ସଂଜୟ ଶତପଥୀ(କଟକ):ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟା ତଥା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବାରୁ ରାଜ୍ୟ ବ୍ୟାପି ବିଜେପି ର ଆନ୍ଦୋଳନ ଡାକରାରେ କଟକରେ କଟକ ନଗର ବିଜେପି ତରଫରୁ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଅପାରଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀ କରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରାଯାଇଥିଲା। ସଭାରେ […]
Odia News
ସସ୍ମିତା ପଣ୍ଡା ତୁମେ ସରି ସରି ଯାଉଥିବା ବେଳେଫେରିବାର ବାହାନା….ତଟିନୀ ତୁଠର ସ୍ମୃତି କି ଅନୁଭୂତିଅଗଣାକୁ ଢାଙ୍କି ଥିବା ନିର୍ମଳ ଆକାଶବାରମ୍ବାର ଭୋଗୁଥିବାଅଭିମାନ ଆଉ ଅଭିଯୋଗତଥାପି ତୁମ ରମ୍ୟକଳାରେମୁଁ ମୋହମନା ।। ଚିରା ଚିଠି ଅପବାଦରେଜୀବନର ନିର୍ଯ୍ୟାସ….ଅଟକ ବନ୍ଦୀରେ ଧାଡ଼ି ଧାଡ଼ି ଅବଶୋସଟିପେ ଟିପେ ମିଶାଣ ଫେଡାଣତିଳଚିହ୍ନରେ ସ୍ମୃତିର ଫଗୁଣରଙ୍ଗଣୀରୁ ରାଣୀ ହେବାକୁସାତସିଆଁ ଅନୁଭବରେଅଦମ୍ୟ ପ୍ରୟାସଖାସ୍…. ତୁମେ ମୋ ଇଚ୍ଛାକୁ ସାଇତିଛ ବୋଲି ।। କଟିକଟା, କଟକ
ମନୋଜ ମହାନ୍ତି(ଭୁବନେଶ୍ବର):ଆସନ୍ତା ୧୮ ତାରିଖରେ ମହାଶିବରାତ୍ରୀ । ଏଥିପାଇଁ ଆଜି ପ୍ରଭୁ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ହୋଇଛି । ସୂଚନା ମୁତାବକ ରାତି ୧୦ଟାରେ ମହାଦୀପ ଉଠିବ । ଏହାପରେ ଭକ୍ତିମାନେ ରାତି ୧୦ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିପାରିବେ । ନିର୍ଘଣ୍ଟ ହୋଇଥିବା ନୀତି ମୁତାବକ ପ୍ରଭୁ ଲିଙ୍ଗରାଜଙ୍କର ରାତି ୩ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯିବ । ଏହାପରେ ଭୋର ସାଢେ […]
ସଂଜୟ ଶତପଥୀ(କଟକ):ଆଜି ଫେବୃୟାରୀ ୧୪ ତାରିଖରେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରୁଥିବା ଅଧୂକାଂଶ ଯୁବପିଢି “ପ୍ରେମ ଦିବସ” ବା ଭାଲେଣ୍ଟାଇନ୍ ଡେ ପାଳନ କରୁଥିବା ବେଳେ କଟକ ସହରର ଖ୍ୟାତନାମା ବଜାର ଉପରତେଲେଙ୍ଗା ବଜାର ରେ ବିଗତ ୪ ବର୍ଷ ପୂର୍ବରୁ ବହୁଚର୍ଚ୍ଚିତ ଲୋମହର୍ଷଣକାରୀ ପୁଲ୍ଓ୍ବାମା ରେ ସହିଦ୍ ହୋଇଥୂବା ଭାରତର ବୀର ଜବାନ୍ ମାନଙ୍କ ଉଦ୍ଦେଶ୍ୟରେ ବଜାରର ଯୁବକମାନଙ୍କ ଦ୍ୱାରା “ବଳିଦାନ” ଦିବସ ପାଳନ ଅବସରରେ ଦିବଂଗତ ବୀର […]
ପ୍ରମୋଦ ନାୟକ(ଭୁବନେଶ୍ବର):ପୁରୀ ଶ୍ରୀମନ୍ଦିର ରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ଦିଲ୍ଲୀରୁ ଫେରିବା ପରେ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିଜୟ ପଟ୍ଟନାୟକ। ଏହାପରେ କଂଗ୍ରେସ ରେ ନୂଆ ରାଜନୈତିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ପୁରୀ ଶ୍ରୀମନ୍ଦିର ଯାଇ ଦର୍ଶନ କରିଥିଲେ। ଓଡ଼ିଶାର ବିକାଶ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ। ଏହା ସହିତ ଓଡ଼ିଶାର […]
ବାସ୍ତବବ୍ୟୁରୋ(ନୟାଗଡ଼): ୧୨ /୦୨-ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ସ୍ଥିତ ମଧୁବନ ମିନି ଷ୍ଟାଡିୟମ ଠାରେ ଗତ ପାଞ୍ଚ ତାରିଖ ଠାରୁ ଆରମ୍ଭ ହୋଇଥିବା ୪ର୍ଥ ରାଜ୍ୟ ସ୍ତରୀୟ ମହେନ୍ଦ୍ର ସ୍ଵାଇଁ ମେମୋରିଆଲ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ବିପୁଳ ଉତ୍ସାହର ସହିତ ଉଦ୍ଯଯାପିତ ହୋଇ ଯାଇଛି। ମହାନାୟକ ମହେନ୍ଦ୍ର ସ୍ଵାଇଁ ସ୍ମୃତି ପରିଷଦ ଏବଂ ଖଣ୍ଡପଡା ସ୍ପୋର୍ଟସ ଏକାଡେମୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ଯୁବନେତା […]
ବାସ୍ତବବ୍ୟୁରୋ(ଅନୁଗୁଳ): ଅନୁଗୁଳସ୍ଥିତ ନାଲକୋ ସ୍ମେଲ୍ଟର ଏଵଂ ପାୱାର କମ୍ପ୍ଲେକ୍ସର ଅଫିସର ସଙ୍ଘର ବାର୍ଷିକ ସାଧାରଣ ବୈଠକ (AGM) ତଥା ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ସଭାରେ ସଭାପତିତ୍ବ କରିଥିଲେ ସଂଘର ସଭାପତି ପ୍ରସନ୍ନ କୁମାର ମଲ୍ଲିକ।ସାଧାରଣ ସମ୍ପାଦକ ନଳିନୀକାନ୍ତ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିବାବେଳେ,ସଂଘର କୋଷାଧ୍ୟକ୍ଷ ଗୌତମ କୁମାର ନାୟକ ସଂଘର ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ । ଏହି ବୈଠକରେ ସଂଘର କାର୍ଯ୍ୟନିର୍ବାହୀ ସମିତିର […]
ନିହାର ପରିଡା(କେନ୍ଦ୍ରାପଡ଼ା): ୦୮-୦୨-୨୩-କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଜଳସମ୍ପଦ ବିଭାଗ ତରଫରୁ ଛତା ସ୍ଥିତ ସହକାରୀ ନିର୍ବାହୀଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଏଜିଏମ ଅଶୋକ କୁ ଆଚାର୍ଯ୍ୟ,ଜିଲ୍ଲା ପରିଷଦ ଅଧକ୍ଷା ଗୀତାଞ୍ଜଳୀ ସେଠୀ, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଜଳସେଚନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସେଠୀ ଓ ଜଳସେଚନ ୨ […]
ନିହାର ପରିଡା(କେନ୍ଦ୍ରାପଡା):୦୮/୦୨ଉତ୍କଳ ଭାରତୀ ଡକ୍ଟର କୁନ୍ତଳା କୁମାରୀ ସାବତଙ୍କ ୧୨୨ ତମ ଜୟନ୍ତୀ କେନ୍ଦ୍ରାପଡା ସହରର ଅର୍ବାନ୍ ବ୍ୟାଙ୍କ ପାର୍ଶ୍ଵ ପ୍ରତିମୂର୍ତ୍ତି ସ୍ଥଳରେ ପାଳିତ ହୋଇ ଯାଇଛି। କୁନ୍ତଳା କୁମାରୀ ସାବତ ପ୍ରତିଭା ପୂଜା ସମିତିର ସଭାପତି ଆଡଭୋକେଟ କୁଞ୍ଜବିହାରୀ ପରିଡ଼ା ଙ୍କ ଅଧ୍ୟକ୍ଷତାରେ ତଥା ରାଜଶ୍ରୀ ଓ ଉତ୍କଳ ଭାରତୀର ସମ୍ପାଦକ ଆଶୁକବି ହେମନ୍ତ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ଜନନାୟକ ବିଜୟ କୁମାର ମହାପାତ୍ର […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୦୮/୦୨/୨୦୨୩-ଚାନ୍ଦବାଲି ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ ଅଧୀନରେ ଥିବା ୬ଟି ଥାନା ଓ ୩ଟିଫାଣ୍ଡି ଏବେ ଚୋରା କୋଇଲା କାରବାର ପେଣ୍ଠ ସ୍ଥଳୀ ପାଲଟିଛି, ପ୍ରତିଦିନ ଧାମରା ରେଳ ପଥରୁ ଚୋରା କୋଇଲା ମାଫିଆ ମାନେ ପିକପ ଭ୍ୟାନ ଓ ଟ୍ରକ ମାଧ୍ୟ୍ୟମରେ ଅବାଧରେ କାରବାର କରୁଛନ୍ତି, ଏକଥା ଯେ ପୋଲିସ ନଜରରେ ନାହିଁ ତା ତାହା କହିବା ନିରର୍ଥକ, ସବୁ ମିଲି ଭଗତରେ ଆରମ୍ଭ ହୋଇଛି l […]


