ରାକେଶ ବିଶ୍ୱାଳ(ରାଉରକେଲା): ପାରିବାରିକ କଳହ ଦିନକୁ ଦିନ ଉଜାଡୁଛି ଘର ସଂସାର।ଦେଖା ଦେଉଛି ବହୁ ଅପ୍ରୀତିକର ଗଟଣା ।ପତି ପତ୍ନୀଙ୍କ କଳହର ଶେଷ ପରିଣତି ହତ୍ୟାର ରୂପ ନେଉଛି ।ଏପରି ଏକ ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳିଛି,ପତ୍ନୀଙ୍କୁ ମାରି ଘରେ ଟାଙ୍ଗି ଦେଇଛି ପତି। ଏମିତି ଅଭାବନୀୟ ଘଟଣା ଘଟିଛି ରାଉରକେଲା ଟିମ୍ବର କଲୋନିରେ। ପ୍ଲାଣ୍ଟସାଇଟ ପୁଲିସ ମହିଳାଙ୍କ ସ୍ୱାମୀ ବିକାଶ ଦେ ଙ୍କୁ ଥାନାରେ ଅଟକ ରଖିଛି। ମୃତ […]

ନୂଆଦିଲ୍ଲୀ: ଅପଡେଟ ପାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତି ଅଧରେବି ମନ୍ତ୍ରୀମାନଙ୍କୁ ଫୋନ କରନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ୍ ଜୟଶଙ୍କର ଏକ ଉପନ୍ୟାସ ବର୍ଣ୍ଣନା କରି ଏହା ନିଶ୍ଚିତ କରିଛନ୍ତି। ଏହି ଘଟଣା ଆଫଗାନିସ୍ତାନରୁ ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ସମୟର କଥା । ଆମେରିକାର ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଜୟଶଙ୍କର କହିଛନ୍ତି, “ମଧ୍ୟରାତ୍ରି ହୋଇଯାଇଥିଲା … ଆଫଗାନିସ୍ତାନର ମଜାର-ଇ-ସରିଫରେ ଥିବା ଆମର କନସୁଲେଟ ଉପରେ ଆକ୍ରମଣ […]

ସଞ୍ଜୟ ଶତପଥୀ(କଟକ): କଟକ ଟାଙ୍ଗି ଟୋଲ ଗେଟରୁ ଜବତ ହୋଇଛିଏକ କୁଇଣ୍ଟାଲ ରୁପା ଇଟା,ଚାନ୍ଦି ଅଳଙ୍କାର ସହ ୧୨ ଲକ୍ଷ ଟଙ୍କା । ଏହି ମାମଲାରେ ଦୁଇ ଜଣଙ୍କୁ ଅଟକଙ୍କୁ ରଖାଯାଇଛି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଦ୍ୱାରା ଏହା ଜବତ କରାଯାଇଛି ।ଜିଏସଟି ଏବଂ ଅବକାରୀ ବିଭାଗ ପକ୍ଷରୁ ଦୁଇ ଅଭିଯୁକ୍ତଂକୁ ଅଟକ ରଖି ପଚରାଉଚାର କରାଯାଉଛି । କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ,ବିଶ୍ବସ୍ତ ସୂତ୍ରରୁ ଖବର ପାଇ […]

ସଞ୍ଜୟ ଶତପଥୀ(କଟକ)୨୨।୦୯:ଫୁଟପାଥ ଉପରକୁ ମାଡ଼ିଗଲା ସ୍କୁଲ ବସ।ଗଛରେ ପିଟି ହେଲା ବସ୍‌ର ସମ୍ମୁଖ ଭାଗ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ଓ ଡ୍ରାଇଭର । ସୂଚନା ଅନୁଯାଇ,କଟକ ସିଡିଏ ଅଭିମୁଖେ ଯାଉଥିବା ବେଳେ ସିଡିଏ ଫେଜ-୨ ଥାନା ନିକଟରେ ବସଟି ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡି ଯିବା ଫଳରେ, ଡିଭାଇଡର କଡରେ ଥିବା ଏକ ଗଛରେ ପିଟି ହେବାରୁ ବସର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । […]

ଡ଼. ନବକିଶୋର ମିଶ୍ର ଏଥର ଶାରଦିଅ ନବରାତ୍ରୀ ୨୬ ସେପ୍ଟେମ୍ବରରୁ ୪ ଅକ୍ଟୋବର ପର୍ଯ୍ୟନ୍ତ ରହିବେ | ସୋମବାର ଠାରୁ ଦେବୀ ପୂଜା ପର୍ବ ଆରମ୍ଭ କରିବା ଶୁଭ ହେବ। ଏହି କ୍ରମରେ ଏଥର ଦେବୀ ଗଜ ବାହନ ରେ ଧରା ପୃଷ୍ଠ କୁ ଆଗମନ କରିବା ହେବେ। ଯଦିଓ ଦେବୀଙ୍କ ବାହନ ସିଂହ, କିନ୍ତୁ ପ୍ରତ୍ୟେକ ନବବ୍ରତୀରେ ମାତା ଦୁର୍ଗା ଏକ ଭିନ୍ନ ବାହନରେ ପୃଥିବୀକୁ ଆସନ୍ତି | […]

ଏସ୍.ବାସ୍ତବ: କଂଗ୍ରେସରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ଗୁରୁବାର ଦିନ ଜାରି କରାଯିବ। ଅକ୍ଟୋବର ୧୭ ରେ ମତଦାନ ହେବ। ଗାନ୍ଧୀ ପରିବାରର ଅଧ୍ୟକ୍ଷ ହେବାକୁ ମନା କରିବା ପ୍ରାୟ ନିଶ୍ଚିତ। ଏଭଳି ପରିସ୍ଥିତିରେ ଦଳର ସଭାପତି ପଦ ପାଇଁ ରାଜସ୍ଥାନ ସିଏମ ଅଶୋକ ଗହଲୋତ୍ ଙ୍କ ନାମ ଅଧିକ ଚର୍ଚ୍ଚାରେ ଅଛି । ଜି -୨୩ ସହିତ ଜଡିତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର ମଧ୍ୟ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ବିଜେଡି ଦଳର ସଭାପତି ସାଜିଛନ୍ତି ଚାନ୍ଦବାଲି ତହସିଲଦାର, ବିଧାୟକ ବାପି ରାୟଙ୍କ ସାଙ୍ଗ ବୋଲି କାହାରିକୁ ଖାତିର ନହିଁ,ବିଜେଡି କର୍ମୀ ନ ହେଲେ ସାଧାରଣ ଲୋକଙ୍କୁ ନିସ୍ତାର ନାହିଁ ।ବର୍ବରତା ସବୁ ସୀମା ଟପି ଯାଇଛନ୍ତି ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର l ବିଧାୟକ ବାପି ରାୟଙ୍କ ସାଙ୍ଗ ହୋଇଥିବାରୁ ଶଙ୍ଖ ଦଳର ନେତୃତ୍ୱ ନେଇଛନ୍ତି ଖୋଦ ତହସିଲଦାର ବାବୁ l ତହସିଲରେ ଯେ କୌଣସି ଛୋଟିଏ […]

ବାସ୍ତବବ୍ୟୁରୋ(କୋଲକାତା): ମମତା ବାନାର୍ଜୀଙ୍କ ଦୁର୍ଗ ଭାବରେ ଜଣାଶୁଣା ନନ୍ଦିଗ୍ରାମର ବ୍ଲକ ୧ ରେ ଭେକୁଟିଆ ସମବାୟ କୃଷି ବିକାଶ ସୋସାଇଟି ନିର୍ବାଚନରେ ​​ବିଜେପି ଟିଏମସିକୁ ପରାସ୍ତ କରିଛି। ଏହି ନିର୍ବାଚନରେ ​​ବିଜେପି ୧୨ ଟି ଆସନ ମଧ୍ୟରୁ ୧୧ ଟି ଜିତିଛି। ଗୋଟିଏ ସିଟ୍ ତୃଣମୂଳ ଆକାଉଣ୍ଟକୁ ଯାଇଛି | ଅଗଷ୍ଟ ୨୦୨୨ ରେ, ତୃଣମୂଳ କଂଗ୍ରେସ କାଁଥି ଏବଂ ନନ୍ଦିଗ୍ରାମରେ ସମବାୟ ନିର୍ବାଚନରେ ​​ଜିତିଥିଲା | ବିଜେପି ସେଠାରେ […]

ଭୁବନେଶ୍ୱର ୧୯।୦୯ : ଧାମନଗର ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ପରଲୋକ । ଦୁଃଖ ପ୍ରକାଶ କଲେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ,ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ଯ ଟ୍ୱିଟ୍‌ କରି ଶୋକ ପ୍ରକାଶ କରିଛନ୍ତି ।

ବାସ୍ତବବ୍ୟୁରୋ(ଚଣ୍ଡିଗଡ଼): ପଞ୍ଜାବର ମୋହାଲିର ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଆପତ୍ତିଜନକ ଭିଡିଓ ତିଆରି ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଏହି ବିଶାଳ ବିରୋଧ ଜାରି ରହିଥିଲା। କେତେକ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ ଜଣେ ବିଶ୍ୱବିଦ୍ୟାଳୟର ଛାତ୍ରୀ ଆନ୍ୟ ଛାତ୍ରୀ ମାନେ ସ୍ନାନ କରିବା ସମୟରେ ଆପତ୍ତିଜନକ ଭିଡିଓ କରିଥିଲେ ଏବଂ ଶିମଲାରେ ନିଜ ସାଙ୍ଗଙ୍କ ସହ ସେୟାର କରିଥିଲେ। ଭିଡିଓ ଭାଇରାଲ ହେବା ପରେ ସେ […]

Breaking News

Pin It on Pinterest