ସଂଜୟ ଶତପଥୀ: ଭାରତୀୟ ମଜଦୁର ସଂଘର ସର୍ବଭାରତୀୟ ଉପ-ସଂଗଠନ ସମ୍ପାଦକ ଶ୍ରୀ ଗଣେଷ ପ୍ରସାଦ ମିଶ୍ର କଟକ ଗସ୍ତ କରିଛନ୍ତି । କଟକ ଗସ୍ତ ସମୟରେ ସିଡିଏ ସ୍ଥିତ ଭାରତୀୟ ମଜଦୁର ସଂଘର କାର୍ଯ୍ୟାଳୟ ଠାରେ ଭାରତୀୟ ମଜଦୁର ସଂଘ ସହବନ୍ଧିତ ଶ୍ରମ ସଂଗଠନ ଗୁଡ଼ିକର କର୍ମକର୍ତ୍ତା ମାନଙ୍କୁ ଭେଟି ସାମ୍ପ୍ରତିକ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ । ସଂମ୍ପ୍ରତି ଦେଶର ପରିସ୍ଥିତି ଯୋଗୁଁ ଶ୍ରମିକ ମାନେ ନିଜର ଅଧିକାରକୁ […]
Odia
ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲାରେ ଅବାଧ,ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଏକକାଳୀନ ସାଧାରଣ ନିର୍ବାଚନ କରିବା ଲାଗି ଜିଲ୍ଲା ପ୍ରଶାସନ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି।ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋଏଲ ଙ୍କ ନେତୃତ୍ତ୍ୱରେ ବରଗଡ଼ ସଂସଦୀୟ କ୍ଷେତ୍ର ଏବଂ ୦୧- ପଦ୍ମପୁର,୦୨-ବିଜେପୁର,୦୩- ବରଗଡ଼,୦୪-ଅତାବିରା ଏବଂ ୦୫-ଭଟଲି,ବିଧାନ ସଭା ନିର୍ବାଚନ ମଣ୍ଡଳୀର ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀ,ସାଧାରଣ ପର୍ଯ୍ୟ ବେକ୍ଷକ ଏବଂ ସମସ୍ତ ରିଟର୍ଣ୍ଣିଙ୍ଗ ଅଧିକାରୀଙ୍କ ଉପସ୍ଥିତିରେ […]
ବ୍ରହ୍ମପୁର: ବ୍ରହ୍ମପୁର ସହର ପାଇଁ ନିର୍ବାଚନୀ ସଙ୍କଳ୍ପପତ୍ର ଉନ୍ମୋଚନ କଲେ ଶ୍ରୀଯୁକ୍ତ ଶିଵଶଙ୍କର ଦାଶ। ସହର ଓ ସହରବାସୀ ଙ୍କ ସମସ୍ୟା ଉପରେ ଆଲୋକପାତ କରି କ୍ଷୋଭ ପ୍ରକାଶ କରିବା ସହିତ ସେ’ ବିଜୟ ହାସଲ କଲେ ସହରର ପ୍ରତ୍ୟେକ ଅଞ୍ଚଳ ବୁଲିବେ ଓ ଲୋକଙ୍କ ସହିତ ସିଧା ଆଲୋଚନା କରି ସମସ୍ୟାର ସମାଧାନ କରିବେ ବୋଲି ଜଣାଇଛନ୍ତି ଶ୍ରୀଯୁକ୍ତ ଦାଶ। ବ୍ରହ୍ମପୁର ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ କେ.ଅନୀଲ […]
ପରଜଙ୍ଗ(୦୭/୦୫/୨୦୨୪): ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡ଼ାହାଡ଼ ବ୍ଲକ ମରୁଆବିଲି ଗ୍ରାମପଞ୍ଚାୟତ ର ବିଜେପି ଦଳ ର ,୩୦ ଜଣ କର୍ମୀ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଏବଂ ମାନ୍ୟବର ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ ନିର୍ମଳ ଭାବମୂର୍ତ୍ତି ଓ କାର୍ଯ୍ୟଦକ୍ଷତା ରେ ଅନୁପ୍ରାଣିତ ହୋଇ ଆଜି ବିଜେପି ଦଳ ଛାଡ଼ି ବିଜୁ ଜନତା ଦଳରେ ଡିହଡୋଳ ସ୍ଥିତ ବାସଭବନ ଠାରେ ଯୋଗଦାନ କଲେ ।ମାନ୍ୟବର […]
ମନୋଜ ମହାନ୍ତି(ଭୁବନେଶ୍ବର): ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଖୋର୍ଦ୍ଧାର ପୁର୍ବଥର ର ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତ ରାୟ। ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଛନ୍ତି। ହେଲେ ଏହାପରେ କାଳୁ କେଉଁ ଦଳକୁ ଯିବେ ନା ସ୍ବାଧୀନ ପ୍ରାର୍ଥୀ ଭାବେ ଲଢେଇ କରିବେ ସେ ନେଇ କିଛି ଜଣାପଡି ନାହିଁ। ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଗତଥର କାଳୁ […]
ସଂଜୟ ଶତପଥୀ(କଟକ): କଟକ ସୂତାହାଟ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କଳିଙ୍ଗ ସୋସିଆଲ ଓ୍ବାର୍କସ୍ କମିଟି ପକ୍ଷରୁ କଟକର ଷ୍ଟିଓ୍ବାର୍ଟ ବିଜ୍ଞାନ ମହାବିଦ୍ୟାଳୟ ସମ୍ମୁଖରେ ଏକ ଜଳଦାନ କେନ୍ଦ୍ରର ଆୟୋଜନ କରାଯାଇ, ରାସ୍ତା ରେ ପ୍ରଚଣ୍ଡ ରୌଦ୍ରତାପରେ ଯାତାୟାତ କରୁଥିବା ପଥଚାରୀ ମାନଙ୍କୁ ଜଳଦାନ କରାଯାଇଥିଲା। ଅନୁଷ୍ଠାନ ର ସଭାପତି ଶ୍ରୀ ମହମ୍ମଦ ନିୟାଜ୍ ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଜନସେବା କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ ସଦସ୍ୟ […]
ବରଗଡ:-୨୯.୪(ନବୀନ କୁମାର ଦାଶ)ସ୍ଵାଧୀନତା ର ୭୬ବର୍ଷ ପରେ ବି ରଙ୍ଗହୀନ ରଙ୍ଗମାଟିଆ।ବରଗଡ ଜିଲ୍ଲା ଅତାବିରା ବ୍ଲକ ଲହଣ୍ଡା ପଞ୍ଚାୟତ ଘଞ୍ଚ ଅରଣ୍ୟ ଭିତରେ ଚାନ୍ଦିଲି ଡୁଙ୍ଗୁରି ପାହାଡ଼ ର ପାଦ ଦେଶରେ ବାପ ଅଜା ଅମଳରୁ ଅବସ୍ଥାପିତ ରଙ୍ଗମାଟିଆ ପଡ଼ା ରେ ପାଖାପାଖି ୩୦ପରିବାର ରହି ଆସୁଥିବା ବେଳେ ସ୍ୱାଧୀନତା ୭୬ ବର୍ଷ ପରେ ବି ପଡ଼ାକୁ ରାସ୍ତା ଟିଏ ନଥିବାବେଳେ ପଡାବାସୀ ଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ […]
ସଂଜୟ ଶତପଥୀ(କଟକ): କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଙ୍କୁ ସୁପ୍ରିମ କୋର୍ଟରୁ ଜାମିନ ମିଳିଛି ସତ,ହେଲେ ନିର୍ବାଚନରେ ପ୍ରାର୍ଥୀ ହୋଇ ପାରିବେ ନାହିଁ । ORHDC ର ଦୁର୍ନୀତି ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ । ମୋକିମଙ୍କ ସ୍ୱତନ୍ତ୍ର ଲିଭ୍ ଆପଲିକେସନ କୁ ଗ୍ରହଣ କରି ରାଜ୍ୟ ଭିଜିଲାନ୍ସକୁ ନୋଟିସ ଜାରି କରିଛନ୍ତି ସୁପ୍ରିମ କୋର୍ଟ । ଏହା ସହିତ ତଳ କୋର୍ଟ […]
ସଂଜୟ ଶତପଥୀ(କଟକ): ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅତିଷ୍ଠ ହୋଇ ପଡିଥୂବା ତଥା ରାସ୍ତା ରେ ଯାଉଥିବା ପଥିକମାନେ ଟୋପାଏ ପାଣି ଲାଗି ଡହଳବିକଳ ହେଉଥିବାବେଳେ, କଟକ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିୟୁ ଡ୍ରିମ୍ ଓ୍ବେଲଫେୟାର ଆସୋସିଏସନ୍ ପକ୍ଷରୁ ଏକ ଥଣ୍ଡା, ସୁସ୍ୱାଦୁ ପାନୀୟ ଜଳ ଦାନ କେନ୍ଦ୍ରର ଶୁଭାରମ୍ଭ କଟକର ବିଶିଷ୍ଟ ରାଜନେତା ତଥା ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ବାଳ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। […]
ବାସ୍ତବବ୍ୟୁରୋ: ସାନଖେମୁଣ୍ଡି/ଦିଗପହଣ୍ଡି ୧୬/୪ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ସାନଖେମୁଣ୍ଡି ଓ ବଡ଼ଖେମୁଣ୍ଡି ଆଞ୍ଚଳିକ ପରିଷଦର ପରିବର୍ଦ୍ଧିତ ବୈଠକ ଦିଗପହଣ୍ଡି ସ୍ଥିତ ମୁକ୍ତେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାଥୀ ତପନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ସିପିଆଇର ଭିତ୍ତିଭୂମୀ ଥିବା ସାନଖେମୁଣ୍ଡି ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ପାର୍ଟିର ନିର୍ବାଚନୀ କାର୍ଯକ୍ରମ ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ଆଗତ ସହ ଦୁଇ ଜୋନାଲ କମିଟିର ନିର୍ବାଚନୀ […]


