ବରଗଡ଼୨୩/୧୦(ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ଦେଇ ଯାଇଛି ୫୩ନଂ ରାଜରାସ୍ତା ତଥା ବରଗଡ଼ ସମ୍ବଲପୁର ଓ ସମ୍ବଲପୁର ବରଗଡ଼ ଚାରିଥାଳିଆ ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ଚାରି ଥାକିଆ ରାଜରାସ୍ତା । ରେଙ୍ଗାଲିକେମ୍ପ ଛକ ନିକଟ ଓ ଅତାବିରା ଝାଉଁ ଜୋର ନିକଟରେ ଏନ୍ଏସି ଗେଟ୍ ଯିବା ଆସିବା ଲୋକଙ୍କୁ ସ୍ବାଗତ ଓ ବିଦାୟ ଜଣାଇ ଅବହେଳିତ ଅତାବିରା ଏନ୍ ଏସି ର କାର୍ଯ୍ୟ କଳାପ କୁ ବେଶ୍ […]
Odia News
ବାସ୍ତବ ବ୍ୟୁରୋ: ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଏସିଆ କପ୍ ପରାଜୟର ପ୍ରତିଶୋଧ ନେଇଛି ଭାରତ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚରେ ପୁଣିଥରେ ପାକିସ୍ତାନକୁ ହରାଇ ବିଜୟୀ ହୋଇଛି ଭାରତ । ଭାରତୀୟ ଫ୍ୟାନ୍ମାନଙ୍କୁ ଦୀପାବଳିର ଉପହାର ଦେଇଛି ଟିମ୍ ଇଣ୍ଡିଆ । ଖେଳ ଅତି ରୋମାଞ୍ଚକର ଥିଲା । ଐତିହାସିକ ମେଲବୋର୍ଣ୍ଣ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ୯୦ ହଜାର ଦର୍ଶକ ପହଞ୍ଚିଥିଲେ । ଭାରତୀୟ ଟିମର ଅଧିନାୟକ […]
ବାସ୍ତବ ବ୍ୟୁରୋ: ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ରେକର୍ଡ ତୃତୀୟ ଥର ଚୀନର ସବୁଠୁ ଶକ୍ତିଶାଳୀ ନେତାଙ୍କ ପଦ ସମ୍ଭାଳିଛନ୍ତି। ଆଗାମୀ ୫ ବର୍ଷ ନିମନ୍ତେ ସେ ଏହି ଦାୟିତ୍ବ ତୁଲାଇବେ। ସେ ଚୀନ୍ର ସବୁଠୁ ବଡ଼ ଶକ୍ତିଶାଳୀ ଦଳ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଂପାଦକ ଭାବରେ ପୁନଃ ନିର୍ବାଚିତ ହୋଇଛନ୍ତି। ଉଲ୍ଳେଖଯୋଗ୍ୟ, ଚୀନରେ କ୍ଷମତାର ଚାବି କମ୍ୟୁନିଷ୍ଟ ପାର୍ଟି ହାତରେ ରହିଥାଏ ଜିୟେକି ଚୀନ ସେନାର ନେତୃତ୍ଵ କରିଥାଏ। […]
ସଂଜୟଶତପଥୀ(କଟକ): କଟକରେ ଆସନ୍ତାକାଲି କାଳୀପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଶ୍ରଦ୍ଧା ଓ ଭକ୍ତିମୟ ହୋଇ ଉଠିବ ଐତିହାସିକ କଟକ ସହର । ମଣ୍ଡପରେ ଏନେଇ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟୟରେ ପହଁଚିଛି। ତେବେ ଆସନ୍ତାକାଲି ମଧ୍ୟ ରାତିରେ ମା’ କାଳୀଙ୍କୁ ପୂଜା କରାଯିବ । କାଳୀପୂଜା ଅବସରରେ ଦୁଇ ଦିନ ଧରି ସାଂସ୍କୃତକ କାର୍ଯ୍ୟକ୍ରମ ମଣ୍ଡପରେ ଅନୁଷ୍ଠିତ ହେବ। ଚଳିତ ବର୍ଷ କଟକରେ ବହୁ ଆଡମ୍ବରରେ ପାଳନ […]
ସଂଜୟ ଶତପଥୀ(କଟକ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଗାମୀ ଏକ ବର୍ଷ ଅବଧି ମଧ୍ୟରେ ଦେଶର ୧୦ଲକ୍ଷ ବେରୋଜଗାର ଯୁବକ ଯୁବତୀଙ୍କୁ ଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରୀୟ ସଂସ୍ଥାରେ ସରକାରୀ ଚାକିରୀ ଦେବାପାଇଁ ଦେଶର ବିଭିନ୍ନ ସ୍ଥାନରେ ରୋଜଗାର ମେଳାର ଶୁଭାରମ୍ଭ ହୋଇଛି ।ଏହି ପରିପେକ୍ଷୀରେ ପ୍ରଥମ ଚରଣରେ ଚୟନୀତ ୭୫୦୦୦ରୁ ଉର୍ଦ୍ଧ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣର ଅବସରରେ କଟକର,ଶହୀଦ ଭବନରେ ମାନ୍ୟବର କେନ୍ଦ୍ର […]
ବାସ୍ତବ ବ୍ୟୁରୋ : ଆରମ୍ଭ ହେଲା ରୋଜଗାର ମେଳା । ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶନିବାର) ରୋଜଗାର ମେଳା ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ୧୦ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରୀ ଦେବା ପାଇଁ ’ରୋଜଗାର ମେଳା’ର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବଛାଯାଇଥିବା ୭୫,୨୨୬ ଯୁବକଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ଯୁବକମାନଙ୍କ ଉର୍ଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତ ପାଇଁ ସବୁଠାରୁ […]
ନବୀନ ଦାଶ(ବରଗଡ): ପ୍ରଜ୍ଞାନ ମିଶନ୍ ପକ୍ଷରୁ ୨୨ ଅକ୍ଟୋବର, ଶନିବାର ଦିନ ସୋହେଲା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୀତା ସୁଗୀତା କର୍ତ୍ତବ୍ଯା ଶୀର୍ଷକ ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଯଶୋଦା ଦାଶ, ପ୍ରଧାନ ଶିକ୍ଷକ ବିକ୍ରମ ପ୍ରଧାନ, ସଂସ୍କୃତ ଶିକ୍ଷକ ସୁବ୍ରତ ପଣ୍ଡା ଓ ଗୀତାନୁରାଗୀ ଅଗସ୍ତି ଭୋଇ ଅତିଥି ଭାବରେ ଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମ ଉଦ୍ଘାଟନ […]
ବାସ୍ତବ ବ୍ୟୁରୋ : ଦୀପାବଳି ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ। ଶ୍ରୀରାମ ଜନ୍ମ ଭୂମିରେ ଏ ବର୍ଷ ୧୭ଲକ୍ଷ ଦୀପ ଜଳାଇବାକୁ ପ୍ରସ୍ତୁତି ଚାଲିଛି । ଏବେଠୁ ଆଲୋକରେ ଝଲସିଲାଣି ଅଯୋଧ୍ୟ ସହର । ରବିବାର ସନ୍ଧ୍ୟାରେ ଦୀପ ଆଲୁଅରେ ଝଲସିବ ୪୦ଟି ଘାଟ । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିବା ସହ ସ୍ୱତନ୍ତ୍ର […]
ସଂଜୟ ଶତପଥୀ(କଟକ): କଟକ ଚୈ।ଧୁରୀବଜାରସ୍ଥିତ ମ୍ଯୂନିସିପାଲ୍ ମଡେଲ ହାଇସ୍କୁଲ ଠାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷା ସଂଯୋଜିକା ଶ୍ରୀମତୀ ବିଭାଷିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମୀନା ସାହୁଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ ପ୍ରାରମ୍ଭ ରେ ସଭାପତିଙ୍କ ଦ୍ବାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପାଞ୍ଜଳୀ ଅର୍ପଣ କରାଯାଇଥିଲା।ଏହି ମହୋତ୍ସବରେ ମ୍ଯୂନିସିପାଲ୍ ମଡେଲ କ୍ଲଷ୍ଟର ଅଧୀନରେ ଥିବା […]
ବାସ୍ତବ ବ୍ୟୁରୋ: ଏଥର ଧୁମଧାମରେ ପାଳନ ହେବ ଦୀପାବଳି । ବେପାରୀମାନେ ମଧ୍ୟ ବାଣ ବିକ୍ରି କରି କିଛି ରୋଜଗାର କରିବାକୁ ଆଶା ବାନ୍ଧିଛନ୍ତି । ଏହି ସମୟରେ କମିସନରେଟ ପୁଲିସ କଟକ ଓ ଭୁବନେଶ୍ୱରରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଛି । କମିସନରେଟ ପୁଲିସ ପକ୍ଷରୁ ଦୀପାବଳି ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି। ଦୀପାବଳି ଦିନ ମାତ୍ର ୨ ଘଂଟା ବାଣ ଫୁଟାଇବାକୁ […]


