ରାଶିଫଳ ଓ ବେଳା, ୧୫ ଅପ୍ରେଲ, ବୁଧବାର ବୈଶାଖ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ରାତି ୧୦:୩୧ ପର୍ଯ୍ୟନ୍ତ, ନକ୍ଷତ୍ର ପୂର୍ବଭାଦ୍ରପଦ ଅପରାହ୍ନ ୦୩:୨୨ ପର୍ଯ୍ୟନ୍ତ। ବ୍ରାହ୍ମ ମୁହୂର୍ତ୍ତ ପ୍ରାତଃ ୦୪:୨୭ ରୁ ପ୍ରାତଃ ୦୫:୧୧ , ଅମୃତ କାଳ ପ୍ରାତଃ ୦୭:୩୭ ରୁ ପ୍ରାତଃ ୦୯:୧୦ , ବିଜୟ ମୁହୂର୍ତ୍ତ ପୂର୍ବାହ୍ନ ୦୨:୩୦ ରୁ ୦୩:୨୧ , ବିବାହ ମୁହୂର୍ତ୍ତ ୦୩:୨୨ ରୁ ରାତ୍ର ୧୦:୩୧ ମେଷ […]
Odia News
ରାଶିଫଳ ଓ ଆଜିର ବେଳା, ୧୪ ଅପ୍ରେଲ, ମଙ୍ଗଳବାର ତିଥି କୃଷ୍ଣ ପକ୍ଷ ଦ୍ବାଦଶୀ ନକ୍ଷତ୍ର ଶତଭିଷା ଶୁଭ ମୁହୂର୍ତ୍ତ ଅଭିଜିତ ମୁହୂର୍ଭ ସକାଳ ଏଗାରଟା ଛପନ ମିନିଟରୁ ଦ୍ବିପ୍ରହର ବାରଟା ସତଚଳିଶ ମିନିଟ ପର୍ଯ୍ୟନ୍ତ, ଅମୃତ କାଳ ସକାଳ ଆଠଟା ତେପନ ମିନିଟରୁ ଦଶଟା ଅଣତିରିଶ ମିନିଟ ପର୍ଯ୍ୟନ୍ତ, ବ୍ରାହ୍ମ ମୁହୂର୍ଭ ସକାଳ ଚାରିଟା ସତାଇଶ ମିନିଟରୁ ପାଞ୍ଚଟା ବାର ମିନିଟ ପର୍ଯ୍ୟନ୍ତ। ଅମୃତ କାଳ ସକାଳ ଆଠଟା […]
ରାଶିଫଳ ଓ ପାଞ୍ଜି, ୧୩ ଅପ୍ରେଲ ସୋମବାର ମେଷ ସଂକ୍ରାନ୍ତି, ମହାବିଷୁବ ପଣା ସଂକ୍ରାନ୍ତି। ତିଥି ଦ୍ଵାଦଶୀ ୭:୧୪ ସନ୍ଧ୍ୟା ପର୍ଯ୍ୟନ୍ତ। ନକ୍ଷତ୍ର: ଶତଭିଶା, ୯:୨୨ ରାତ୍ର ପର୍ଯ୍ୟନ୍ତ। ଅଭିଜିତ ମୁହୂର୍ତ୍ତ ସକାଳ ୧୧:୩୯ ରୁ ମଧ୍ୟାହ୍ନ ୧୨:୨୯ ପର୍ଯ୍ୟନ୍ତ। ସୂର୍ଯ୍ୟୋଦୟ ସକାଳ ୦୫:୨୮ ଏବଂ ସୂର୍ଯ୍ୟାସ୍ତ ସନ୍ଧ୍ୟା ୦୬:୦୧ ମେଷ ରାଶି ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବାକୁ ଯାଉଛି। କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି […]
ରାଶିଫଳ ଓ ପାଞ୍ଜି, ୧୨ ଏପ୍ରିଲ ରବିବାର ଆଜି ବୈଶାଖ ମାସ କୃଷ୍ଣ ପକ୍ଷ ଦଶମୀ ତିଥି। ସୂର୍ଯ୍ୟୋଦୟ ସକାଳ ୫ଟା ୩୧ ମିନିଟରେ, ସୂର୍ଯ୍ୟାସ୍ତ ସନ୍ଧ୍ୟା ୬ଟା ୦୪ ମିନିଟ। ଶୁଭ ବେଳା ବା ଅମୃତ ବେଳା ଦିବା ୭ଟା ୦୯ ମିନିଟରୁ ୯ଟା ୪୬ ମିନିଟ ମଧ୍ୟରେ ରହିବ। ରାହୁକାଳ ଅପରାହ୍ନ ୪ଟା ୩୦ ମିନିଟରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିବ, ଶୁଭ କାର୍ଯ୍ୟ ବର୍ଜନୀୟ ମେଷ […]
ରାଶିଫଳ ଓ ଦିନ, ୧୧ ଅପ୍ରେଲ ଶନିବାର ଚୈତ୍ର ମାସ କୃଷ୍ଣ ପକ୍ଷ ଦଶମୀ ତିଥି। ସୂର୍ଯ୍ୟୋଦୟ ସକାଳ ୫ ଘଣ୍ଟା ୩୫ ମିନିଟରେ, ସୂର୍ଯ୍ୟାସ୍ତ ସନ୍ଧ୍ୟା ୬ ଘଣ୍ଟା ୦୪ ମିନିଟରେ। ଆଜି ଶ୍ରବଣା ନକ୍ଷତ୍ର ରହିବା ସହ ସାଧ୍ୟ ଯୋଗର ସଂଯୋଗ। ଶୁଭ ବେଳା ସକାଳ ୧୧ ଘଣ୍ଟା ୪୫ ମିନିଟରୁ ଦିବା ୧୨ ଘଣ୍ଟା ୩୫ ମିନିଟ ପର୍ଯ୍ୟନ୍ତ। ରାହୁକାଳ ସକାଳ ୮ ଘଣ୍ଟା ୪୫ […]
ରାଶିଫଳ ଓ ପାଞ୍ଜି, ଅପ୍ରେଲ ୧୦, ଶୁକ୍ରବାର ତିଥି: କୃଷ୍ଣ ପକ୍ଷ ଅଷ୍ଟମୀ (ରାତି ୧୧:୧୫ ପର୍ଯ୍ୟନ୍ତ)ନକ୍ଷତ୍ର: ପୂର୍ବାଷାଢ଼ା (ସକାଳ ୧୧:୨୮ ପର୍ଯ୍ୟନ୍ତ)ଯୋଗ: ଶିବ (ସନ୍ଧ୍ୟା ୦୬:୩୧ ପର୍ଯ୍ୟନ୍ତ), ତା’ପରେ ସିଦ୍ଧକରଣ: ବାଳବ (ସକାଳ ୧୦:୨୧ ପର୍ଯ୍ୟନ୍ତ), ତା’ପରେ କୌଳବ (ରାତି ୧୧:୧୫ ପର୍ଯ୍ୟନ୍ତ)ଚନ୍ଦ୍ର ରାଶି: ଧନୁ (ସନ୍ଧ୍ୟା ୦୬:୦୪ ପର୍ଯ୍ୟନ୍ତ), ତା’ପରେ ମକରସୂର୍ଯ୍ୟୋଦୟ: ସକାଳ ୦୬:୦୧ସୂର୍ଯ୍ୟାସ୍ତ: ସନ୍ଧ୍ୟା ୦୬:୪୪ଅଭିଜିତ୍ ମୁହୂର୍ତ୍ତ: ଦିବା ୧୧:୫୭ ରୁ ୧୨:୪୮ରାହୁ କାଳ: ଦିବା […]
ଭୁବନେଶ୍ୱର:(ତ୍ରିଭୁବନ ମହାପାତ୍ର): ଓଡ଼ିଆ ସାହିତ୍ୟର ବିଶିଷ୍ଟ କଥାଶିଳ୍ପୀ ସଦାନନ୍ଦ ତ୍ରିପାଠୀଙ୍କ ଦେହାବସାନ ୨ ଏପ୍ରିଲ ୨୦୨୬ରେ ଘଟିଅଛି। ଓଡ଼ିଆ ଗଳ୍ପଜଗତର ଜଣେ ଅପ୍ରତିଦ୍ବନ୍ଦ୍ବୀ କଥାକାର ଥିଲେ ସ୍ଵର୍ଗତ ତ୍ରିପାଠୀ। ତାଙ୍କର ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ୦୯ .୦୪.୨୦୨୬ ସନ୍ଧ୍ୟାରେ ବୁଦ୍ଧମନ୍ଦିରସ୍ଥ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବହୁ ବିଶିଷ୍ଟ ସାହିତ୍ୟିକ ଯୋଗଦାନ କରି ସଦାନନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିଶିଷ୍ଟ କବି ଅଶ୍ୱିନୀ […]
ସୂର୍ଯ୍ୟୋଦୟ ସକାଳ ୫ ଘଣ୍ଟା ୩୨ ମିନିଟସୂର୍ଯ୍ୟାସ୍ତ ସନ୍ଧ୍ୟା ୬ ଘଣ୍ଟା ୦୪ ମିନିଟତିଥି ବୈଶାଖ କୃଷ୍ଣ ସପ୍ତମୀ ସନ୍ଧ୍ୟା ୬ ଘଣ୍ଟା ୫୭ ମିନିଟ ପର୍ଯ୍ୟନ୍ତ ଏବଂ ତତ୍ପରେ ଅଷ୍ଟମୀନକ୍ଷତ୍ର ପୂର୍ବାଷାଢ଼ା ରାତ୍ରି ୧ ଘଣ୍ଟା ୦୪ ମିନିଟ ପର୍ଯ୍ୟନ୍ତ ଏବଂ ତତ୍ପରେ ଉତ୍ତରାଷାଢ଼ାଚନ୍ଦ୍ରରାଶି ଧନୁ ରାତ୍ରି ୭ ଘଣ୍ଟା ୩୫ ମିନିଟ ପର୍ଯ୍ୟନ୍ତ ଏବଂ ତତ୍ପରେ ମକର। ଶୁଭ ସମୟ ଅର୍ଥାତ ଅମୃତ ବେଳା ସକାଳ ୫ […]
ମେଷମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ ଏବଂ ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ବିଶେଷ ସତର୍କ ରହିବାକୁ ପଡ଼ିବ। କର୍ମକ୍ଷେତ୍ରରେ କାର୍ଯ୍ୟର ଚାପ ଅଧିକ ରହିପାରେ ଯାହା ଫଳରେ ଆପଣ ମାନସିକ ସ୍ତରରେ ସାମାନ୍ୟ ଚିନ୍ତିତ ରହିପାରନ୍ତି। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ସାମାନ୍ୟ ରହିବ କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆପଣଙ୍କ ପାଇଁ ଶୁଭଙ୍କର ହେବ। ପରିବାର ସଦସ୍ୟଙ୍କ ସହ […]
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ଭାଷାଭିତ୍ତିକ ପ୍ରଥମ ରାଜ୍ୟ ଭାବରେ ଓଡିଶା ଗଠନ ହୋଇଥିଲା ୧୯୩୬ ମସିହାରେ ଯାହାକି ନବେ ବର୍ଷରେ ପଦାର୍ପଣ କରିଛି।ଏହି ଉପଲକ୍ଷେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶତାକ୍ଷୀ ମହିଳା ସଙ୍ଗଠନ ଉତ୍କଳ ଦିବସ ମହାଆଡମ୍ବରରେ ପାଳନ କରିଛି। ମାତୃଭୂମି ତଥା ମାତୃଭାଷାର ସୁରକ୍ଷା ତଥା ମାଆର ଭାଷାରେ କିପରି ଶିଶୁଟି ଧି ଶକ୍ତି ପ୍ରାପ୍ତ ହୁଏ ଠିକ ସେମିତି ମାତୃଭାଷାରେ ସମୃଦ୍ଧ ହେଲେ କିଶୋର ଅବସ୍ଥାରେ ନିଜ […]


