ବାସ୍ତବ ବ୍ୟୁରୋ: ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ନଭେମ୍ବର ୧ରୁ ପର୍ଯ୍ୟଟକ ମାନଙ୍କ ପାଇଁ ପୁଣି ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ (ଅଭୟାରଣ୍ୟ) ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପର୍ଯ୍ୟଟକ ମାନଙ୍କ ପାଇଁ ସକାଳ ୬ଟାରୁ ସକାଳ ୯ଟା ମଧ୍ୟରେ ପ୍ରବେଶ କରିପାରିବେ । ବାରିପଦା ପଟୁ ପିଠାବଟା ଗେଟ୍ ଏବଂ ଯଶିପୁର ପଟୁ […]

ବାସ୍ତବବ୍ୟୁରୋ:ବଲିଉଡର ଲୋକପ୍ରିୟ କାହାଣୀକାର ତଥା ନିର୍ଦ୍ଦେଶକ ଇସମାଇଲ ଶ୍ରଫଙ୍କ ଗୁରୁବାର (ଆଜି)ସକାଳେ ଦେହାନ୍ତ ହୋଇଛି। ସେ ୬୨ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ,ମସ୍ତିଷ୍କ ଆଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ କ୍ୟାରିଅର୍ ରେ ସେ ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ, କିନ୍ତୁ ୮୦ ଦଶକରେ ନିର୍ମିତ ‘ଥୋଡି ସି ବେୱାଫାଇ’ ଚଳଚ୍ଚିତ୍ରରୁ ଅଧିକ ଖ୍ୟାତି […]

ନବୀନ ଦାଶ(ବରଗଡ):୨୬/୧୦- ବରଗଡ଼ ଜିଲ୍ଲା ଅତାବିରା ରେଙ୍ଗାଲି କେମ୍ପ କେନାଲ କଲୋନୀ ସ୍ଥିତ ମାଁ ଶ୍ୟାମାକାଳୀ ଙ୍କ ଗତ ୨୩ତାରିଖ ଦିନ ଠାରୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୁତି ସହ ଗମ୍ଭିରା ପ୍ରବେଶ ସମ୍ପନ୍ନ ହୋଇଛି । ୨୪ତାରିଖ ଦିନ ମାଁ ଙ୍କ ନବ ନିର୍ମିତ ପିତ୍ତଳ ବିଗ୍ରହ ଶସ୍ୟା ଭିଷେକ ସହ ଚଣ୍ଡୀ ହୋମ, କୁଷ୍ମାଣ୍ଡ ବଳି ଆଦି ନୀତିକାନ୍ତି ଷୋଡ଼ଶ ଉପଚାର […]

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ବିଜେପି ପ୍ରବକ୍ତା ସମ୍ବିତ୍ ପାତ୍ର ନୂଆଦିଲ୍ଲୀ ଠାରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟି,ଧାମନଗର ଉପନିର୍ବାଚନରେ ଶାସକ ଦଳ ତରଫରୁ ଅସାଧୁ ଉପାୟରେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପରିପେକ୍ଷୀରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି, ଧାମନଗରରେ […]

ବାସ୍ତବବ୍ୟୁରୋ:ସଂଯୁକ୍ତରାଷ୍ଟ୍ର ଆମେରିକାରରୁ ପର୍ତ୍ତୁଗାଲ ପର୍ଯ୍ୟନ୍ତ ଅନେକ ଦେଶରେ ମୂଳ ଭାରତୀୟ ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି। ଏହି ତାଲିକାରେ ରୁଷି ସୁନାକ ମଧ୍ୟ ଯୋଗ ଦେଇଛନ୍ତି। ବର୍ତ୍ତମାନ ଏହି ସାତୋଟି ଦେଶରେ ଭାରତୀୟ ମୂଳ ନେତାମାନେ ଶୀର୍ଷ ସ୍ଥାନରେ ଅଛନ୍ତି। ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀଣ ଜଗନ୍ନାଥ ପ୍ରବୀଣ କୁମାର ଜଗନ୍ନାଥ ମରିସସର ପ୍ରଧାନମନ୍ତ୍ରୀ ଅଟନ୍ତି। ଏହାପୂର୍ବରୁ ସେ କ୍ୟାବିନେଟରେ ଅନେକ ପ୍ରମୁଖ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ସେ ଏକ ଭାରତୀୟ […]

ବାସ୍ତବବ୍ୟୁରୋ: ମଲ୍ଲିକାର୍ଜୁନ ଖାର୍ଗେ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ଭାବରେ ଶପଥ ଗ୍ରହଣ କରିବେ। ସକାଳ ୧୦ ଟାରେ AICC ମୁଖ୍ୟାଳୟରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ | ଏହି ସମୟରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ସମସ୍ତ ବଡ ନେତା ଉପସ୍ଥିତ ରହିବେ। କଂଗ୍ରେସ ସଭାପତି ପଦରେ ପହଞ୍ଚିଥିବା ଖାର୍ଗେ ହେଉଛନ୍ତି ଦ୍ୱିତୀୟ ଦଳୀୟ ନେତା। ଏହା ବ୍ୟତୀତ ସେ ଏହି ପଦବୀରେ ଅବସ୍ଥାପିତ […]

ନବୀନ ଦାଶ(ବରଗଡ): ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଫୁଟବଲ ମହୋତ୍ସବ ୨୦୨୨ ଆଜାଦୀ କପ ଲିଗ ମେଚ ଫାଇନାଲ ତଥା ଅନ୍ତିମ ଦିବସ ରେ ବହଲପାଲି ଏକାଦଶ ଓ ଜାମଡୋଲ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବହଲପାଲି ଏକାଦଶ ୧/୦ ଗୋଲ ରେ ବିଜୟୀ ହୋଇଥିଲେ ।ରେଫରୀ ଭାବେ ଶିବାନନ୍ଦ ଦାଶ, ପଂଚାନନ ପାତ୍ର ଓ ଅଶ୍ଵିନି ମେହେର ଖେଳ ପରିଚାଳନା କରିଥିଲେ। ଫୁଟବଲ ମହୋତ୍ସବ ର […]

ବାସ୍ତବବ୍ୟୁରୋ:ସୈନିକମାନଙ୍କ ସହ ଦିୱାଲୀ ପାଳନ କରିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଗିଲରେ ପହଞ୍ଚିଛନ୍ତି। ୨୦୧୪ ରେ ପ୍ରଥମ ଥର ପାଇଁ ସେ ସୈନିକମାନଙ୍କ ସହ ଦିୱାଲୀ ପାଳନ କରିଥିଲେ। ସେହି ଦିନଠାରୁ, ପ୍ରତିବର୍ଷ ସେ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ନିଜ ଘରୁ ଦୂରରେ ରହୁଥିବାସୈନିକମାନଙ୍କ ସହିତ ଦୀପାବଳି ପର୍ବ ପାଳନ କରିଆସୁଛନ୍ତି ।

ବାସ୍ତବବ୍ୟୁରୋ(ଭଦ୍ରକ) ୨୪/୧୦: ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ଧୁମଧାମରେ ପାଳନ ହେଉଛି କାଳୀପୂଜା । ଆଜି ମା’ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଥିବା ବେଳେ, ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଭକ୍ତଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସର ସହ,ମନ୍ଦିରରେ ନାହିଁ ନଥିବା ଗହଳି ପରିଲକ୍ଷିତ ହେଉଛି । ପରମ ବୈଷ୍ଣବୀ ମା’ […]

ଭୁବନେଶ୍ୱର : ଆସନ୍ତା ୨୬ରେ ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ହେବ ହାସ୍ୟ ରସାତ୍ମକ ନାଟକ ‘ବନମାଳୀର ଘର’ । ମ୍ୟାଜିକ୍‌ ଥିଏଟର ଦ୍ୱାରା ପ୍ରସ୍ତୁତ ଏହି ନାଟକର ମୁଖ୍ୟ ଭୂମିକାରେ ଅଛନ୍ତି ଓଲିଉଡ଼ କମେଡ଼ି ଯୋଡ଼ି ପ୍ରଜ୍ଞା ଓ ଶଙ୍କର । ଏହିି ନାଟକଟିରେ ଭାଇ ଭାଇ ଭିତରେ ହେଉଥିବା ଫାଟକୁ ନିଚ୍ଛକ ଭାବରେ ବର୍ଣ୍ଣନା କରାଯାଇଛି । ବର୍ତ୍ତମାନ ଭାଇ ଭାଇଙ୍କ ଭିତରେ ଅର୍ଥ, ଜମି ଓ ଘରକୁ […]

Pin It on Pinterest