ବାସ୍ତବବ୍ୟୁରୋ:ଗୁଜରାଟ ମୋର୍ବିରେ ଘଟିଥିବା ଝୁଲା ପୋଲ ଟ୍ରାଜେଡ଼ି ପରେ ଆଜି ଘଟଣାସ୍ଥଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ପ୍ରଚାର ପାଇଁ ତିନିଦିନିଆ ଗୁଜୁରାଟ ଗସ୍ତରେ ଥିବା ମୋଦି ଗତକାଲି ବ୍ରିଜ୍ ଟ୍ରାଜେଡିର ସମୀକ୍ଷା କରିଥିଲେ। ତେବେ ଆଜି ସେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବେ। ସେଠାରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ଆହତମାନଙ୍କୁ ଭେଟିବେ। ଏହାପୂର୍ବରୁ ଗତକାଲି ଗାନ୍ଧିନଗର ରାଜଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ […]
National news in odia
ବାସ୍ତବବ୍ୟୁରୋ:ଦୀପାବଳି ପରେ ମାହାଙ୍ଗାଇରୁ ମୁକ୍ତି ପାଇବା ଖବର ଆସିଛି। ସାରା ଦେଶରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ବର୍ତ୍ତମାନ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀର ଇଣ୍ଡେନ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ନଭେମ୍ବର ୧ (ମଙ୍ଗଳବାର) ରୁ ୧୧୫.୫ ଟଙ୍କା ହ୍ରାସ କରାଯାଇଛି। ସେହିପରି କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା ଏବଂ ଚେନ୍ନାଇରେ ୧୧୬.୫ ଟଙ୍କା ହ୍ରାସ କରାଯାଇଛି। ଏହାପୂର୍ବରୁ […]
ମନୋଜ ମହାନ୍ତି(ଭୁବନେଶ୍ବର): ଚଳିତ ବର୍ଷ ୨୦୨୨ ପାଇଁ FAP ( ଫେଡେରେଶନ୍ ଅଫ ପ୍ରାଇଭେଟ୍ ସ୍କୁଲ ଆଣ୍ଡ ଆସୋସିଏସନ୍ ଅଫ ପଞ୍ଜାବ) ତରଫରୁ ଭୁବନେଶ୍ୱର ମଳିପଡା ସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟର୍ ନ୍ୟାସନାଲ ସ୍କୁଲକୁ ‘ବେଷ୍ଟ ସ୍କୁଲ ଆୱାର୍ଡ଼’ – ୨୦୨୨ (ଇନ୍ଫ୍ରାଷ୍ଟ୍ରକଚର୍ କାଟାଗୋରୀ) ପ୍ରଦାନ କରାଯାଇଅଛି ।ଏଥିସହ ବିଦ୍ୟାଳୟର ଅଧ୍ୟକ୍ଷ ଡ.ସ୍ୱରୂପା ନନ୍ଦ ମିଶ୍ରଙ୍କୁ ନିଜର କର୍ମ, କର୍ତ୍ତବ୍ୟ ନିଷ୍ଠା ଓ ଉତ୍ତମ ପରିଚାଳନା ପାଇଁ ଡାଇନାମିକ୍ ପ୍ରିନ୍ସିପାଲ୍ ଆୱାର୍ଡ […]
ବାସ୍ତବ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ‘ମନ୍ କୀ ବାତ୍’ର ୯୪ତମ ସଂସ୍କରଣ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇ ଛଟ୍ ପୂଜାର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଦେଶର ଅନେକ ସ୍ଥାନରେ ସୂର୍ଯ୍ୟ ପୂଜାର ମହାନ ପର୍ବ ପାଳନ କରାଯାଉଛି । ମୁଁ ପ୍ରାର୍ଥନା କରୁଛି ସୂର୍ଯ୍ୟ ଦେବ ସମସ୍ତଙ୍କୁ କଲ୍ୟାଣ ଓ ଆଶୀର୍ବାଦ କରନ୍ତୁ ।“ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର […]
ବାସ୍ତବ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଭଦୋଦରାଠାରେ ଦେଶର ପ୍ରଥମ ପରିବହନ ବିମାନ କାରଖାନାର ଉଦଘାଟନ କରିବେ। ଏହି ପ୍ଲାଣ୍ଟ ସ୍ପେନର ଏୟାରବସ୍ ଡିଫେନ୍ସ କମ୍ପାନୀ ଏବଂ ଟାଟା କନ୍ସୋର୍ଟିୟମ୍ ଦ୍ୱାରା ସ୍ଥାପିତ ହୋଇଛି | ପ୍ରଥମେ, ଏହି କାରଖାନା ରେ ବାୟୁସେନା ପାଇଁ ସି-୨୯୫ ମଧ୍ୟମ-ଲିଫ୍ଟ ସାମରିକ ପରିବହନ ବିମାନ ଉତ୍ପାଦନ ହେବ| ଏଥିପାଇଁ ଟାଟା ୟୁରୋପୀୟ କମ୍ପାନୀ ଏୟାରବସ୍ ସହିତ ଚୁକ୍ତି ହୋଇଛି। ବିଶେଷ […]
ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ସମ୍ମିଳନୀ ମାଧ୍ୟମରେ ଜାମ୍ମୁ କାଶ୍ମୀର ରୋଜଗାର ମେଳାରେ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ପ୍ରତିଜ୍ଞାକାରୀ ଯୁବକମାନଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଜାମ୍ମୁ କାଶ୍ମୀରର ୨୦ ଟି ବିଭିନ୍ନ ସ୍ଥାନରେ ସରକାରରେ କାର୍ଯ୍ୟ କରିବାକୁ ୩୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଉଛି। ଆଜି ନିଯୁକ୍ତି ପତ୍ର ପାଇଥିବା ସମସ୍ତ ଯୁବକଙ୍କୁ ଅନେକ ଅଭିନନ୍ଦନ | ପ୍ରଧାନମନ୍ତ୍ରୀ […]
ବାସ୍ତବ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ନିଦ ହଜାଇଲାଣି ଦିଲ୍ଲୀ ସରକାରଙ୍କର । ଦିଲ୍ଲୀରେ ପ୍ରଦୂଷଣ ମାତ୍ରାର ଉତ୍କଟ ଚିତ୍ର ଆସିବା ପରେ ସତର୍କ ହୋଇଛନ୍ତି ଦିଲ୍ଲୀ ସରକାର । ପ୍ରଦୂଷଣ ମାତ୍ରା କମେଇବା ପାଇଁ ସରକାର କେତେ କଟକଣା ଲାଗୁ କରିଛନ୍ତି। ଦିଲ୍ଲୀରେ ଏବେ କୌଣସି ନିର୍ମାଣ ଓ ଭଙ୍ଗାରୁଜା ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ସରକାର। ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। […]
ବାସ୍ତବ ବ୍ୟୁରୋ : ଗାଡ଼ିରେ ନମ୍ୱର ପ୍ଲେଟ୍ (ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍) ଅବଧି ପୁଣି ବଢ଼ାଇଛନ୍ତି ରାଜ୍ୟ ସରକାର । ପରିବହନ ବିଭାଗ ସୂଚନାନୁଯାୟୀ, ଗାଡ଼ି ନମ୍ୱର ଶେଷରେ ୧, ୨, ୩, ୪ ଥିଲେ ଶେଷ ତାରିଖ ନଭେମ୍ବର ୩୦କୁ ବୃଦ୍ଧି କରାଯାଇଛି । ସେହିପରି ୫, ୬ ନମ୍ବର ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରଖାଯାଇଛି । ୭, ୮ ଥିଲେ ୨୦୨୩ ଜାନୁଆରି […]
ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଦେଶର ପୁଲିସ ପାଇଁ “ଗୋଟିଏ ରାଷ୍ଟ୍ର, ଗୋଟିଏ ୟୁନିଫର୍ମ”ର ପ୍ରସ୍ତାବ ଦେଇଛନ୍ତି। ଯାହା ବିଜେପି ସରକାରଙ୍କ ‘ଏକକ’ ବିଚାରଧାରାର ଅନ୍ୟତମ ଆଭିମୁଖ୍ୟକୁ ଦର୍ଶାଉଛି। ହରିୟାଣାରେ ଚାଲିଥିବା ରାଜ୍ୟ ଗୃହମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’ରେ ସେ କହିଛନ୍ତି ଯେ , ଏହା କେବଳ ଏକ ପ୍ରସ୍ତାବ, କିନ୍ତୁ ବାଧ୍ୟତାମୂଳକ ନୁହଁ। ଏହି ପ୍ରସ୍ତାବ ଉପରେ ରାଜ୍ୟମାନଙ୍କୁ ଚିନ୍ତା କରିବାକୁ ସେ କହିଛନ୍ତି । […]
ବାସ୍ତବବ୍ୟୁରୋ:ବଲିଉଡର ଲୋକପ୍ରିୟ କାହାଣୀକାର ତଥା ନିର୍ଦ୍ଦେଶକ ଇସମାଇଲ ଶ୍ରଫଙ୍କ ଗୁରୁବାର (ଆଜି)ସକାଳେ ଦେହାନ୍ତ ହୋଇଛି। ସେ ୬୨ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ,ମସ୍ତିଷ୍କ ଆଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ କ୍ୟାରିଅର୍ ରେ ସେ ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ, କିନ୍ତୁ ୮୦ ଦଶକରେ ନିର୍ମିତ ‘ଥୋଡି ସି ବେୱାଫାଇ’ ଚଳଚ୍ଚିତ୍ରରୁ ଅଧିକ ଖ୍ୟାତି […]


