ଯେତେବେଳେ ଆମେ କୌଣସି ରାଜପଥରେ ଯିବାବେଳେ ଟୋଲ ପ୍ଲାଜାରେ ଆମକୁ ଲମ୍ବା ଲାଇନର ସାମ୍ନା କରିବାକୁ ପଡି ଥାଏ | କିନ୍ତୁ ଏଥିରୁ ମୁକ୍ତି ପାଇବା ପାଇଁ FASTag ଆସିଛି | ତଥାପି, ଟୋଲ ପ୍ଲାଜାରେ ଲମ୍ବା ଲାଇନ | ଏହିସବୁ ଅସୁବିଧାକୁ ନଜରେ ରଖି ବଦଳିବା କୁ ଯାଉଛି ଅଧିକ ଉଚ୍ଚ-ବୈଷୟିକ ଜ୍ଞାନକୌଶଳ କୁ ନେଇ, ANPR ସିଷ୍ଟମ, (ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର୍) ର ଭୂମିକା କାର୍ଯ୍ୟକାରୀ […]


