ବାସ୍ତବବ୍ୟୁରୋ(ଚଣ୍ଡିଗଡ଼)୦୮/୦୮: ଆଉ କାମ ଦେବନି ଆୟୁଷ୍ମାନ କାର୍ଡ,କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।ଆୟୁଷ୍ମାନ କାର୍ଡ ଯୋଜନା ସମ୍ପର୍କରେ ହରିୟାଣା ଇଣ୍ଡିଆନ ମେଡିକାଲ ଆସୋସିଏଶନ(IMA) ଏକ ବଡ଼ ନିଷ୍ପତ୍ତି ନେଇଛି ହସ୍ପିଟାଲଗୁଡ଼ିକର ବକେୟା ବିଲ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। କୌଣସି ହସ୍ପିଟାଲଗୁଡ଼ିକ ଆଉ ହରିୟାଣାରେ ଆୟୁଷ୍ମାନ କାର୍ଡ ଧାରକଙ୍କୁ ଚିକିତ୍ସା କରିବେ ନାହିଁ। ଇଣ୍ଡିଆନ ମେଡିକାଲ ଆସୋସିଏଶନର ହରିୟାଣା ୟୁନିଟ ବୁଧବାର ରାତି ୧୨ଟାରୁ ଆୟୁଷ୍ମାନ କାର୍ଡଧାରୀଙ୍କ ଚିକିତ୍ସା ପାଇଁ ହୋଇଥିବା […]

ଏସ ବାସ୍ତବ: ଶିବସେନା ବିଧାୟକଙ୍କ ବିଦ୍ରୋହୀ ମନୋଭାବ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ହୁଏତ ରାଜ୍ୟରେ କ୍ଷମତାକୁ ଫେରିବା ପାଇଁ ବିଜେପିର ରାସ୍ତାକୁ ସହଜ କରିଥାଇପାରେ, କିନ୍ତୁ ବିଜେପି ପ୍ରତ୍ୟେକ ପଦକ୍ଷେପ ଭାବିଚିନ୍ତି ନେଉଛନ୍ତି। ସେଥିପାଇଁ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ଶିବସେନା ବିଧାୟକମାନଙ୍କୁ ଶପଥ ଗ୍ରହଣ ଦିନ ମୁମ୍ବାଇ ଆସିବାକୁ ଅନୁରୋଧ କରିଛନ୍ତି। ଆସାମରେ ଆଠ ଦିନ ବିତାଇବା […]

ବାସ୍ତବବ୍ୟୁରୋ:(ବାଲେଶ୍ୱର)ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶଙ୍କ ଘର ବାହୁଡା, ୨୦୦୯ ମସିହାରେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଶ୍ରୀଦାଶ,ଆଜି ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କୁ ଦଳରେ ମିଶାଇଛନ୍ତି। ଶ୍ରୀ ଦାଶଙ୍କ ଘରବାହୁଡ଼ା ବାଲେଶ୍ୱରରେ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଢଙ୍ଗୀ । ଆପଣମାନେ ଜାଣିଥିବେ ,ପୂର୍ବତନ ବିଧାୟକ ଶ୍ରୀ ଦାଶ ୨୦୦୯ ମସିହାରେ ବିଜେପି […]

Pin It on Pinterest