ବରଗଡ଼(ନବୀନ କୁମାର ଦାଶ): ବରଗଡ଼ ଜିଲା ଅତାବିରାରେ ଗତ ବୁଧବାର ସକାଳ ୮ଟାରେ ସିବିଆଇ ଚଢ଼ାଉ କରିଛି। ସିବିଆଇର ୧୦ ଜଣିଆ ୨ଟିମ୍ ନିକଟସ୍ଥ ପରମାଣପୁର ଗ୍ରାମର ଖାଦ୍ୟ ଓ ଯୋଗାଣ ବିଭାଗର ଶ୍ରମିକ ଠିକାଦାର ଜି.ସତ୍ୟନାରାୟଣ ଏବଂ ଅତାବିରାର ବ୍ୟବସାୟୀ ଜି.ନରସିଂହ ମୂର୍ତିଙ୍କ ଘରେ ଚଢ଼ାଉ କରିଛନ୍ତି । ସତ୍ୟନାରାୟଣ ଏବଂ ନରସିଂହ ମୂର୍ତି ସମ୍ପର୍କରେ ପୁତୁରା ଏବଂ କାକା ।କେଉଁ କାରଣ ନେଇ କକା, ପୁତୁରା ଘରେ […]
CBI
ମନୋଜ ମହାନ୍ତି(ଭୁବନେଶ୍ବର) :ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ଜାଲ ପ୍ରମାଣପତ୍ର ଦେବା ଘଟଣାରେ ସିବିଆଇ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବଡ ଧରଣର ଚଢ଼ଉ। ସୂଚନା ଅନୁସାରେ, ସିବିଆଇ ପକ୍ଷରୁ କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବାଲେଶ୍ବର, ଭଦ୍ରକ ଆଦି ଜିଲ୍ଲାର ୬୭ ସ୍ଥାନରେ ଚଢାଉ କରାଯାଉଛି। ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ଏହି ଚଢାଉରେ ସାମିଲ ଅଛନ୍ତି। ସେହିପରି ବିଭିନ୍ନ ବିଭାଗର ଆଉ ୮୨ ଜଣ ଅଧିକାରୀ […]
ବାସ୍ତବବ୍ୟୁରୋ:ଚାକିରି ପାଇଁ ଜମି ସ୍କାମ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ସିବିଆଇ ଏକ ଚାର୍ଜସିଟ ଦାଖଲ କରିଛି। ଅଭିଯୋଗ ହୋଇଛି ଯେ ରେଳ ମନ୍ତ୍ରୀ ଥିବାବେଳେ ଲାଲୁ ଯାଦବ ଗ୍ରୁପ ଡିରେ ପାଟଣାର ୧୨ ଜଣ ଲୋକଙ୍କୁ ଚାକିରି ଦେଇଥିଲେ ଏବଂ ପାଟନାରେ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ସେମାନଙ୍କ ଠାରୁ ଜମି ଲେଖି ନେଇଥିଲେ। ଲାଲୁ ପ୍ରସାଦଙ୍କ ବ୍ୟତୀତ ସିବିଆଇ ରାବ୍ରି ଦେବୀ ଏବଂ ଅନ୍ୟ ୧୪ […]


