ବାସ୍ତବବ୍ୟୁରୋ:ଗୁଜୁରାଟ ବିଧାନସଭା ନିର୍ବାଚନ ବିଗୁଲ ବାଜିବା ପରେ,ସବୁ ଦଳର ନେତା ଓ କର୍ମୀମାନେ ସଜାଗ ହୋଇଉଠିଛନ୍ତି । ଏଥର ଗୁଜୁରାଟରେନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଥିବା ଆମ୍ ଆଦମୀ ପାର୍ଟି,ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ସିଏମ୍ ପ୍ରାର୍ଥୀ ଘୋଷଣା କରିବ। ସୂଚନା ଥାଉକି, ଡିସେମ୍ବର ୧ ଓ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗ ଗୁରୁବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। […]
bastab
ସଂଜୟ ଶତପଥୀ: ବ୍ରହ୍ମପୁର ଜିଲ୍ଲାରେ ହରିହର ନଗରସ୍ଥିତ ଶ୍ରୀ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ସୁପ୍ରତିଷ୍ଠିତ ସମାଜସେବୀ ଅନୁଷ୍ଠାନ ଆରୋଗ୍ୟ ଭାରତୀ ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ଯ ପରୀକ୍ଷା ଓ ସଚେତନତା ଶିବିରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଶ୍ରୀ ଜୟନ୍ତୀ ଲାଲ୍ ନରସି ଚୌହାନ ରହିଥିବା ବେଳେ ଅନୁଷ୍ଠାନର ଅଧ୍ଯକ୍ଷ ଡ.ନକୁଳ ସାହୁ ଓ ଡ.ଚି.ହାରାମଣୀ ରୋଗୀମାନଙ୍କର ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ […]
ମନୋଜ ମହାନ୍ତି(ଭୁବନେଶ୍ବର) :ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନା ଅନୁଯାଇ, ମେ’ ୩୦ ଯାଏ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ଲାଗି ରହିବ। ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପବନ ହେବାର ସମ୍ଭାବନା । ବଜ୍ରପାତର ସମ୍ଭାବନା ଅଧିକ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ […]
ଆପଲ୍ ଆପ୍ ଷ୍ଟୋର୍ରେ ୧୦୦ ଟି ପ୍ରମୁଖ ମୋବାଇଲ୍ ପ୍ରୟୋଗର ବିଶ୍ଳେଷଣରେ ପ୍ରକାଶ ପାଇଲା |ସାଇବର ସିକ୍ୟୁରିଟି ଏଜେନ୍ସି ପି-କ୍ଲାଉଡ୍ ଦ୍ୱାରା ହୋଇଥିବା ଏହି ମୂଲ୍ୟାଙ୍କନ ଅନୁଯାୟୀ, ୧୦୦ ଟି ଆପ୍ ମଧ୍ୟରୁ ୮୦ ଟି କୌ ଣସି ରୂପରେ ତଥ୍ୟ ଗ୍ରହଣ କରୁଛି | ବାସ୍ତବବ୍ୟୁରୋ:ଫେସବୁକ୍, ଇନଷ୍ଟାଗ୍ରାମ, ଲିଙ୍କଡିନ୍ ପରି କମ୍ପାନୀଗୁଡିକ ସେମାନଙ୍କର ଉପଭୋକ୍ତାମାନଙ୍କ ତଥ୍ୟର ୫୦ ରୁ ୮୦ ପ୍ରତିଶତ ତୃତୀୟ ପକ୍ଷକୁ ଦେଉଛନ୍ତି। ଏହାର ପ୍ରତିବଦଳରେ, […]