କଟକ(ବାସ୍ତବକଥା): ପବିତ୍ର ଘୋଷଯାତ୍ରା ଲାଗି ସମଗ୍ର ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀ ଉତ୍ସୁକ ହୋଇ ଅନାଇ ରହିଥିବା ବେଳେ ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ହୋଇପଡିଛି। ଏହି ପବିତ୍ର ରଥଯାତ୍ରା ଲାଗି ସମଗ୍ର ଓଡ଼ିଶା ର ସମସ୍ତ ଜିଲ୍ଲାମାନଙ୍କରେ ପ୍ରସ୍ତୁତି ଚାଲିଥିବା ବେଳେ କଟକ ବା କେମିତି ବାଦ୍ ପଡିବ। ଏଥିଲାଗି କଟକ ମହାନଗର ନିଗମ ପକ୍ଷରୁ କଟକ ମହାନଗର ନିଗମ ର ମେୟର ଓ କମିଶନର କଟକ ମହାନଗର ନିଗମରେ […]
Odia News
ବାସ୍ତବକଥା: ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସ୍ୱାସ୍ଥ୍ୟ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ।OMSA ଆନ୍ଦୋଳନରେ ସାମିଲ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶନାମା।OMHS କ୍ୟାଡର୍ ମେଡିକାଲ ଅଫିସରଙ୍କ ଦରମା ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ।ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍ ପରେ କାର୍ଯ୍ୟରୁ ନିବୃତ୍ତ କରିବାକୁ ଚିଠି।ରାଜ୍ୟର ସବୁ ମେଡିକାଲ୍ କଲେଜ ଓ ହସ୍ପିଟାଲ୍, ସିଡିଏମ୍ ଓ ପିଏଚ୍ଓଙ୍କୁ ଚିଠି।ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (OMSA)ର ଧର୍ମଘଟ ଜାରି।ହେଲେ ଡାକ୍ତରବି ନଛୋଡବନ୍ଦା,ଦାବି ପୂରଣ ନ ହେବା […]
ସୋନପୁର(ନମୋଗୁରୁ ହୋତା):ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ମାଣିକେଶ୍ବରୀ ଶିବମନ୍ଦିରେ ବଲାଡିଠାରେ ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ସମସ୍ତ ବ୍ରାହ୍ମଣ ଦେବତା ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା।ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ସଭାରେ ସମାଜ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବ୍ରାହ୍ମଣ ଏକତା ଏବଂ ସାଙ୍ଗଠନିକ ହେଵା ନେଇ ଏହି ସଭାର ଲକ୍ଷ ଏବଂ […]
ପୁରୀ(ଜିଲ୍ଲା ପ୍ରତିନିଧି): ୨୮/୬ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ରେଜନଗହଳିକୁ ନିୟନ୍ତ୍ରଣ କରିବା ସବୁଠାରୁ ବଡ ଆହ୍ଵାନ।ତେବେ ମହାପ୍ରଭୁଙ୍କ ପ୍ରତି ସମର୍ପିତ ହୋଇ,ତାଙ୍କ ଆଶୀର୍ବାଦ ନେଇ, ପାରସ୍ପରିକ ସମନ୍ୱୟ ମାଧ୍ୟମରେ ଏହା ଆମେ ଭଲରେ ନିୟନ୍ତ୍ରଣ କରିପାରିବା ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ। ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ଠାରେ ଆଗାମୀ ରଥଯାତ୍ରା ଓ ସ୍ନାନଯାତ୍ରା କୁ ଶାନ୍ତି ଶୃଙ୍ଖଳା ର ସହ ସମ୍ପନ୍ନ କରିବାକୁ ପୋଲିସ ମାଜିଷ୍ଟ୍ରେଟ […]
ଜଗସିଂହପୁର(ପ୍ରଫୁଲ୍ଲ ସାହୁ): ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମିଳିତ ଆନୂକୂଲ୍ୟରେ ପାରାଦ୍ଵୀପର ଜୟଦେବ ସଦନଠାରେ “ସ୍ବାବଲମ୍ବୀ ଯୁବା-ସମୃଦ୍ଧ ଓଡ଼ିଶା ସମାବେଶ” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। “ବିକାଶର ଧାରା, ଓଡ଼ିଶା ସାରା” ର ଅହ୍ୱାନ ଆଧାରରେ ଆୟୋଜିତ ଏହି ସମାବେଶରେ ରାଜ୍ୟର ଯୁବଶକ୍ତିକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ନୂଆ ମାର୍ଗଦର୍ଶନ ମିଳିଛି।ଏହି ଭବ୍ୟ […]
କେନ୍ଦ୍ରାପଡ଼ା(ଚତୁର୍ଭୁଜ ଦାଶ): ସଂପ୍ରତି ସାରା ଭାରତ ବର୍ଷ ରେ କର୍କଟ ରୋଗ ମୁଖ୍ୟ ସମସ୍ୟା ରେ ପରିଣତ ହୋଇଛି l ଏହି ଭୟାନକ ରୋଗ ରୋଗୀକୁ ଅତିଶୟ ଯନ୍ତ୍ରଣା ଦେବା ସହ ମୃତ୍ୟୁ ମୁଖକୁ ଟାଣି ନିଏ। ଏହି ଭୟାନକ ରୋଗ ଆଗରେ ଧନ ସମ୍ପତ୍ତି କିଛି କାମରେ ଆସେନାହିଁ।ଏହି ରୋଗୀ ମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଏକ ନୂତନ ପ୍ରୟାସର ଶୁଭାରମ୍ଭ […]
ଭୁବନେଶ୍ୱର:(ବାସ୍ତବକଥା):୨୭/୦୬ଓଡ଼ିଶାର ଅଗ୍ରଣୀ ପୁସ୍ତକ ପ୍ରକାଶନ ସଂସ୍ଥା ବର୍ଷା ପବ୍ଲିକେସନ୍ ପକ୍ଷରୁ ଭୁବନେଶ୍ୱରର ରେଡକ୍ରସ୍ ଭବନ ଠାରେ ଲୋକାର୍ପିତ ହୋଇଯାଇଛି ବରିଷ୍ଠ କବି ରମାକାନ୍ତ ଗୋଚ୍ଛାୟତଙ୍କ କବିତା ସଂକଳନ ‘ଲୋହିତ ସ୍ୱପ୍ନ’ । ଉକ୍ତ ଉତ୍ସବରେ ବିଶିଷ୍ଟ କଥାକାର ଓ କବି ଅଜୟ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କବିତା ସମ୍ପର୍କରେ ବହୁ ତାତ୍ତ୍ୱିକ ବକ୍ତବ୍ୟ ରଖିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ କବି ଓ ଆଲୋଚକ […]
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ମହିଳା ଉଦ୍ୟମିତା ପ୍ଲାଟଫର୍ମ (WEP) ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।ବାଲେଶ୍ୱରରେ ରାଇସ୍ ମିଲିଙ୍ଗ୍ ଓ ପାହାଳରେ ରସଗୋଲା କ୍ଲଷ୍ଟର ସହ ଗଞ୍ଜାମ ଓ କଳାହାଣ୍ଡିରେ ଉଦ୍ଘାଟିତ ହେଲା ୨ଟି ମଲ୍ଟି-ପ୍ରଡକ୍ଟ MSME ପାର୍କ।ଜିଡିପିରେ MSMEର ୩୦ ପ୍ରତିଶତ ର ଅବଦାନ।ମହିଳା ଉଦ୍ୟୋଗ ସଂଖ୍ୟା ୨୫% ରୁ ୫୩% କୁ ବୃଦ୍ଧି; ‘ସୁଭଦ୍ରା’ ହିତାଧିକାରୀଙ୍କ ହାରାହାରି ବ୍ୟାଙ୍କ ଜମା ₹୬,୮୮୭ […]
ସହକାରରୁ ସମୃଦ୍ଧି’ ମନ୍ତ୍ରକୁ ସାକାର କରି ସାରଥୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି ‘ଭାରତ ଟ୍ୟାକ୍ସି’‘ଭାରତ ଟ୍ୟାକ୍ସି’ ସହ ଯୋଡ଼ିଛନ୍ତି ୭ ଲକ୍ଷରୁ ଅଧିକ ସାରଥୀ; ଚାଳକ ହିଁ ଏହାର ମାଲିକ, ମିଳୁଛି ସମ୍ମାନ, ସୁରକ୍ଷା ଓ ସମୃଦ୍ଧି‘ଭାରତ ଟ୍ୟାକ୍ସି’କୁ ଅଟକାଇବା ପାଇଁ ଭଡ଼ା କମାଇବାର ପ୍ରୟାସ; ମନମାନିର ସୁଯୋଗ ଦେବ ନାହିଁ ନୂଆ ବ୍ୟବସ୍ଥାନୂଆଦିଲ୍ଲୀ(ବାସ୍ତବକଥା): କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି […]
‘ନିଶାଦ୍ରବ୍ୟ ନିୟନ୍ତ୍ରଣ ଭିଜନ୍ ଡକ୍ୟୁମେଣ୍ଟ (୨୦୨୬-୨୦୨୯)’ ଓ ‘ଏନସିବି ବାର୍ଷିକ ରିପୋର୍ଟ-୨୦୨୫’ ଉନ୍ମୋଚନ କରିବେ କେନ୍ଦ୍ର ଗୃହମନ୍ତ୍ରୀପ୍ରଧାନମନ୍ତ୍ରୀଙ୍କ ‘ନିଶାମୁକ୍ତ ଭାରତ’ ସଂକଳ୍ପକୁ ସାକାର କରିବାରେ ପଥପ୍ରଦର୍ଶକ ହେବ ଭିଜନ୍ ଡକ୍ୟୁମେଣ୍ଟ୬,୦୦୦ କୋଟି ଟଙ୍କା ମୂଲ୍ୟର ୨,୦୯,୫୦୦ କିଲୋଗ୍ରାମ ନିଶାଦ୍ରବ୍ୟ ଧ୍ୱଂସ ପାଇଁ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ ଅମିତ ଶାହନୂଆଦିଲ୍ଲୀ(ବାସ୍ତବକଥା): ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଶୁକ୍ରବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନାର୍କୋ-ସମନ୍ୱୟ କେନ୍ଦ୍ର (ଏନସିଓଆରଡି) […]


