ପ୍ରମୋଦ ନାୟକ(ଭୁବନେଶ୍ବର):ଆମ ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀମାନଙ୍କ ପାଇଁ ସରକାର ଆଣିଲେ ଖୁସି ଖବର। ଗୃହରକ୍ଷୀମାନଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତାରେ ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।ଫଳରେ ଏହା ୯ ହଜାର ଟଙ୍କାରୁ ବୃଦ୍ଧି ପାଇ ୧୨ ହଜାର ୪୮୦ ଟଙ୍କାରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯିବାସହ,ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ […]
Odia News
ବରଗଡ଼:-୫/୮( ସ୍ଵତନ୍ତ୍ର ପ୍ରତିନିଧି ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ଶିକ୍ଷା କାର୍ଯ୍ୟାଳୟ ପାଖାପାଖି ଗୋଟିଏ ବର୍ଷ ହେବ ମୂରବୀ ଶ୍ରୀହୀନ ହୋଇ ନାହିଁ ନାହିଁ ରେ ଚାଲିଛି।ଶିକ୍ଷା କାର୍ଯ୍ୟାଳୟ ରେ କର୍ମଚାରି ଅଭାବ ସାଙ୍ଗକୁ ଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲ ଗୁଡ଼ିକରେ କେଉଁଠି ଶିକ୍ଷକ ଅଭାବତ କେଉଁଠି ଛାତ୍ର ଛାତ୍ରୀ ୩୦ କୁ ଶିକ୍ଷକ ମାଳମାଳ ।ଅତାବିରା ଶିକ୍ଷା କାର୍ଯ୍ୟାଳୟ ରେ ଦାୟିତ୍ବରେ ଏବିଇଓ କାର୍ତ୍ତିକ ବାଗ୍,ଏବିଇଓ ଦାଶ […]
କଟକର କର୍ମବୀର ଗୌରୀଶଙ୍କର ରାୟ ଟାଉନ୍ ହଲ୍ ଠାରେ “ଶ୍ରୀ ଗଣେଶ ମହାତ୍ସବ-୨୦୨୨” ର ପ୍ରସ୍ତୁତି ବୈଠକ ମହାସମାରୋହରେ ମହୋତ୍ସବ କମିଟିର ସଭାପତି ଶ୍ରୀ ସରୋଜ ସିଂ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକ ରେ ଅନ୍ୟ ଅତିଥିମାନଙ୍କ ମଧ୍ଯରେ ମହୋତ୍ସବ କମିଟିର ମୂଖ୍ଯ ଉପଦେଷ୍ଟା ମାନ୍ଯବର ନ୍ଯାୟମୂର୍ତ୍ତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ନାଇଡୁ, ମୂଖ୍ଯ ପ୍ରୂଷ୍ଟପୋଷକ ବରିଷ୍ଠ ସାମ୍ବାଦିକ, ବରିଷ୍ଠ ରାଜନେତା, ଦୈନିକ ସମ୍ବାଦପତ୍ର “ସମ୍ବାଦ” ର […]
ଭୁବନେଶ୍ୱର(ବାସ୍ତବବ୍ୟୁରୋ)୦୫/୦୮: ମାଡି ଆସୁଛି ଦୁଇ ଦୁଇଟି ଲଘୁଚାପ,ରାଜ୍ୟରେ ବର୍ଷା ବଢ଼ିବ । ପ୍ରଥମ ଲଘୁଚାପ ଆସନ୍ତା ୭ ତାରିଖବେଳକୁ ଆସୁଥିବା ବେଳେ,ଦ୍ୱିତୀୟଟି ଆସିବ ଆସନ୍ତା ୧୩/୧୪ ତାରିଖବେଳକୁ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଏବେ ଏକ ଘୂର୍ଣ୍ଣିବଳୟ ସମୁଦ୍ରପତ୍ତନଠାରୁ ୪.୫ କିମି ଉଚ୍ଚତାରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୭ ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର […]
ଏସ.ବାସ୍ତବ: ଚୀନ୍ର ସମସ୍ତ ଚେତାବନୀକୁ ଅଣଦେଖା କରି ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସି ତାଇୱାନ ଗସ୍ତ କରିଛନ୍ତି। ଏହି ସମୟରେ ଚାଇନାର ବିମାନଗୁଡ଼ିକ ମଧ୍ୟ ତାଇୱାନ ସୀମାରେ ପ୍ରବେଶ କରି ଆକାଶରେ ବୁଲୁଥିଲେ। କେବଳ ଏତିକି ନୁହେଁ, କ୍ରୋଧିତ ଚୀନ୍ ଆମେରିକାର ରାଷ୍ଟ୍ରଦୂତଙ୍କୁ ଡକାଇ ଏହି କାର୍ଯ୍ୟରେ ଆପତ୍ତି ଜଣାଇଛନ୍ତି। ଏଥିରୁ ସ୍ପଷ୍ଟ ଯେ ଆମେରିକା ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଏକ ନିମ୍ନ ସ୍ତରରେ ପହଞ୍ଚିଛି ଏବଂ […]
ମନୋଜ ମହାନ୍ତି(ଭୁବନେଶ୍ୱର):ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି କି, ଆସନ୍ତା ୫ ତାରିଖରୁ ରାଜ୍ୟରେ ସାମାନ୍ୟ ବଷା ବଢ଼ିବ । ୫ ତାରିଖରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି, ଏଥି ସହ ଏ ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଛି ପାଣିପାଗ ବିଭାଗ । ୩ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା […]
ପ୍ରମୋଦ ନାୟକ(ଭୁବନେଶ୍ବର):ରାଜ୍ୟ ସରକାରଙ୍କ ସୂଚନା ଅନୁଯାଇ, ଆଇପିଏସ୍ ଓ ଓପିଏସ୍ ସ୍ତରରେ ଅଦଳବଦଳ ହୋଇଛି। ବୌଦ୍ଧ ଓ ଦେବଗଡ଼ ଜିଲ୍ଲା ଏସ୍ପିଙ୍କୁ ବଦଳି ହୋଇଛି। ପ୍ରହ୍ଲାଦ ସହାଇ ମୀନାଙ୍କୁ ବୌଦ୍ଧର ନୂଆ ଏସ୍ପି ଭାବେ ନିଯୁକ୍ତି ମିଳିଛି। କ୍ରାଇମ୍ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସ୍ପି ଭାବେ ଦାୟିତ୍ବ ମିଳିଛି। ସେହିପରି ଚିତ୍ତ ରଞ୍ଜନ ସାମନ୍ତ ହେଲେ କମ୍ପ୍ୟୁଟର ଏସ୍ପି (ଭୁବନେଶ୍ବର)। ପଦୋନ୍ନତି ମିଳିବା ପରେ ସୁଦାମ ସାହୁଙ୍କୁ କଟକ-ଭୁବନେଶ୍ୱର […]
ଡ଼.ନବକିଶୋର ମିଶ୍ର ଯାହାଙ୍କ ରାଶିରେ କାଳସର୍ପ ଯୋଗ ଅଛି, ତାଙ୍କୁ ତାଙ୍କ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ | ଏହି ଯୋଗର ଅପ୍ରୀତିକର ପ୍ରଭାବକୁ ଏଡାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପ୍ରତିକାର ମଧ୍ୟ କୁହାଯାଇଛି | ଯଦି ନାଗପଞ୍ଚାମିରେ ଏହି ପ୍ରତିକାର କରାଯାଏ ତେବେ ଏହା ଆହୁରି ଶୁଭ ହୋଇଯାଏ | ଏଥର ନାଗପଞ୍ଚାମି ୨୦୨୨ ମଙ୍ଗଳବାର, ଅଗଷ୍ଟ ୨ ରେ ପଡୁଛି | କାଳସର୍ପ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ଚାନ୍ଦବାଲିରୁ ଭିତର କନିକା ଯାତ୍ରା ପାଇଁ ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟକୁ ଆଜି ଉଦ୍ଘାଟାନ କରିଛନ୍ତି ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗର ଏସିଏଫ ଶ୍ୟାମା ଭାରତୀ । ଚାନ୍ଦବାଲି ଏଣ୍ଟ୍ରିପଏଣ୍ଟ ରେ ଉନ୍ନତିମୂଳକ କାର୍ଯ୍ୟ ପରେ ପର୍ଯ୍ୟଟକ ମାନେ ସୁବିଧାରେ ଚାନ୍ଦବାରୁ ଭିତରକନିକା ଯାତ୍ରା ପାଇଁ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ ହୋଇଛି, ଏଥିସହ ଚାନ୍ଦବାଲିରୁ ନଦୀ ମଧ୍ୟରେ ୧୭ କ.ମି […]
ଏସ୍.ବାସ୍ତବ:ବିଜେପି ନେତୃତ୍ୱ ଦ୍ୱାରା ମିଶନ ୨୦୨୪ ର ରଣନୀତି ଅନୁଯାୟୀ ସାଂଗଠନିକ ସ୍ତରରେ କରାଯାଉଥିବା ସମସ୍ତ ପରିବର୍ତ୍ତନ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପରିଷଦରେ ନୂଆ ମୁହଁକୁ ନେଇ ସମ୍ପ୍ରସାରଣ ମଧ୍ୟ ରହିଛି। ସଂସଦର ମୋୖସୁମୀ ଅଧିବେଶନ ପରେ ଏହା କରାଯିବା ସମ୍ଭାବନା ରହିଛି। ଜେଡି (ୟୁ) ଏବଂ ଶିବସେନାର ବିଦ୍ରୋହୀ ଦଳ ସମ୍ପ୍ରସାରଣରେ ସ୍ଥାନ ପାଇପାରନ୍ତି। ସରକାରରେ ସହଯୋଗୀମାନଙ୍କଠାରୁ କେବଳ କିଛି କ୍ୟାବିନେଟ ମନ୍ତ୍ରୀ ଅଛନ୍ତି, ଯଦି ମନ୍ତ୍ରୀ ମଣ୍ଡଳ […]


