ଭୁବନେଶ୍ୱର(ନି.ପ୍ର):ସାଧାରଣତଃ ରାଜ୍ୟରେ ଦୁର୍ଗାପୂଜା ପୂର୍ବରୁ ନିର୍ବାଚନ କରାଯିବାର ପରମ୍ପରା ଥିବାବେଳେ ଏଯାବତ୍ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ନପାଇବା ନେଇ ଆଶାୟୀ ପ୍ରାର୍ଥୀ ଓ ଛାତ୍ର ସଙ୍ଗଠନ ଗୁଡିକ ଚିନ୍ତାରେ ପଡିଛନ୍ତି। ବିଭାଗ ପକ୍ଷରୁ ୨୦୨୫- ୨୬ ଶିକ୍ଷାବର୍ଷର କ୍ୟାଲେଣ୍ଡର ମଧ୍ୟ ପ୍ରକାଶ କରାଯାଇନାହିଁ। ରାଜ୍ୟରେ ବିଜେପି ସରକାର ଆସିବା ପରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଘୋଷଣା ହୋଇଥିଲା। ପୂର୍ବ ବର୍ଷ କେତେକ ସମସ୍ୟା ପାଇଁ […]
College
ଭୁବନେଶ୍ୱର ୨୭/୦୬(ନି.ପ୍ର):ରାଜ୍ୟରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗୁରୁବାର ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଏହି ସଙ୍କେତ ଦେଉଛି।ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନର ଯଥାର୍ଥତା ରହିଛି। ଏନେଇ ବିଚାର ବିମର୍ଶ ଚାଲିଛି। ସରକାର ଯାହାବି ନିଷ୍ପତ୍ତି ନେବେ ଛାତ୍ର ସମାଜର ସକାରାତ୍ମକ ଦିଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ। ଛାତ୍ର ସଂଗ୍ରଠନ ଦାବି ମହତ୍ତ୍ୱ ପୂର୍ଣ୍ଣ। ତେବେ ଯାହା ଠିକ୍ ହେବ, […]
ବାସ୍ତବବ୍ୟୁରୋ:ଦେଶର ସମସ୍ତ ସରକାରୀ ବିଦ୍ୟାଳୟରେ ସମାନ ୟୁନିଫର୍ମ ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ସୁଦର୍ଶନ ଧୁଲିଆଙ୍କ ଏକ ବେଞ୍ଚ କହିଛନ୍ତି ଯେ ଏହା ଏକ ମାମଲା ନୁହେଁ ଯାହା କୋର୍ଟକୁ ଅଣାଯିବା ଉଚିତ। କିନ୍ତୁ ଆବେଦନକାରୀଙ୍କ ନିକଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ଗୌରଭ ଭାଟିଆ କହିଛନ୍ତି ଯେ ଏହା ଏକ ସାମ୍ବିଧାନିକ ପ୍ରସଙ୍ଗ ଏବଂ ଭିନ୍ନ ଭିନ୍ନ ପୋଷାକ ପିନ୍ଧିବା ଅଧିକାର ଆଇନ […]


