ସଂଜୟ ଶତପଥୀ(କଟକ): ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମଣାକୁଦ,କୁଦପାଟଣାସ୍ଥିତ ପ୍ରସିଦ୍ଧ ଗ୍ରହରାଜ ଶନିଦେବଙ୍କ ପ୍ରଥମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ଦିନ ଜଳଯାତ୍ରା, ଘଟ ଆନୟନ ଓ ମଣ୍ଡଳ କରଣ ଆଦି ସମାପନ ପରେ ସନ୍ଧ୍ୟାରେ ଘୋଡ଼ାନାଚ, ଗଣେଶ ଓ ଶନି ନୃତ୍ୟ ସମେତ ବିଶିଷ୍ଟ କଳାକାରଙ୍କ ଦ୍ଵାରା ଭଜନ ସନ୍ଧ୍ୟା ପରିବେଷଣ କରାଯାଇଥିଲାବେଳେ ଦେବ ସେନାପତିଙ୍କର ଭଜନ ଜଣାଣ ଉପସ୍ଥିତ ଦର୍ଶକଙ୍କୁ ବହୁ ଆକର୍ଷିତ […]

ସଂଜୟ ଶତପଥୀ(କଟକ): କଟକର ତୁଳସୀପୁର ସ୍ଥିତ ପୁରାତନ ତଥା ଖ୍ୟାତନାମା ଓଡ଼ିଶା ପୋଲିସ୍ ହାଇସ୍କୁଲ ପରିସରରେ କଟକ ଜିଲ୍ଲାପାଳ ଶ୍ରୀଯୁକ୍ତ ଭିନିତ୍ ଭରଦ୍ୱାଜ (ଭା.ପ୍ର.ସେ) ଙ୍କ ସଭାପତିତ୍ବରେ ଜିଲ୍ଲା ସ୍ତରୀୟ “ଶିକ୍ଷକ ପୁରସ୍କାର ସମ୍ମାନ” ମହାସମାରୋହରେ କଟକ ଜିଲ୍ଲା ର ସମସ୍ତ ଶିକ୍ଷାନୁଷ୍ଠାନ ର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୂଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁବାସ ସିଂ, […]

ସଂଜୟ ଶତପଥୀ(କଟକ): ଆଜି Our Slaplings Play Schoolକଟକର ପ୍ରଥମ ବାର୍ଷିକୋତ୍ସବ “ମୁସ୍କାନ୍” ମହାସମାରୋହରେ କଟକ ର ବାରବାଟୀ ଷ୍ଟାଡିୟମ ର ଓଡ଼ିଶା କ୍ରିକେଟ ଆସୋସିଏସନ୍ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ବାରବାଟୀ -କଟକ ର ମାନନୀୟ ବିଧାୟକ ଇଂ ମହମ୍ମଦ ମୋକିମ୍ ମୂଖ୍ୟ ଅତିଥି ଭାବେ ଓ ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ପ୍ରାକ୍ତନ ସମ୍ପାଦକ ଶ୍ରୀ ଆର୍ଶୀବାଦ ବେହେରା ସମ୍ମାନିତ […]

ଆଦିତ୍ଯବେହେରା(ଭୁବନେଶ୍ବର): ଯେତିକି ଯେତିକି ପାଖେଇ ଆସୁଛି ନିର୍ବାଚନ,ସେତିକି ବଢୁଛି ଯୋଜନା ଓ ଘୋଷଣା ପର୍ବ ।ଏହି ପର୍ଯ୍ୟାୟରେ କଳାକାରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାକାର ମାନଙ୍କ ହିତକୁ ଦୃଷ୍ଟିରେ ରଖି ଆଜି “ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା”ରେ କଳାକାର ମାନଙ୍କ ସହାୟତା ରାଶି ବୃଦ୍ଧି ଘୋଷଣା କରିଛନ୍ତି। ଏହି ନୂଆ ଘୋଷଣା ଅନୁଯାୟୀ, ହିତାଧିକାରୀ ମାନେ ଏବେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ। ୮୦ […]

ସଂଜୟ ଶତପଥୀ(କଟକ): କଟକର ବକ୍ସି ବଜାରସ୍ଥିତ ଓ୍ବାଇ.ଏମ୍.ସି.ଏ.ର ସମ୍ମିଳନୀ କକ୍ଷରେ ସାଧାରଣ ବୀମା ପେନସନର୍ସ ସଂଘ, ଓଡ଼ିଶା ଶାଖା ପକ୍ଷରୁ ବିଭିନ୍ନ ଦାବୀ ନେଇ ଏକ ଅଧିବେଶନର ଆୟୋଜନ ହୋଇଯାଇଛି। ସର୍ବଭାରତୀୟ ପେନସନର୍ସ ଫେଡେରେସନ୍ ର ସାଧାରଣ ସଚିବ ଉଦୟନ୍ ବାନାର୍ଜୀ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ସାଧାରଣ ପେନସନଧାରୀ ମାନେ ବିଭିନ୍ନ ସମସ୍ୟା ନେଇ ଗତି କରୁଥୂବା ବେଳେ ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର […]

ନର୍ଲା୧୪/୦୨/୨୪(ସନ୍ତୋଷ ପାତ୍ର):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଠାରେ ଆଦିବାସୀ ତଥା କୁଟିଆ କନ୍ଧ ମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ କେ.କେ.ଡି.ଏ ସଂସ୍ଥା କାର୍ଯ୍ୟାଳୟ ରହିଥିବା ବେଳେ ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ରୁ ତାହାକୁ ଦୃଷ୍ଟିରେ ରଖି ଆଦିବାସୀଙ୍କ ଉନ୍ନତି ମୂଳକ କାର୍ଯ୍ୟ ସୂଚାରୁ ରୂପେ କର୍ଯ୍ୟ ତୁଲାଇଥିବା ବ୍ଳକ୍ ଓ ଜିଲ୍ଲା ପ୍ରଶାସନ ଅଧିକାରୀ ମାନେ ବାହାବାହା ନେଉଥିବା ବେଳେ ଠିକ୍ […]

୨୦୨୪ବର୍ଷର କ୍ୟାଲେଣ୍ଡର ଉନ୍ମୋଚନ ସଭାରେ ନେତୃତ୍ୱଙ୍କ ଘୋଷଣା। ସଂଜୟଶତପଥୀ(କଟକ): ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀ ଙ୍କ ନାୟୋଚିତ ଦାବିଗୁଡିକୁ ଅଗ୍ରାଧିକାର ଦେଇ ସମାଧାନ କରିବାକୁ କ୍ୟାଲେଣ୍ଡର ଉନ୍ମୋଚନ ସଭାରେ କର୍ମଚାରୀ ନେତୃତ୍ୱ ମାନେ ବକ୍ତବ୍ୟ ରଖିଥିବା ବିଷୟ ଜିଲ୍ଲା ସଭାପତି ବିଭୁତି ଭୂଷଣ ମିଶ୍ର, କାର୍ଯ୍ୟକାରୀ ସଭାପତି ଭାନୁମତି ମହାନ୍ତି, ସମ୍ପାଦକ ବିମଳ କୁମାର ରାଉତ ଓ କୋଷାଧ୍ଯକ୍ଷ ବିକାଶ ଚନ୍ଦ୍ର ମହାପାତ୍ର ଏକ ପ୍ରେସ ନୋଟ ରେ […]

ନୂଆଦିଲ୍ଲୀ: ସବୁ କଳ୍ପନାର ଅନ୍ତ ଘଟାଇ ଶେଷରେ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖ୍ୟ ଜୟନ୍ତ ଚୌଧୁରୀ ଯୋଗ ଦେଲେ ଏନଡିଏରେ। କେନ୍ଦ୍ର ସରକାର ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ଘୋଷଣା କରିବା ପରେ, ଜୟନ୍ତ ଚୌଧୁରୀ ଇଣ୍ଡି ମେଣ୍ଟ ଛାଡି ବିଜେପି ନେତୃତ୍ୱାଧୀନ ଏନଡିଏ ରେ ଯୋଗ ଦେବେ ବୋଲି ଗତ କିଛି ଦିନ ହେବ ଚର୍ଚ୍ଚା ଚାଲିଥିଲା। ଶେଷରେ ସେହି ଚର୍ଚ୍ଚା ସତରେ ପରିଣତ ହୋଇଛି। […]

ଆଦିତ୍ଯ ବେହେରା(ଭୁବନେଶ୍ୱର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡିଶା ସରକାର ଯୋଜନା କରନ୍ତି। 5T ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ […]

ଆଦିତ୍ଯ ବେହେରା(ଭୁବନେଶ୍ବର):ପାଖେଇ ଆସୁଛି ସାଧାରଣ ନିର୍ବାଚନ ।ବଢୁଛି ରାଜନୈତିକ ଉଷ୍ମତା।ସଜାଗ ହେଲେଣି ସବୁ ରାଜନୈତିକ ଦଳ। ଗତ ୧୫ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତରେ ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଥର ଯାଇ ସାରିଛନ୍ତି। ଆଜି ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ସମ୍ବଲପୁର ଜିଲ୍ଲା ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ଚାରମାଲରେ ହେବାକୁ ଥିବା ଓଡି଼ଶା କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ […]

Pin It on Pinterest