ବାସ୍ତବବ୍ୟୁରୋ:(ଚାନ୍ଦବାଲି) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଅବପାତର ରୂପ ନେଇ ବାତ୍ଯାରେ ପରିଣତ ହୋଇଛି। ଆଜି ସକାଳୁ ଧାମରା, ଚାନ୍ଦବାଲି ଓ ଆରଡିର ବିଭିନ୍ନ ଅଞ୍ଚଳରେ ପବନ ସାଙ୍ଗକୁ ବର୍ଷା ଲାଗି ରହିଛି।ପାଣିପାଗ ବିଭାଗ ପକ୍ଷରୁ ମଧ୍ୟାହ୍ନ ୧୨ ଟାରେ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ, ଏବେ ବାତ୍ୟା ସମୁଦ୍ର ଭିତରେ ନିଜ ବଳ ବଢ଼ାଉଛି ଓ ଧୀରେ ଧୀରେ ଆଗକୁ ବଢୁଛି । ପୂର୍ବାନୁମାନ ଅନୁଯାୟୀ […]

Pin It on Pinterest