ନମୋଗୁରୁ ହୋତା(ସୁବର୍ଣ୍ଣପୁର): ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଛଅଗୋଟି ବ୍ଲକର ୪୩ଟି 5T ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୧ଟି 5T ହାଇସ୍କୁଲ ଲୋକାର୍ପିତ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ବ୍ଲକରେ ୪୧ଟି 5T ହାଇସ୍କୁଲ ରୂପାନ୍ତରଣର ଲୋକାର୍ପଣ ହୋଇସାରିଛି । ଗୁରୁବାର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେସିଂ ଜରିଆରେ ସୋନପୁର ବ୍ଲକ ସାଗରପାଲି […]
Odia
ଜୟନ୍ତ ଶତପଥୀ(ଡେରାବିଶ): ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଚାନ୍ଦୋଳ ଗ୍ରାମରେ, ପ୍ରଭୁ ଶ୍ରୀ ନୃସିଂହ ଠାକୁରଙ୍କ ଜନ୍ମ ଉତ୍ସବ ମହା ଆଡମ୍ବର ସହ ପାଳନ ହୋଇଯାଇଛି । ପ୍ରତ୍ୟୁଷରୁ ପ୍ରଭୁଙ୍କର ସ୍ନାନ, ମଙ୍ଗଳ ଆଳତୀ, ଧୂପ, ଦୀପ ଓ ନୈବିଦ୍ୟ ଲାଗି ହୋଇଥିଲା, ପରେ ଠାକୁରଙ୍କ ଜନ୍ମ ଉତ୍ସବ ଓ ହୋମ ଯଂଜ୍ଞ, ରୀତି, ନୀତି ଅନୁସାରେ ପୁରୋହିତ ଙ୍କ ଦ୍ୱାରା ସମାପନ ହୋଇଥିଲା।ନିକଟସ୍ଥ ଦଶଗୋଟି ପଞ୍ଚାୟତ ରେ ନୃସିଂହ […]
ଜୟନ୍ତ ଶତପଥୀ(ଡେରାବିଶ): ଲୋକଙ୍କ ପାଖରେ ସବୁ ପ୍ରକାର ସୁବିଧା ପହଞ୍ଚିବା ଲକ୍ଷରେ ପ୍ରଶାସନ ପ୍ରତି ପଞ୍ଚାୟତ ରେ ଏହି କାର୍ଯ୍ୟକ୍ରମ ଆୟୋଜକ କରୁଅଛି, ଅସହାୟ, ବୃଦ୍ଧ, ବୃଦ୍ଧା ମାନେ ପଇସା ଓ ବୟାସଧିକ ହେତୁ ବ୍ଲକ ପର୍ଯ୍ୟନ୍ତ ଯାଇ ପାରନ୍ତି ନାହିଁ ତେଣୁ ଏହି କାର୍ଯ୍ୟକ୍ରମ ଦ୍ୱାରା ସୁଫଳ ପାଇ ପାରୁଛନ୍ତି । ଏହି କାର୍ଯ୍ୟକ୍ରମରେ, ସମୁଦାୟ ଅଣା ଅଶି ଜଣ ଅଭିଯୋଗକାରୀ ଆବେଦନ କରିଥିଲେ, ସର୍ବାଧିକ ଅଭିଯୋଗ ପ୍ରଧାନମନ୍ତ୍ରୀ […]
ବାସ୍ତବ ବ୍ୟୁରୋ: ଆଗାମୀ ୬ ତାରିଖ ବେଳକୁ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି ଏବଂ ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ପୂର୍ବାନୁମାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ପାଗ ମେଘୁଆ ରହିବା ସହ ବିଭିନ୍ନ […]
ବାସ୍ତବ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଥିବା ବେଳେ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଆଜି ଦଳର ଝାରସୁଗୁଡ଼ା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ କୁମାର ମିଶ୍ର। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ସଭାପତି ପଦ ଛାଡ଼ିଥିଲେ ହେଁ ସେ ଏବେବି ଦଳର ପ୍ରାଥମିକ ସଦସ୍ୟ ଥିବା ସ୍ପଷ୍ଟ […]
ନବୀନ ଦାଶ(ବରଗଡ) :ମୃତ୍ୟୁର ପଥ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ରେ ଦୁର୍ଘଟଣା। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଛକ ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ରେ ଦୁର୍ଘଟଣା।ଜଣେ ଗୁରୁତର ହେବା ସହ ଅନ୍ୟ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କୁ ବୁର୍ଲା ଡାକ୍ତର ଖାନା କୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।
ସଂଜୟ ଶତପଥୀ(କଟକ): ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ।ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଚୈ।ଦ୍ବାର ର ମଙ୍ଗରାଜପୁର ବେରଣାସ୍ଥିତ ନନ୍ଦିଗ୍ରାମ ବୃଦ୍ଧ ଗୋ ସେବାଶ୍ରମ ରେ ୫୦୦୦ ଗୋ ଖାଦ୍ୟ ଲାଗି ଘାସ ଚାରା ରୋପଣ କରାଯାଇଛି। ଏହି ଆଶ୍ରମ ର ପ୍ରାରମ୍ଭ ରୁ ପ୍ରାୟ ୧୩୦ ବୃଦ୍ଧ,କ୍ଷତବିକ୍ଷତ, ବୟସ୍କ ରୋଗୀଣା ଗାଈଗୋରୁ ମାନଙ୍କୁ ସେବାଶୂଶ୍ରୁଷା କରି ରାଜ୍ୟରେ ଗୋ ସମ୍ପଦ ସୁରକ୍ଷା କରିବା ଦିଗରେ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି। […]
ମୋହାଲି: ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନ ପାଇଁ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଆଇପିଏଲ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର ୨୫୭ରନ ସଂଗ୍ରହ କରିପାରିଛି । ଏଥିସହିତ ଏଲଏସଜି ଏହି ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୫୬ରନରରେ ପରାସ୍ତ କରିଛି । ଶିଖର ଧୱନଙ୍କ ପଞ୍ଜାବ ଦଳ, ୨୫୮ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ । ପ୍ରଥମ ଦୁଇଟି ୱିକେଟ ସହଳ ହରାଇଥିଲେ ମଧ୍ୟ ଅଥର୍ବ ତାଡ଼େ ଓ ସିଙ୍କନ୍ଦର ରାଜାଙ୍କ ପ୍ରଦର୍ଶନ […]
ବାସ୍ତବବ୍ୟୁରୋ: ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହଙ୍କ ଗସ୍ତ ପୂର୍ବରୁ ହିଂସାକାଣ୍ଡ ସଙ୍ଗଠିତ ହେବାରୁ ଚୁରାଚାନ୍ଦପୁର ଜିଲ୍ଲାରେ ମଣିପୁର ସରକାର ଜନସମାବେଶ ଉପରେ ନିଷେଧାଜ୍ଞା ଜାରି କରିବା ସହିତ ଇଣ୍ଟର୍ନେଟ୍ ସେବା ବନ୍ଦ ରଖିଛନ୍ତି। ସୂଚନାଯୋଗ୍ୟ, ଆଜି ମଣିପୁରର ମୁଖ୍ୟମନ୍ତ୍ରୀ ଚୁରାଚାନ୍ଦପୁର ଜିଲ୍ଲା ଗସ୍ତରେ ଆସି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥାଆନ୍ତେ। କିନ୍ତୁ, ଗୁରୁବାର ଦିନ ଦଳେ ଉତ୍ତ୍ୟକ୍ତ ଜନତା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ। ସଂରକ୍ଷିତ […]


