ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ବିକାଶ ଡିଣ୍ଡିମ ପିଟୁଛନ୍ତି ସରକାର,ସେ ଶିକ୍ଷା ହେଉ ବା ସ୍ୱାସ୍ଥ କିମ୍ବା ଗମନା ଗମନ,ଖାଲି ପ୍ରଚାର ପ୍ରସାରରେ ଆଗୁଆ ।କେଉଁଠି 5 ଟି ସ୍କୁଲ ପାଣିରେ ଭାସୁଛିତ,କେଉଁଠି ବିଜୁ ସ୍ୱାସ୍ଥ କାର୍ଡ ଧରି ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଛନ୍ତି ସାଧାରଣ ଜନତା କେଉଁଠି କେଉଁଠି ରାସ୍ତାର ଆବଶ୍ୟକତା ନଥାଇ ରାସ୍ତା ଉପରେ ରାସ୍ତା କରି ଠିକାଦାର ପୋଷା ଚାଲିଛିତ, କେଉଁଠି ରାସ୍ତା ଖଣ୍ଡେ ପାଇଁ ପ୍ରଶାସନଠୁ […]

ଭୁବନେଶ୍ୱର ୧୪।୦୭ : ରାଜ୍ୟରେ ପୁଣି ଡରେଇଲା କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ୮୦୦ ଟପିଛି କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ।ଗତକାଲି ୭୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ମିଳିଥିବା ସୂଚନା ଅନୁଯାଇ, ଚିହ୍ନଟ […]

ବରଗଡ଼:-୧୨.୭(ବାସ୍ତବ ଟିଭି)ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଲାୟନ୍ସ କ୍ଳବ୍ ଅତାବିରା ର ସଭାପତି ଧିରେନ୍ଦ୍ର ରଥ ଙ୍କ ଅଧ୍ୟକ୍ଷତା ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ପାଖାପାଖି ୮୦ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇ କ୍ଳବ୍ ର ସଦସ୍ୟ ପ୍ରମୁଖ “ବୃକ୍ଷ ହିଁ ଜୀବନ” ବିଷୟରେ ଏକ ବାର୍ତ୍ତା ପ୍ରଦାନ କରି ଆଗକୁ ବହୁ […]

ନାମୋଗୁରୁ ହୋତା(ସୁବର୍ଣପୁର): ଉଲୁଣ୍ଡା ବ୍ଲକ ସ୍ଥିତ ଚଢ଼େଇପଙ୍କ ପଞ୍ଚାୟତ ଶିଖା ଇକୋ ଭିଲେଜ ଅନ୍ତର୍ଗତ ହେପି ହେଣ୍ଡ ସ୍କୁଲ ଫର ଦି ଡେଫ କୁ ଭାରତର ବିଭିନ୍ନ ପ୍ରଦେଶ ରୁ ପ୍ରତିଷ୍ଠିତ ମୁକବଧିର ଯୁବକ ମାନେ ପରିଦର୍ଶନ ରେ ଆସିଥିଲେ। ଯୁବକ ମାନେ ମୁକବଧିର ହୋଇ ମଧ୍ୟ ବିଭିନ୍ନ ଚାକିରୀ ଏବଂ ବ୍ୟବସାୟ କରି ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ହେପି ହେଣ୍ଡସ ସ୍କୁଲ ର କୁନି କୁନି ପିଲାମାନେ ସେହି […]

ଏସ.ବାସ୍ତବ:ଜୀବନ କେତେବେଳେ କେଉଁ ଦୃଶ୍ୟ ଦେଖାଇବ, କିବା କେମିତି ଜାଣିବ | ସ୍ତ୍ରୀ ମଠାରୁ ସିନ୍ଦୁର ପୋଛି ସଂଖାକୁବି ଭାଙ୍ଗି ଦେଇଥିଲା | ବଡ ପୁଅ ସଞ୍ଜୟ ଦାସ ସାଂସାରିକ ରୀତି ନୀତିରେ,କରିଥିଲେ ଦସକ୍ରିୟ,ଦେଇ ଥିଲେ ପ୍ରୀତି ଭୋଜନ |ହେଲେ ସବୁ ଯେମିତି ଓଲଟ ପାଲଟି ହୋଇଗଲା | ୨୬ ବର୍ଷ ପୂର୍ବେ ତାଙ୍କ ଘରୁ ନିଖୋଜ ହୋଇଯାଇଥିବା ସ୍ଵପ୍ନେଶ୍ଵର ଦାସ ମୃତ ନୁହେଁ ବୋଲି ହଠାତ୍ ଜାଣିବାକୁ ପାଇଲେ […]

ଭୁବନେଶ୍ବର:ପୁଣି ଡରେଇଲା କରୋନା,ଏବେ କୋଭିଡ୍ ରେଡ୍ ଜୋନରେ ରାଜ୍ୟର ତିନିଟି ମୁଖ୍ୟ ସହର ରହିଛି ।ରାଜ୍ୟ ସରକାରଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାଇ କୋଭିଡ୍ ରେଡ୍ ଜୋନକୁ ଫେରିଛି ରାଜଧାନୀ ।ଏହା ବ୍ୟତିର ପୁରୀ ଓ କଟକ ଜିଲ୍ଲା ବି ରେଡ୍ ଜୋନରେ ସାମିଲ ହୋଇଛି। ରାଜଧାନୀ ଭୁବନେଶ୍ବରରେ ଟିପିଆର ରେଟ୍ ୧୦.୬ ରହିଛି। ଏଣେ କଟକରେ ଏହା ୮.୧ ଓ ପୁରୀରେ ୭.୭ ରହିଛି। ଭୁବନେଶ୍ବରରେ କୋଭିଡ କଟକଣାକୁ […]

ପ୍ରମୋଦ ନାୟକ(ଭୁବନେଶ୍ୱର):ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ମଙ୍ଗଳବାର ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ। ଓଡ଼ିଶାର ସ୍ୱାଭିମାନ.ତାଙ୍କ ପାଇଁ ପ୍ରତ୍ୟେକ ଓଡିଆ ଗର୍ବିତ। ଓଡିଶାର ସବୁ ଭୋଟ ତାଙ୍କ ପାଖକୁ ଯିବା […]

ଡ଼. ନବକିଶୋର ମିଶ୍ର ଶାସ୍ତ୍ର ଅନୁଯାୟୀ, ଶନି ଦେବ ଜ୍ୟେଷ୍ଠ ମାସର ଅମାବାସ୍ୟାରେ ଜନ୍ମଗ୍ରହଣ କରିଥିଲେ। ଏହି ବର୍ଷ ଶନି ଜୟନ୍ତୀ ୩୦ ମଇରେ ଅର୍ଥାତ ଆଜି | ଜ୍ୟୋତିଷ ଶାସ୍ତ୍ରରେ ଶନି ଜୟନ୍ତୀର ବିଶେଷ ମହତ୍ତ୍ୱ ରହିଛି | ଶନି ଜୟନ୍ତୀ ଉପରେ ଚଳିତ ବର୍ଷ ସର୍ବାର୍ଥ ଯୋଗ ମଧ୍ୟ ସୃଷ୍ଟି ହୋଇଛି | ଶନି ଦୋଶରେ ପୀଡିତ ଲୋକଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି […]

Pin It on Pinterest