ପୁରୀ(ଜୟକୃଷ୍ଣ ଦାସ): ପବିତ୍ର ରଥଯାତ୍ରା ୨୦୨୬ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ଦେଶ-ବିଦେଶରୁ ଆସୁଥିବା ଅତିଥିମାନଙ୍କର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ପୋଲିସ ପକ୍ଷରୁ ସମଗ୍ର ଜିଲ୍ଲାର ବିଭିନ୍ନ ହୋଟେଲ, ଲଜ୍, ଗେଷ୍ଟହାଉସ ଏବଂ ରହଣି ବ୍ୟବସ୍ଥା ଥିବା ପ୍ରତିଷ୍ଠାନଗୁଡ଼ିକରେ ବ୍ୟାପକ ରାତ୍ରିକାଳୀନ ଯାଞ୍ଚ ଅଭିଯାନ କରାଯାଇଛି। ଏହି ଅଭିଯାନରେ ପୁରୀ ପୋଲିସର ଥାନା ଅଧିକାରୀମାନଙ୍କ ନେତୃତ୍ୱରେ ବିଭିନ୍ନ ଥାନାର ପୋଲିସ ଅଧିକାରୀ, ସ୍ୱତନ୍ତ୍ର ଟିମ୍ ଏବଂ […]
Odia News
କାକଟପୁର(ମାନସ ସାମଲ): ୧୦/୦୭- କାକଟପୁର ଶିକ୍ଷା ବିଭାଗ ଅଧିନରେ ଥିବା ପାଟସୁନ୍ଦରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହାଦେବସ୍ତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର ଦୀର୍ଘ ଦଶନ୍ଧି ଧରି ଏହି ବିଦ୍ୟାଳୟରେ କର୍ତ୍ତବ୍ୟ ନିଷ୍ଠ ଭାବରେ ଶିକ୍ଷାଦାନ କରି ଆଜି ବିଦ୍ୟାଳୟରୁ ଅବସର ନେଉଥିବା ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୟ କୁମାର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ […]
ନିଶ୍ଚନ୍ତକୋଇଲି(ବାସ୍ତବ କଥା):ମାହାଙ୍ଗା ବ୍ଲକ ଅନ୍ତର୍ଗତ ମାହାଙ୍ଗା ପଂଚାୟତ ସ୍ଥିତ ମାହାଙ୍ଗା ଗ୍ରାମୀଣ ହାଟ ଓ ପର୍ଶୁରାମପୁର ଅଙ୍ଗନୱାଡି କେନ୍ଦ୍ରକୁ ଉଦଘାଟକ ଓ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ଶ୍ରୀ ଶାରଦା ପ୍ରସାଦ ପ୍ରଧାନ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି I ଏହି ହାଟ ଆରମ୍ଭ ହେବା ଦ୍ୱାରା ସ୍ଥାନୀୟ ଅଂଚଳର ବହୁ ଚାଷୀ ମାନେ ଅମଳ କରୁଥିବା ଫସଲ ବିକ୍ରୟ କରିପାରିବେ ବୋଲି କହିବା ସହ ଅଙ୍ଗନୱାଡି […]
ପୁରୀ(ଜୟକୃଷ୍ଣ ଦାସ): ବିଶ୍ୱ ତାପାୟନ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସବୁଜିମା ହିଁ ଏକମାତ୍ର ବିକଳ୍ପ। ଏହି ବାର୍ତ୍ତାକୁ ପାଥେୟ କରି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଚଳିତ ବର୍ଷର ଜାତୀୟ ବନ ମହୋତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଓ ପ୍ରକୃତି ପ୍ରତି ଭଲପାଇବା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ […]
ପୁରୀୁ(ଜୟକୃଷ୍ଣ ଦାସ): ପୁରୀ ଜିଲ୍ଳାର ଏକ ନିର୍ଦ୍ଧିଷ୍ଟ ଦଳ ର ଜିଲ୍ଲା ସଭାପତି,ନିଜେ ଦୁର୍ନିତୀ ରେ ବୁଡି ରହୁଥିବା ବେଳେ, ନିଜକୁ ନିଜେ ଦୁର୍ନୀତି ମୁକ୍ତ ରାଜନେତା ବୋଲି କହି ହେଉଛନ୍ତି l ଫେସବୁକ୍, ଇନ୍-ଷ୍ଟାଗ୍ରାମ ରେ ନିଜକୁ ନିଜେ ସଚ୍ଚୋଟ ନେତା କହି ହେଉଛନ୍ତି ଏବଂ ବିଜେପି ସରକାର କୁ ବଦନାମ୍ କରିବା ପାଇଂ ଲାଗି ପଡିଛନ୍ତି l ବିଭିନ୍ନ ଆଳରେ ସରକାରୀ ଅଫିସର ମାନଙ୍କୁ ବିଭିନ୍ନ ଉପାୟରେ […]
ପୁରୀ(ଜୟକୃଷ୍ଣ ଦାସ): ଆଜି ସକାଳ ପ୍ରାୟ ୫:୩୦ ମିନିଟ୍ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ୍ ଉଡ଼ୁଥିବା ସମ୍ପର୍କରେ ପୁରୀ ଏସ୍ପିଙ୍କ ନିକଟରେ ସୂଚନା ପହଞ୍ଚିଥିଲା। ସୂଚନା ପାଇବା ମାତ୍ରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯିବା ସହ ସିଂହଦ୍ୱାର ଥାନା ପୋଲିସକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିୟୋଜିତ କରାଯାଇଥିଲା। ପୋଲିସ ଟିମ୍ ତତ୍କ୍ଷଣାତ୍ ମାଟିମଣ୍ଡପ ସାହି ଅଞ୍ଚଳରେ ଡ୍ରୋନ୍ଟିକୁ […]
ଭୁବନେଶ୍ବର(ବାସ୍ତବକଥା): ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନ୍ ଆସନ୍ତାକାଲି, ୯ ଜୁଲାଇ ୨୦୨୬ରେ ଭୁବନେଶ୍ୱର ଗସ୍ତରେ ଆସିବେ । ଏହି ଗସ୍ତ ସମୟରେ, ଉପରାଷ୍ଟ୍ରପତି ଭୁବନେଶ୍ୱରର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ଠାରେ ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ସମୁଦ୍ରରେ ଦୀର୍ଘସ୍ଥାୟୀ ମତ୍ସ୍ୟପାଳନ ପାଇଁ ଅନୁମୋଦନ ପତ୍ର (ଏଲଓଏ) ପ୍ରଦାନ କରିବେ।ଏହି ଅବସରରେ ସେ ଓଡ଼ିଶା ଗଭୀର ସମୁଦ୍ର ମାଛ ଧରା ମିଶନ ଦସ୍ତାବିଜକୁ ମଧ୍ୟ ଉନ୍ମୋଚନ କରିବେ।ଆସନ୍ତାକାଲି […]
କଟକ(ସଂଜୟ ଶତପଥୀ): କଟକ କମିଶନରେଟ୍ ପୋଲିସ୍ ଅଧୂନରେ ଥିବା କଟକ ଚାଉଳିଆଗଞ୍ଜ ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷୀକା ଶ୍ରୀମତୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ କଟକ ସହରବାସୀ ଏତେ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ, ଯେଉଁ ସହର ରେ ପୋଲିସ୍ ସୁରକ୍ଷିତ ନୁହେଁ ତେବେ ଜନସାଧାରଣ କେମିତି ସୁରକ୍ଷିତ ରହିବେ। ଏହି ବିଷୟରେ ଗଣମାଧ୍ୟମ ସମ୍ମୁଖରେ କଟକ କମିଶନରେଟ୍ ପୋଲିସ୍ […]
ରାଉରକେଲା(ଲବ କିଶୋର ନାୟକ): ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୋଲିଶକୁ ନିଶା କାରବାର ବିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି। ଏସ୍ଆଇ ବିଭୂତି ଭୂଷଣ ଖଟେଇ ଓ ତାଙ୍କ ଦଳ ସକାଳେ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳର ବିସ୍ରା–ବଣ୍ଡାମୁଣ୍ଡା ରାସ୍ତାର ଫଟାପାଇପ୍ ନିକଟରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ଦୁଇ ଜଣ ଯୁବକଙ୍କୁ ହେରୋଇନ ବିକ୍ରି ଉଦ୍ଦେଶ୍ୟରେ ରଖିଥିବା ଅଭିଯୋଗରେ କାବୁ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଫଟାପାଇପ୍ ଶିବଶଙ୍କର ନଗରର […]
ଚିଲିକା(ଅଶୋକ କୁମାର ନାୟକ):ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଉକ୍ତ କାର୍ଯ୍ୟକ୍ରମ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଣପୁର ଜେଏମଏଫସି ଇପ୍ସିତା ପ୍ରିୟା […]


