ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବା ପରେ ବୁଧବାର ସନ୍ଧ୍ୟାରେ ମନମୋହନ ସିଂଙ୍କୁ ଦିଲ୍ଲୀର ଏଆଇଏମ୍ଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିଶ୍ୱାସ ପ୍ରଶ୍ୱାସ ଏବଂ ଛାତି ଜନିତ ସମସ୍ୟାରେ ସେ ପୀଡିତ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ଡ.ମନମୋହନ ସିଂ ଜୀଙ୍କ ଆସୁ ଆରୋଗ୍ୟ […]