […]

Pin It on Pinterest