ଉଦ୍ଯାପିତ ହେଲା ‘ରିଭିଜିଟ୍ ମିଶନ୍ ଏଫ୍.ଏମ୍.ୟୁ.-୨୦୨୬‘ ବାଲେଶ୍ୱର(କୃଷ୍ଣ କୁମାର ମହାନ୍ତି):୩୧/୭- ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ‘ରିଭିଜିଟ୍ ମିଶନ୍ ଏଫ୍.ଏମ୍.ୟୁ.-୨୦୨୬’ ଅଂଶୀଦାର ପରାମର୍ଶ ବୈଠକ ଗୁରୁବାର ସଫଳତାର ସହ ଉଦ୍ଯାପିତ ହୋଇଯାଇଛି। ବୈଠକରୁ ପ୍ରାପ୍ତ ମତାମତ ଓ ପ୍ରସ୍ତାବକୁ ଆଧାର କରି ବିଶ୍ୱବିଦ୍ୟାଳୟ ନିଜର ଭବିଷ୍ୟତ ବିକାଶ ପାଇଁ ଏକ ସୁଦୂରପ୍ରସାରୀ ଦିଗନିର୍ଦ୍ଦେଶ ଗ୍ରହଣ କରିଛି। ଜାତୀୟ ଶିକ୍ଷାନୀତି–୨୦୨୦ ଏବଂ ବିଶ୍ୱସ୍ତରୀୟ ଉଚ୍ଚଶିକ୍ଷା ମାନଦଣ୍ଡ ସହ ସମନ୍ୱୟ […]
Odia News
କଟକ(ସଂଜୟ ଶତପଥୀ): କଟକର ସୁନାମଧନ୍ୟ ଅନୁଷ୍ଠାନ ରୋଟାରୀ କ୍ଲବ ଅଫ୍ କଟକ-ମହାନଦୀର ୧୨ଶ ଅଧୂଷ୍ଠାନ ଉତ୍ସବ କଟକର କଟକ କ୍ଲବ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ୍ ଭି.ନରସିଂହ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଫେସର ଶ୍ରୀ ଜ୍ଞାନେନ୍ଦ୍ର […]
କଟକ(ବାସ୍ତବ କଥା):ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ଭାରପ୍ରାପ୍ତ ଅବକାରୀ ନିରୀକ୍ଷକ ଶ୍ରୀ ଭକ୍ତବତ୍ସଳ ବର୍ମା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ଗୋଲେଇ ଛକ ନିକଟରେ ଥିବା ଆହାର କେନ୍ଦ୍ର ନିକଟରେ ଚୋରା ହେରୋଇନ୍ ବ୍ୟବସାୟୀ କଟକ କେଶରପୁର ଅଞ୍ଚଳ ର ଶ୍ରୀ କେ.ଭେଙ୍କଟ୍ […]
କାକଟପୁର(ମାନସ ସାମଲ): କାକଟପୁର ମୋତି କଲ୍ୟାଣ ମଣ୍ଡପ ଠାରେ ପୁରୀ ଜିଲ୍ଲାର ଅଗ୍ରଣୀ ସଂଗଠନ ବହୁ ମୁଖି ଯୁବସମନ୍ଵିତ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶୁଶାନ୍ତ କୁମାର ପରିଡାଙ୍କ ଅଧ୍ୟକ୍ଷତା ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇ ଯାଇଅଛି । ଏହି ସାମ୍ବାଦିକ ସମ୍ମିଳନୀ ର ମୂଖ୍ୟ ଆଭିମୂଖ୍ୟ ହେଉଛି କାକଟପୁର ବ୍ଲକ ଅନ୍ତର୍ଗତ ରସୁଲପୁର ପଞ୍ଚାୟତ ଅନ୍ତର୍ଗତ ଶଢାସଂ ଗ୍ରାମରେ ଥିବା ବାପା ମା ଛେଉଣ୍ଡ ସୁକାନ୍ତ […]
କାକଟପୁର(ମାନସ ସାମଲ)୩୦/୭: କାକଟପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ଜନସମସ୍ୟା, ବିକାଶ କାର୍ଯ୍ୟରେ ଦୁର୍ନୀତି ଏବଂ ପିସି ପ୍ରଥା ଉଚ୍ଛେଦ ଦାବିରେ ଶତାଧିକ କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି।କାକଟପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ୱରେ ପ୍ରାୟ ହଜାର ରୁ ଅଧିକ କର୍ମୀ ଙ୍କ ଜନସମାଗମରେ ଏକ ବିଶାଳ ଶୋଭାଯାତ୍ରା କାକଟପୁର ମୁଖ୍ୟ ବଜାର ସ୍ଥିତ ପଦ୍ମଚରଣ ସାମନ୍ତସିଂହାର […]
କାକଟପୁର(ମାନସ ସାମଲ)୨୭/୦୭:କାକଟପୁର ବ୍ଲକ ମିଶନ ଶକ୍ତି ବିଭାଗରେ ନିଯୁକ୍ତି ପାଇଥିବା ବି ପି ଏମଙ୍କ ସ୍ୱେଛାଚାରିତା କାର୍ଯ୍ୟରେ ଅତିଷ୍ଠ ହୋଇ ବ୍ଲକର କେତେକ ସ୍ୱୟଂ ସହାୟିକା ଗୋଷ୍ଠି, ଆଞ୍ଚଳିକ ମଞ୍ଚ ଓ ମହାସଂଘର କର୍ମକର୍ତ୍ତାମାନେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ତାହାର ଏକକିତା ନକଲ ଜିଲ୍ଲାପାଳ ପୁରୀ, ମହିଳା ଶିଶୁ ବିକାଶ ତଥା ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଓ ଡାଇରେକ୍ଟର ଅଫ ମହିଳା […]
ବାଲେଶ୍ୱର୨୭/୦୭(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ମହକୁମାକୁ ସଂଯୋଗ କରୁଥିବା ଜିଲ୍ଲା ମୁଖ୍ୟ ସଡ଼କ ଉପରେ ତାମୁଳିଆ ଠାରେ ଥିବା ଉଡ଼ନ୍ତା ପୋଲର ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ପୋଲର ତୁରନ୍ତ ମରାମତି ଦାବି କରି ଆଞ୍ଚଳିକ ସୁରକ୍ଷା ମଞ୍ଚ ଜିଲ୍ଲା ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ କରିଥିବାବେଳେ ଆଶୁ ପଦକ୍ଷେପ ନନିଆଗଲେ ଧାରଣା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି। ସଂଗଠନର […]
ପୁରୀ(ଜୟକୃଷ୍ଣ ଦାସ): ପୁରୀ ରଥଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ, ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ହେଉଛି, ଅନେକ ଗଣମାଧ୍ୟମ ପ୍ରତିନିଧି ଓ ସେମାନଙ୍କ ସହଯୋଗୀଙ୍କୁ କର୍ଡନ ମଧ୍ୟକୁ ସହଜରେ ଛଡ଼ାଯାଇନଥିବା ବେଳେ, କେତେକ ସ୍ୱେଚ୍ଛାସେବୀ ସଂସ୍ଥା, ଯଥା କଟକର “ଈଶ୍ୱର” ସେବା ସଂସ୍ଥା ର ବହୁ ସଂଖ୍ୟକ ସଦସ୍ୟ ଓ ସେମାନଙ୍କ ପରିବାରକୁ ପ୍ରବେଶ […]
ସମ୍ବଲପୁର(ବାସ୍ତବକଥା) : ସମ୍ବଲପୁରର ଗୌରୀଶଙ୍କର ପାର୍କ ସ୍ଥିତ ଓଡିଶା ଲଳିତ କଳା ଏକାଡେମୀର ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ଆୟୋଜନ ହୋଇଥିବା ଓଡ଼ିଶାର ବିଶିଷ୍ଟ କଳାକାରମାନଙ୍କ ସମୂହ ଚିତ୍ରକଳା ପ୍ରଦର୍ଶନୀ ‘ମଣିମା’ ଉଦଯାପିତ ହୋଇଯାଇଛି। ବିଶିଷ୍ଟ ଚିତ୍ରଶିଳ୍ପୀ ସୁଧାଂଶୁ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ଆନ୍ତର୍ଜାତିକ କଳାକାର, ସଂଗ୍ରହାଧ୍ଯକ୍ଷ ଏବଂ ଚଳଚିତ୍ର ନିର୍ମାତା ଆଶିଷ ପହି ମୁଖ୍ୟ ଅତିଥି ତଥା ସ୍ୱତନ୍ତ୍ର ବକ୍ତା ଭାବେ ଯୋଗ ଦେଇଥିଲେ। ସେ […]
ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀସାରା ଦେଶରେ ଆୟୋଜିତ ଅନଲାଇନ୍ କୁଇଜ୍ ପ୍ରତିଯୋଗିତା ଜରିଆରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍ ୨୦୨୬’ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୪୦୦ରୁ ଅଧିକ ଯୁବକଯୁବତୀ ଚୟନ ହୋଇଥିଲେ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ ୪ରୁ ୩୦ ଜୁନ୍ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା, ଯେଉଁଥିରେ ଯୁବପିଢ଼ିଙ୍କୁ ଲଦାଖ , ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ୭୪ଟି ଭାଇବ୍ରାଣ୍ଟ ସୀମାନ୍ତ ଗ୍ରାମ ସହିତ […]


