ବାସ୍ତବବ୍ୟୁରୋ: ପୂର୍ବତଟ ରେଲବାଇ ପକ୍ଷରୁ, ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ RT-PCR ଟେଷ୍ଟକୁ ଆଜିଠାରୁ ବାଧ୍ୟତାମୂଳକ କରାଯାଇଛି । ଏ ସମ୍ପର୍କରେ ପୂର୍ବତଟ ରେଲବାଇ ପକ୍ଷରୁ ସୂଚିତ କରାଯାଇଛି । ପୂର୍ବତଟ ରେଲବାଇର ନିୟମ ଅନୁଯାଇ ରେଳଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଯାତ୍ରୀ RT-PCR ଟେଷ୍ଟ କରାଇବା ନିହାତି ଜରୁରୀ ।ଏଥିରେ ନେଗେଟିଭ୍ ରିପୋର୍ଟ ଆସିଲେ ରେଳରେ ଯାତ୍ରା କରିପାରିବେ । ନତୁବା ଯାତ୍ରୀଙ୍କର କୋଭିଡ ଦ୍ୱିତୀୟ ଡୋଜ୍ ଟିକାକରଣର […]

Pin It on Pinterest