ବାସ୍ତବବ୍ୟୁରୋ: ନିଶା କବଳରେ ଯୁବପୀଢି। ନଷ୍ଟ ହେଉଛି ଭବିଷ୍ୟତ। ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। କୋର୍ଟ କହିଛନ୍ତି ନିଶାରେ ବୁଡିବା ଅର୍ଥ କୁଲ୍ ନୁହେଁ। ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା ଦରକାର। ଏଥିପାଇଁ ଅବିଭାବକ, ସମାଜ ଓ ସରକାରୀ ଏଜେନ୍ସିକୁ ଚେଷ୍ଟା କରିବା ଉଚିତ। ଯୁବପୀଢିଙ୍କୁ ଏଥିରୁ ବାହାର କରିବା ଦରକାର। ନଚେତ ପରିଣାମ ଖୁବ୍ ଭୟଙ୍କର ହୋଇପାରେ। କୋର୍ଟ କହିଛନ୍ତି ନିଶାରେ ବୁଡିବା […]

ସଂଜୟ ଶତପଥୀ(କଟକ): ଆଜି ପବିତ୍ର ଗୁରୁ ଦିବସ ସାରା ରାଜ୍ୟ ରେ ପାଳିତ ହେଉଥିଲା ବେଳେ ଅନୁରୂପ ଢଙ୍ଗରେ କଟକ ଜିଲ୍ଲା ରେ ମଧ୍ୟ ମହାସମାରୋହରେ ପାଳିତ ହୋଇଯାଇଛି। କଟକ ଜିଲ୍ଲା ର କଟକ ମହାନଗର ନିଗମ ଅନ୍ତର୍ଗତ ଓଡ଼ିଶା ପୋଲିସ୍ ହାଇସ୍କୁଲ ପରିସରରେ କଟକ ଜିଲ୍ଲା ଶିକ୍ଷା ଅଧୂକାରୀ ଡଃ ସନ୍ତୋଷ କୁମାର ରାଉତ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ର ମାନନୀୟ ଜିଲ୍ଲାପାଳ ଶ୍ରୀ […]

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ନିଟ୍- ୟୁଜି ଉପରେ ସୁପ୍ରିମକୋର୍ଟଙ୍କ ବିସ୍ତୃତ ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି, ଏବଂ ଏହା ସତ୍ୟର ବିଜୟ ବୋଲି କହିଛନ୍ତି।ସେ କହିଛନ୍ତି ଯେ ପରୀକ୍ଷା ତୃଟିମୁକ୍ତ ଏବଂ ସ୍ୱଚ୍ଛ ଭାବରେ କରିବାକୁ ସରକାର ପ୍ରତିବଦ୍ଧ। ଏ ବାବଦରେ କୋର୍ଟ ଯାହା ନିର୍ଦ୍ଦେଶ ଦେଇଛନ୍ତି, ସେ ତାହାକୁ ଅକ୍ଷରେ ଅକ୍ଷରେ ଅନୁସରଣ କରିବେ। ପରୀକ୍ଷାରେ ଅନିୟମିତତାକୁ ରୋକିବା ଏବଂ NTA […]

ବାସ୍ତବବ୍ୟୁରୋ(ବାଙ୍ଗାଲୋର): ଓଡିଶା ବାହାରେ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ଓ ଅନ୍ୟ ଭାଷା ସହିତ ସାହିତ୍ୟିକ ଭାବ ବିନିମୟ ପାଇଁ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ “ସାହିତ୍ୟାୟନ ୨୦୨୪” “ବାଙ୍ଗାଲୋର ଲିଟ୍ରେଚର ଫେଷ୍ଟିଭାଲ” ପାଳିତ ହୋଇ ଯାଇଛି । ଏଥିରେ ଓଡିଶା ଏବଂ କର୍ଣ୍ଣାଟକ ସମେତ ଭାରତ ତଥା ଭାରତ ବାହାରେ ରହୁଥିବା ଅନେକ କବି ଓ ଲେଖକ ମାନେ ଯୋଗ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ […]

ବାସ୍ତବବ୍ୟୁରୋ: ତାମିଲନାଡ଼ୁର ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ରାଜେଶ ଦାସଙ୍କୁ ବିଲ୍ଲୁପୁରମର ଏକ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ତା’ସହିତ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଯୌନ ଉତ୍ପୀଡ଼ନ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଜଣେ ମହିଳା ପୁଲିସ୍ ଆଇପିଏସ୍‌ ଅଧିକାରୀ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ୨୦୨୧ ମସିହା ଫେବ୍ରୁଆରୀ […]

ବାସ୍ତବ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍‌ (୧୨୮୬୪) ମଧ୍ୟରେ ଆଜି ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟୁଇଟ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତାହତଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆରୋଗ୍ୟ କାମନା କରଛନ୍ତ। ଉକ୍ତ ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହ ଆହତଙ୍କ […]

ପ୍ରମୋଦ ନାୟକ(ଭୁବନେଶ୍ବର): ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା । ଆଜି ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦ୍ମପୁରକୁ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ମିଳିବ ଜିଲ୍ଲା ମାନ୍ୟତା । ପଦ୍ମପୁର ଉପ ନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ବି ଏହା ସ୍ଥାନ ପାଇବ । ଆଜି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ […]

ବାସ୍ତବବ୍ୟୁରୋ:ଦେଶର ସମସ୍ତ ସରକାରୀ ବିଦ୍ୟାଳୟରେ ସମାନ ୟୁନିଫର୍ମ ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ସୁଦର୍ଶନ ଧୁଲିଆଙ୍କ ଏକ ବେଞ୍ଚ କହିଛନ୍ତି ଯେ ଏହା ଏକ ମାମଲା ନୁହେଁ ଯାହା କୋର୍ଟକୁ ଅଣାଯିବା ଉଚିତ। କିନ୍ତୁ ଆବେଦନକାରୀଙ୍କ ନିକଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ଗୌରଭ ଭାଟିଆ କହିଛନ୍ତି ଯେ ଏହା ଏକ ସାମ୍ବିଧାନିକ ପ୍ରସଙ୍ଗ ଏବଂ ଭିନ୍ନ ଭିନ୍ନ ପୋଷାକ ପିନ୍ଧିବା ଅଧିକାର ଆଇନ […]

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ମୋଦୀଙ୍କୁ ୭୨ ବର୍ଷ ବୟସ ହୋଇଛି। ଦିଲ୍ଲୀ, କର୍ଣ୍ଣାଟକ, ରାଜସ୍ଥାନ ସମେତ ସମଗ୍ର ଦେଶରେ ବିଜେପି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ସେବା ପକ୍ଷ ପାଳନ କରିବେ। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡଡା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି। ସେବା ସାଂସଦ କାର୍ଯ୍ୟକ୍ରମରେ ସମସ୍ତ ସାଂସଦ, ବିଧାୟକ ଏବଂ ଦଳୀୟ କର୍ମୀମାନେ ଅଂଶଗ୍ରହଣ କରିବେ ବୋଲି […]

ବାସ୍ତବବ୍ୟୁରୋ:ଶିବସେନାଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେଙ୍କ ସାମ୍ନାରେ ଏକ ନୂଆ ସମସ୍ୟା ଉପୁଜିଛି। ସରକାର ଗଠନ ହେବାର ମାତ୍ର ତିନି ମାସ ବିତିଗଲାଣି, କିନ୍ତୁ ସେମାନଙ୍କ ସହିତ ଆସିଥିବା ବିଧାୟକଙ୍କ ଅସନ୍ତୋଷ ଦେଇ ଆଗକୁ ଯିବାକୁ ପଡୁଛି । ଏହି କାରଣରୁ ସେ କ୍ୟାବିନେଟର ଦ୍ୱିତୀୟ ସମ୍ପ୍ରସାରଣ କରିବାକୁ ସକ୍ଷମ ନୁହଁନ୍ତି। ବାସ୍ତବରେ, ଶିବସେନାର ଅଧିକାଂଶ ବିଦ୍ରୋହୀ ବିଧାୟକ ନିଜକୁ ଏକନାଥ ସିନ୍ଦେ ସରକାରରେ ମନ୍ତ୍ରୀ […]

Pin It on Pinterest