ଡ଼.ନବକିଶୋର ମିଶ୍ର ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନି ରାଶି ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ | ଶନି ଦେବଙ୍କ ଚଳନ ର ପ୍ରଭାବ ଏକାସାଙ୍ଗରେ ପାଞ୍ଚଟି ରାଶି କୁ ପ୍ରଭାବିତ କରିବ | ଶନିଙ୍କର ରାଶି ପରିବର୍ତ୍ତନ ସହିତ ଶନିଙ୍କ ସାଢେ ସାତି ଆରମ୍ଭ ହେଉଥିବାବେଳେ ଶନିଙ୍କ ବକ୍ର ନଜରର ପ୍ରଭାବ କିଛି ରାଶିର ଉପରେ ରହିବ | ଶନି ଗ୍ରହ ୨୯ ଏପ୍ରିଲରେ ନିଜସ୍ୱ ରାଶି […]


