କୁଏତ୍(ବିଶ୍ବରଞ୍ଜନ):ଗତ ଶୁକ୍ରବାର (୨୩ମଇ)ରେ, ଭାରତୀୟ ପ୍ରବାସୀ ପରିଷଦ, ଫାହାହିଲ୍ କ୍ଷେତ୍ର କମିଟି ଏମ୍ବ ଖୈତାନର ସିଟି କ୍ଲିନିକ୍ ସହିତ ମିଳିତ ସହଯୋଗରେ ଏକ ଚିକିତ୍ସା ଶିବିର ଆୟୋଜିତ ହୋଇ ଯାଇଛି। ଉଦ୍ଘାଟନୀ ସମାରୋହରେ ବିପିପି ଉପାଧ୍ୟକ୍ଷ ଶ୍ରୀ ସମ୍ପଥ କୁମାର ଅଧ୍ୟକ୍ଷତା କରିଥିଲେ। ଫାହାହିଲ୍ କ୍ଷେତ୍ର ସଭାପତି ଶ୍ରୀ ରାଜେଶ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସୁଲେବିୟା ଶିବିର ସଂଯୋଜକ ଶ୍ରୀ ପ୍ରସନ୍ନନ ଧନ୍ୟବାଦ ଅର୍ପଣ କରିଥିଲେ। ଫାହାହିଲ୍ କ୍ଷେତ୍ର […]
International News in odia
କୁଏତ(୭-୦୧-୨୦୨୫):ଭାରତୀୟ ଦୂତାବାସ କୁଏତ ଦ୍ଵାରା ପଞ୍ଜୀକୃତ ପ୍ରବାସୀ ପରିଷଦ ସଙ୍ଘ (ବିପିପି) ପକ୍ଷରୁ ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକଳାପ ଆୟୋଜନ କରି ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ମଧ୍ୟରେ କାର୍ଯ୍ୟ କରୁଛି ଭାରତରେ ଗଣତନ୍ତ୍ର ଦିବସ ଜାନୁଆରୀ ୨୬ ତାରିଖରେ ପାଳନ କରାଯାଏ, ୧୯୫୦ ମସିହାରେ ଭାରତୀୟ ସମ୍ବିଧାନ ଗ୍ରହଣ ହେବା ଦିନ, ଯାହା ଏକତା, ଦେଶପ୍ରେମ ଏବଂ ଜାତିର ସଫଳତାର ପ୍ରତୀକ। କୁଏତରେ, ଗତ ଜାନୁୟାରୀ ୩୦ ତାରିଖ ଗୁରୁବାର […]
ବାସ୍ତବବ୍ୟୁରୋ: ବାଚସ୍ପତି ସୁରମା ପାଢ଼ୀଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମ ଅବସରରେ,ଦକ୍ଷିଣ କୋରିଆରେ ପହଞ୍ଚିବା ବେଳେ ସେଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ତାଙ୍କୁ ଉଚ୍ଛସିତ ସମ୍ବଦ୍ଧନା ପ୍ରଦାନ କରାଯାଇଥିଲା । ସେଠାରେ ଥିବା ଭାରତର ରାଷ୍ଟ୍ରଦୂତ ଅମିତ କୁମାର ବାଚସ୍ପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତ୍ଵପୂର୍ଣ ସମ୍ପର୍କର ଅବତାରଣା କରିବା ସାଙ୍ଗକୁ ଓଡ଼ିଶା ସହ ଦକ୍ଷିଣ କୋରିଆର ସାମାଜିକ ଓ ସାଂସ୍କୃତିକ ଭାବବିନି […]
ବାସ୍ତବବ୍ୟୁରୋ:ଗାଜାରେ ୬ମାସ ପାଇଁ ଯୁଦ୍ଧ ବନ୍ଦ ରହିବ। ସୁଚନା ଅନୁଯାଇ ଇସ୍ରାଏଲ ଏବଂ ହମାସ ମଧ୍ୟରେ ୬ ମାସ ଯୁଦ୍ଧ ବିରତି ପାଇଁ ସହମତି ପ୍ରକାଶ ପାଇଛି। ତେବେ ଏବେ ହମାସକୁ ଏନେଇ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଇସ୍ରାଏଲ ଯୁଦ୍ଧ ବିରାମ ପ୍ରସ୍ତାବକୁ ପ୍ରାୟତଃ ସ୍ବୀକାର କରିଛି ବୋଲି ଆମେରିକାର ଜଣେ ପ୍ରତିନିଧି ପ୍ରକାଶ କରିଛନ୍ତି। ପ୍ରସ୍ତାବ ଅନୁସାରେ ଗାଜାରେ ୬ମାସ ପାଇଁ ଯୁଦ୍ଧ […]
ନୂଆଦିଲ୍ଲୀ: ଚୀନ୍ ରୁ ପାକିସ୍ତାନ ଯାଉଥିବା ଏକ ଜାହାଜକୁ ମୁମ୍ବାଇ ବନ୍ଦରରେ ଭାରତୀୟ ସୁରକ୍ଷା ଏଜେନ୍ସି ଅଟକ ରଖିଛି। ଭାରତର ଦାବି ଯେ,ଏହି ଜାହାଜରେ ପରମାଣୁ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହ ଜଡିତ ସାମଗ୍ରୀ ରହିଛି। ଏହାର ଜବାବ ପ୍ରତିକ୍ରିୟାରେ ପାକିସ୍ତାନ ପକ୍ଷରୁ ପ୍ରକାଶ ପାଇଛି କି, ଏହି ଜାହାଜରେ କୌଣସି କ୍ଷେପଣାସ୍ତ୍ର ସମ୍ବନ୍ଧୀୟ ସାମଗ୍ରୀ ନାହିଁ । ପରମାଣୁ ଏବଂ କ୍ଷେପଣାସ୍ତ୍ର ସମ୍ବନ୍ଧୀୟ ସାମଗ୍ରୀ ଥିବା ଭାରତୀୟ ଦାବିକୁ […]
ବାସ୍ତବ ବ୍ୟୁରୋ:ଭାରତରେ ବିବାହରେ ବରକୁ ଯୌତୁକ ଦେବା ଏହା ଏକ ସାଧାରଣ କଥା, କିନ୍ତୁ ଚାଇନାରେ ଏହାର ବିପରୀତ ଘଟଣା ଘଟୁଛି। ଏଠାରେ ବରକୁ ବିବାହ ପାଇଁ ଯୌତୁକ ଦେବାକୁ ପଡେ । ଚାଇନାରେ ସାଧାରଣ ଭାଷାରେ ବାହାଘର ପାଇଁ ବର ଦେଉଥିବା ଯୌତୁକକୁ କେଲ୍ଲୀ କୁହାଯାଏ । ଏଥିପାଇଁ ସରକାର ମହିଳାମାନଙ୍କୁ ଯୌତୁକ ନ ନେବା ପାଇଁ ଶପଥ କରାଉଛନ୍ତି। କେତେକ ପ୍ରଦେଶରେ ବରକୁ ୧୬ ଲକ୍ଷ ୪୭ […]
ବାସ୍ତବ ବ୍ୟୁରୋ: କ୍ରିକେଟ୍ ର ରୋମାଞ୍ଚ ଏବଂ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ଖୁବ ଶୀଘ୍ର ପାର୍ବତ୍ୟ ଉପତ୍ୟକାର ସମତଳ ଉପରୁ ଉପରକୁ ଉଠିଥିବାର ଦେଖାଯିବ, କାରଣ ତୁଷାରପାତ ସମତଳ ମଧ୍ୟରେ ବିଶ୍ୱର ସର୍ବୋଚ୍ଚ କ୍ରିକେଟ୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି । ବିଶ୍ୱର ସର୍ବୋଚ୍ଚ କ୍ରିକେଟ୍ ଷ୍ଟାଡିୟମ୍ ହିମାଚଳ ପ୍ରଦେଶର ଲାହଲ୍ ସ୍ପିତିର ସିସୁ ଠାରେ ସମୁଦ୍ର ପତ୍ତନଠାରୁ ୧୦୧୩୫ ଫୁଟ ଉଚ୍ଚରେ ନିର୍ମାଣ ହେବ । ଏହି […]
ବାସ୍ତବ ବ୍ୟୁରୋ: ବାୟୁ ପ୍ରଦୂଷଣ ଉପରେ ନଜର ରଖୁଥିବା ଆଇକ୍ୟୁ ଏୟାର ଆଜି (ମଙ୍ଗଳବାର) ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ପ୍ରକାଶ କରିଛି। ବିଶ୍ୱରେ ଦିନ କୁ ଦିନ ବଢୁଥିବା ପ୍ରଦୂଷଣ ପାଇଁ ବିଷାକ୍ତ ପାଲଟିଗଲାଣି ବାୟୁ। ଏହାରି ଭିତରେ ୨୦୨୨ ପାଇଁ ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର ମଧ୍ୟରେ ଭାରତର ୩୯ଟି ସହର ରହିଛି। […]
ବାସ୍ତବ ବ୍ୟୁରୋ:ମହାକାଶ କାର୍ଯ୍ୟକ୍ରମ ନାମରେ ଚୀନ୍ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି। ଇଣ୍ଡୋ ପାସିଫିକ୍ ସେଣ୍ଟର ଫର ଷ୍ଟ୍ରାଟେଜିକ୍ କମ୍ୟୁନିକେସନର ରିପୋର୍ଟରେ ନାସାର ଜଣେ ଅଧିକାରୀଙ୍କ ଉଦ୍ଧେଶ୍ୟରେ ଏହି ସୂଚନା ଦିଆଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ଏହାର ମହାକାଶ କାର୍ଯ୍ୟକ୍ରମକୁ ଅର୍ଥନ, ତିକ, ସାମରିକ ଏବଂ ଟେକ୍ନୋଲୋଜି ଶକ୍ତି ବୃଦ୍ଧି କରିବାକୁ ବ୍ୟବହାର କରୁଛି। ଏହା କରି ଚାଇନା ଆମେରିକା ଭଳି ବଡ ଶକ୍ତିକୁ ଚ୍ୟାଲେଞ୍ଜ […]
ବାସ୍ତବବ୍ୟୁରୋ: ଯୁକ୍ତରାଷ୍ଟ୍ର ଆମେରିକାର ଆର୍’ବନି ଗେବ୍ରିଏଲ୍ ‘ମିସ୍ ୟୁନିଭର୍ସ ୨୦୨୨’ ମୁକୁଟ ବିଜୟିନୀ ହୋଇଛନ୍ତି। ଆମେରିକାର ନିୟୁ ଅର୍ଲିନ୍ସ୍ସ୍ଥିତ ‘ଆର୍ଣ୍ଣେଷ୍ଟ୍ ଏନ୍. ମୋରିଆଲ୍ କନ୍ଭେନ୍ସନ୍ ହଲ୍’ରେ ଅନୁଷ୍ଠିତ ଏହି ସୁନ୍ଦରୀ ପ୍ରତିଯୋଗିତାର ୭୧ତମ ସଂସ୍କରଣରେ ଭେନିଜୁଏଲାର ଆମାଣ୍ଡା ଡୁଡାମେଲ୍ ପ୍ରଥମ ଓ ଡୋମିନିକା ରିପବ୍ଳିକ୍ର ଆଣ୍ଡେରିନା ମାର୍ଟିନେଜ୍ ଦ୍ବିତୀୟ ରନର୍ ଅପ୍ ହୋଇଛନ୍ତି। ଏହି ପ୍ରତିଯୋଗିତାର ୧୬ଶ ସ୍ଥାନରେ ଥିବା ଭାରତୀୟ ପ୍ରତିଦ୍ବନ୍ଦ୍ବୀ ଦ୍ବିବିତା ରାୟ ବାଦ ପଡ଼ିଛନ୍ତି। ୧୯୯୪ […]