ବାଲେଶ୍ୱର, ଅଗଷ୍ଟ ୨୧ (କୃଷ୍ଣ କୁମାର ମହାନ୍ତି): ନାରାୟଣଗଡ଼-ଭଦ୍ରକ ମଧ୍ୟରେ ତୃତୀୟ ରେଳ ଲାଇନ୍‌ ନିର୍ମାଣ ପାଇଁ ଜଳେଶ୍ୱର ୟାର୍ଡରେ ୟାର୍ଡ ରିମଡେଲିଂ କାର୍ଯ୍ୟ ସମ୍ପର୍କିତ ନନ୍-ଇଣ୍ଟରଲକିଂ କାର୍ଯ୍ୟ ଅଗଷ୍ଟ ୨୪ରୁ ୩୦ ପର୍ଯ୍ୟନ୍ତ ଚାଲିବ। ଏହା ଯୋଗୁଁ ଖଡ଼ଗପୁର ଡିଭିଜନ୍‌ରେ ଅନେକ ଟ୍ରେନ୍‌ର ଚଳାଚଳ ବାତିଲ୍‌ ଓ ପୁନଃନିର୍ଦ୍ଧାରିତ ହେବ। ୬୮୦୨୧/୬୮୦୨୨ ଖଡ଼ଗପୁର-ବାଲେଶ୍ୱର-ଖଡ଼ଗପୁର ମେମୁ ଟ୍ରେନ୍‌ ଅଗଷ୍ଟ ୨୪ରୁ ୨୯ ପର୍ଯ୍ୟନ୍ତ ବାତିଲ୍‌ ରହିବ। ସେହିପରି ୬୮୦୪୯/୬୮୦୫୦ ଖଡ଼ଗପୁର-ଭଦ୍ରକ-ଖଡ଼ଗପୁର […]

ନୂଆଦିଲ୍ଲୀ(ବାସ୍ତବ କଥା):ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ‘ହର ଘର ତିରଙ୍ଗା’ ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମ ଓ ଗୌରବ ଭରୁଛି।ତ୍ରିରଙ୍ଗା ଆମ ଦେଶର ପବିତ୍ର ଗୌରବ ଏବଂ ଆମ ଏକତା ଶକ୍ତିର ପ୍ରତୀକ କୋଟି କୋଟି ଦେଶବାସୀ ତ୍ରିରଙ୍ଗା ସହ ଯୋଡ଼ିହୋଇ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ସୁଦୃଢ଼ କରୁଛନ୍ତି।ଏହି ଅଭିଯାନରେ ଲକ୍ଷ ଲକ୍ଷ ଲୋକଙ୍କ ସହିତ ଯୋଡି ହେବାକୁ ପ୍ରତ୍ୟେକ ନାଗରିକଙ୍କୁ ଗୃହମନ୍ତ୍ରୀଙ୍କ ନିବେଦନ ପ୍ରତ୍ୟେକ […]

ଭୁବନେଶ୍ଵର(ବାସ୍ତବ କଥା):ନୂତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ଅସ୍ଥାୟୀ ରୋକ୍ ଲଗାଇଛନ୍ତି। ଆସନ୍ତା ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ଏହି ନିଯୁକ୍ତି ପ୍ରକ୍ରିୟାକୁ ଚୂଡ଼ାନ୍ତ ନକରିବାକୁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଓଡ଼ିଶା ଡିଜିପି ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ର ଉଲ୍ଲେଖ କରିବା […]

ନୂଆଦିଲ୍ଲୀ(ବାସ୍ତବ କଥା):ଦେଶର ଅଗ୍ରଣୀ ସାମାଜିକ ଓ ଦାତବ୍ୟ ଅନୁଷ୍ଠାନ ‘ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଅଫ୍ ଏଜୁକେସନାଲ୍ ଆଣ୍ଡ୍ ଚ୍ୟାରିଟେବଲ୍ ଟ୍ରଷ୍ଟ’ ପକ୍ଷରୁ ନୂଆଦିଲ୍ଲୀଠାରେ ‘ଜଳବାୟୁ ପରିବର୍ତ୍ତନ : ଆହ୍ୱାନ ଓ ଅବସର’ ଶୀର୍ଷକ ଏକ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ନୀତି ନିର୍ଦ୍ଧାରକ, ବୈଜ୍ଞାନିକ, ପରିବେଶବିତ୍, ଶିଳ୍ପପତି, ଶିକ୍ଷାବିତ୍ ଓ ସମାଜସେବୀମାନେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ, ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ ସାଧନ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରସ୍ତାବ, […]

୨୫୦ କିମି ପରିଧିରେ ବାତ୍ୟା, ବଜ୍ରପାତ ଓ ପ୍ରବଳ ବର୍ଷାର ମିଳିବ ଆଗୁଆ ସୂଚନା ବାଲେଶ୍ୱର(କୃଷ୍ଣ କୁମାର ମହାନ୍ତି): ଉତ୍ତର ଓଡ଼ିଶାର ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ବାଲେଶ୍ୱରରେ ନିର୍ମାଣାଧୀନ ଅତ୍ୟାଧୁନିକ ଡପଲର ରାଡାର ଷ୍ଟେସନ ଏବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଜିଲ୍ଲା ସଦର ବ୍ଲକର ହିଡିଗାଁ ଅଞ୍ଚଳରେ ନିର୍ମିତ ଚାରି ମହଲା ବିଶିଷ୍ଟ ରାଡାର ଭବନରେ ରାଡାର ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ […]

JEE, NEET ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ଉପରେ ଗୁରୁତ୍ୱ.. କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ)ଅଗଷ୍ଟ ୯: ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଓ ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତାମୂଳକ ତଥା ନିଯୁକ୍ତି ପରୀକ୍ଷାରେ ସଫଳତା ପାଇଁ ସେମାନଙ୍କୁ ଉତ୍ସାହିତ ଓ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟର କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସ୍ ନେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି […]

ନୂଆଦିଲ୍ଲୀ(ବାସ୍ତବକଥା): ଛାତ୍ରଛାତ୍ରୀଙ୍କ ଜୋରଦାର ପ୍ରତିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ପଠାଇବା ସହ ସୋସିଆଲ ମିଡିଆରେ ଏହି ନିଷ୍ପତ୍ତିର କାରଣ ସ୍ପଷ୍ଟ କରିଛନ୍ତି। ନିଜ ଇସ୍ତଫାପତ୍ରରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ସେ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ଛାତ୍ର, ଶିକ୍ଷକ ଏବଂ […]

ନୋଏଡା(ବାସ୍ତବ କଥା):ନୋଏଡାର ସେକ୍ଟର ୬୧ ସ୍ଥିତ ରୟାଲ ଗାର୍ଡେନ ଇଷ୍ଟେଟ ପରିସରରେ ଅବସ୍ଥିତ ଶ୍ରୀ ସ୍ବର୍ଣ୍ଣ କ୍ଷେତ୍ର ଠାରେ ମହାସମାରୋହରେ ବାହୁଡା଼ଯାତ୍ରା ଉତ୍ସବ ପାଳନ କରାଯାଇଥିବା ଜଣାଯାଇଛି । ଏହି ପବିତ୍ର ପାର୍ବଣ ଉପଲକ୍ଷେ ବଢ଼ି ଭୋରରୁ କମ୍ୟୁନିଟି ସେଣ୍ଟର ସ୍ଥିତ ଆଡ଼ପ ମଣ୍ଡପରେ ବିରାଜମାନ କରୁଥିବା ଚାରି ଦୀଅଁ ମାନଙ୍କ ସାମ୍ନାରେ ହୀନ୍ଦୁ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ସକାଳ ୮ ଟା ସମୟରେ […]

ନୂଆଦିଲ୍ଲୀ(ବାସ୍ତବକଥା) :ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିନି ଦିନିଆ ଇଣ୍ଡୋନେସିଆ ଗସ୍ତ ଆରମ୍ଭ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ସହଭାଗୀତାକୁ ଅଧିକ ମଜଭୁତ କରିବା ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ରହିଛି I ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତକୁ ନେଇ ଅନେକ ଆଶାବାଦୀ ରହିଛନ୍ତି। ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ଡିଜିଟାଲ୍ ନବସୃଜନର ବ୍ୟବହାର ଏବଂ ଭାରତର ବିକାଶମୂଳକ ସମାଧାନଗୁଡ଼ିକୁ ନିଜ ବିକାଶର ଉତ୍ସ ଭାବେ ଗ୍ରହଣ […]

ସହକାରରୁ ସମୃଦ୍ଧି’ ମନ୍ତ୍ରକୁ ସାକାର କରି ସାରଥୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି ‘ଭାରତ ଟ୍ୟାକ୍ସି’‘ଭାରତ ଟ୍ୟାକ୍ସି’ ସହ ଯୋଡ଼ିଛନ୍ତି ୭ ଲକ୍ଷରୁ ଅଧିକ ସାରଥୀ; ଚାଳକ ହିଁ ଏହାର ମାଲିକ, ମିଳୁଛି ସମ୍ମାନ, ସୁରକ୍ଷା ଓ ସମୃଦ୍ଧି‘ଭାରତ ଟ୍ୟାକ୍ସି’କୁ ଅଟକାଇବା ପାଇଁ ଭଡ଼ା କମାଇବାର ପ୍ରୟାସ; ମନମାନିର ସୁଯୋଗ ଦେବ ନାହିଁ ନୂଆ ବ୍ୟବସ୍ଥାନୂଆଦିଲ୍ଲୀ(ବାସ୍ତବକଥା): କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି […]

Pin It on Pinterest