ବାସ୍ତବବ୍ୟୁରୋ:ହାଇଦ୍ରାବାଦ ସହରରେ ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦାଫାସ କରିଛି ପୋଲିସ। ଏହି ମାମଲାରେ ଆଇଏସଆଇ ଏବଂ ଲଶ୍କର ସମ୍ପୃକ୍ତ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହି ଗିରଫ ସହରର ମାଲାକପେଟରୁ ହୋଇଛି । ସେମାନଙ୍କ ନିକଟରୁ ୫ ଟି ମୋବାଇଲ, ନଗଦ ଆର୍ଥ ଏବଂ ୪ ଟି ହ୍ୟାଣ୍ଡ ଗ୍ରେନେଡ ମଧ୍ୟ ଉଦ୍ଧାର କରାଯାଇଛି। ଗିରଫ ଆତଙ୍କବାଦୀମାନେ ଏକ ଫିଡାଏନ୍ ଆକ୍ରମଣ ଯୋଜନା କରୁଥିବା ପୋଲିସ କହିଛି। ଆତଙ୍କବାଦୀମାନେ ଅବଦୁଲ […]