ବରଗଡ଼୦୪/୧୦(ନବୀନ କୁମାର ଦାଶ): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ରୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ହୋଇ ଯାଇଛି। ବରଗଡ ଜିଲ୍ଲା ସଭାପତି ସୁଶାନ୍ତ କୁମାର ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରି ଥିଲେ।ଏହି ଅବସର ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଜିଲ୍ଲା ପରିଷଦ ସଭ୍ୟ […]

ବାଙ୍ଗାଲୋର(ନି.ପ୍ର)୦୩/୧୦: ବାଙ୍ଗାଲୋର ୟଲଙ୍କା- ଚୋଖନହଲ୍ଲି ଅଞ୍ଚଳ ରେ ଥିବା ପ୍ରୋଭିଡେଣ୍ଟ ହାରମୋନି ଠାରେ ରାମଲୀଳା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଣ କୁଶଳୀ କଳାକାର ମାନେ ଗତ ତିନି ମାସ ହେବ ବିଭିନ୍ନ ଭୂମିକା ରେ ଅଭିନୟ ଶିକ୍ଷା କରି ରାମ ଚନ୍ଦ୍ରଙ୍କ ଜନ୍ମୋତ୍ସବ ଠାରୁ ବନ ବାସ,ଭରତଙ୍କ ରାଜ୍ୟାଭିଷେକ, ଶ୍ରୀରାମ ଙ୍କ କଠଉକୁ ଭରତ ମୁଣ୍ଡ ରେ ବୋହି ସିଂହାସନରେ ଅଭିଷିକ୍ତ କରାଇବା,ରାବଣ ସୀତାଙ୍କୁ ହରଣ କରିବା,ରାମ […]

ବରଗଡ଼୨୯/୦୯(ନବୀନ କୁମାର ଦାଶ):,ଶଙ୍ଖ, ଘଣ୍ଟ,ହୁଳହୁଳି, ହରିବୋଲ ରେ ଉଛୁଳି ଉଠୁଛି ଅତାବିରା।ମାଁ ଜଗତ ଜନନୀ ଦୁର୍ଗା ପୂଜା କମିଟି ସାପ୍ତାହିକ ହାଟ ମୃଣ୍ମୟୀ ଦେବୀ ପୀଠ ପାଇଁ ଲାଦେର ପାଲି ମହାଦେବ ମନ୍ଦିର ପୋଖରୀ ତୁଠରେ ସୂବିଜ୍ଞ ପଣ୍ଡିତ ମାନଙ୍କ ପୂଜାର୍ଚ୍ଚନା କ୍ରମେ ଏକ ମାଙ୍ଗଳିକ ଶୋଭାଯାତ୍ରା ବାହାରି ହାଟ ସ୍ତୀତ ପୀଠ ପହଞ୍ଚିଥିବା ବେଳେ ପୂଜକ ଭାବେ ସଞ୍ଜୟ କୁମାର ଦାଶ ଓ ତାଙ୍କ ସାଥୀ ମାନେ ପୂଜା […]

ବରଗଡ଼୨୯/୦୯(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଦୂଲମ ପୁର ପଞ୍ଚାୟତ ଗୋଡଭଗା- ତୁରୁମ୍ ୫୪ନଂ ରାଜ୍ୟ ରାଜପଥ କଡ଼ ସତ୍ୟା ଏକାଡେମୀ,ଦୂଳମ୍ ପୁର ରେ ବାପ ଅଜା ଅମଳରୁ କରଞ୍ଜ ବୃକ୍ଷ ମୂଳେ ପୂଜା ପାଇ ଆସୁଛନ୍ତି ମାଁ ଦୁର୍ଗା। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜୟ ମାଁ ଦୂର୍ଗା ପୂଜା କମିଟି ସତ୍ୟା ଏକାଡେମୀ, ଦୂଳମପୁର ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ହଜାର ହଜାର […]

ଭୁବନେଶ୍ବର(ନି.ପ୍ର): ଅଗ୍ରଣୀ ସଂଗଠନ ଭାଗବତ ଟୁଙ୍ଗି ପ୍ରଚାର ସମିତି ଓଡ଼ିଶା ତରଫରୁ ଭୁବନେଶ୍ୱର ନଅ ନମ୍ବର ଲେନ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସମିତିର ସଭାପତି ବାବାଜି ସ୍ବାଇଁ (ନଙ୍ଗୁଳି ବାବା) ଙ୍କ ଅଧ୍ୟକ୍ଷତା ରେ ଏକ ରାଜ୍ୟ ସ୍ତରୀୟ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇ,ନୂତନ କର୍ମକର୍ତ୍ତାଙ୍କ ଚୟନ କରାଯାଇଛି। ଏହି ସଭାରେ ଓଡିଶାରୁ କୋଣ ଅନୁକୋଣରୁ ଭଗବତ ପ୍ରେମିମାନେ ଯୋଗ ଦେଇ ଥିଲେ।ଉକ୍ତ ସଭାରେ ନିୟମ ଅନୁଯାୟୀ ପରିଚାଳନା […]

ବରଗଡ଼୨୪/୦୯(ନବୀନ କୁମାର ଦାଶ): ପଶ୍ଚିମ ଓଡ଼ିଶା ର ଗଣପର୍ବ “ନୂଆଁଖାଇ”, ସୁଦୁର ପୁନେ ସହରରେ ଭେଟ୍-ଘାଟ୍ କଲ୍ଚରାଲ୍ ଆସୋସିଏସନ୍ ଦ୍ୱାରା ମହା ଆଡମ୍ବର ର ସହିତ ଆୟୋ ଜନ କରାଯାଇଥିଲା। ଏହି ନୂଆଁ ଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ରେ ୬୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ।ଏଇ ବର୍ଷ ନୂଆଁଖାଇ ଭେଟ୍-ଘାଟ୍ ମହାରାଷ୍ଟ୍ରର ପୁନେ ସ୍ତିତ ଅଂକୁଶରାଓ ଲାଂଡ଼ଗେ ନାଟ୍ୟଗୃହ,ଭୋଶରୀ ଠାରେ ଅନୁଷ୍ଠିତ ହୋଇଥିଲା।ମହାରାଷ୍ଟ୍ର ପୁନେ ର ପ୍ରବାସୀ […]

ବରଗଡ଼୨୪/୦୯(ନବୀନ କୁମାର ଦାଶ):ସମାଜର ସବୁ ବର୍ଗର ଲୋକେ ପୁସ୍ତକକୁ ଜୀବନ ର ବନ୍ଧୁ ଭାବେ ଗ୍ରହଣ କରିବା ଉଚିତ,କାରଣ ପୁସ୍ତକ ଏକ ସାର୍ଥକ ଜୀବନ ଗଠନରେ ସହାୟକ ହୋଇଥାଏ।ଛାତ୍ର ଛାତ୍ରୀ ମାନେ ଭଲ ପୁସ୍ତକର ପାଠକ ହେବା ଉଚିତ୍,ସେ ମାନଙ୍କ ଜୀବନର ଆବଶ୍ୟକତା କେବଳ ପୁସ୍ତକ,ପୁସ୍ତକ ଆଉ ପୁସ୍ତକ-ବୋଲି ସ୍ଥାନୀୟ ଟ୍ରଷ୍ଟ ଫଣ୍ଡ ଡିଗ୍ରୀ କଲେଜ୍ ପରିସର ମଧ୍ୟରେ ଆୟୋଜିତ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ଶିଶୁଶ୍ରୀ […]

ବରଗଡ଼୨୩/୦୯(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଶିକ୍ଷା ବିଭାଗ ଅଧିନ ରେ ଥିବା ଝିଲିମିଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମ୍ନା ଗେଟ୍ ରେ ତାଲା,ହେଲେ ପଛ ପଟେ ଖୋଲା ମେଳା,ଷାଣ୍ମାସିକ ପରୀକ୍ଷାରୁ ବଞ୍ଚିତ ପିଲା।ସେ ଭିତ୍ତି ଭୂମି କଥା ହେଉକି ଶିକ୍ଷା ବ୍ୟବସ୍ଥା କଥା। ଚାରିଆଡେ଼ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରେ ଏବେ ତାଲା ଝୁଲିବା ଆରମ୍ଭ କରି ପଢୁଆ ପିଲା ରାସ୍ତା କୁ ଓହ୍ଲାଇବା ଶିଖି ଗଲେଣି।ହେଲେ ବିଭାଗୀୟ […]

ଗୌତମ ମିଶ୍ର(ଭୁବନେଶ୍ବର):ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ପାଇଁ, ଓଡ଼ିଶା ସରକାର ନୂଆ ନୀତି ପ୍ରସ୍ତୁତ କରିଛନ୍ତି। ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ ୧୫ ମଧ୍ଯରେ ହେବ। ଶିକ୍ଷକମାନେ ନିଜ ଜିଲାରେ ନିଯୁକ୍ତି ପାଇବେ ନାହିଁ। ଯଦି ପାଆନ୍ତି ତେବେ ନିଜ ବ୍ଲକରେ ରହିବାକୁ ଅନୁମତି ମିଳିବ ନାହିଁ। ଗୋଟିଏ ସ୍ଥାନରେ ଅତିକମରେ ୩ ବର୍ଷ କାମ କରିବା ପରେ ବଦଳି ପାଇଁ ଯୋଗ୍ୟ ହେବେ, କିନ୍ତୁ […]

ପଦ୍ମପୁର୧୯/୦୯(ନବୀନ କୁମାର ଦାଶ):ବଲାଙ୍ଗୀର- ପାଟଣାଗଡ-ହରିଶଙ୍କର- ନୃସିଂହନାଥ-ପାଇକମାଳ- ନୂଆପଡ଼ାକୁ ଜାତୀୟ ରାଜପଥ ଅନ୍ତର୍ଭୁକ୍ତ କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ କରିଥିବା ଦାବି ଉପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡକରି ଉତ୍ତର ରଖିଛନ୍ତି। ଏ ପ୍ରସଙ୍ଗରେ ଶ୍ରୀ ପୁରୋହିତଙ୍କ ଦାବିର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ତାଙ୍କ ପତ୍ରରେ ଲେଖିଛନ୍ତି ଯେ, ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ଦାବିକୁ ତର୍ଜମା […]

Breaking News

Pin It on Pinterest