କଂଗ୍ରେସ ଦଳର ଦୋମୁହାଁ ନୀତି ସ୍ପଷ୍ଟ ହୋଇଛି: ଅଭିଳାଷ ପଣ୍ଡା ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଉଦିତ୍ଙ୍କ ଅସଲ ଚେହେରା ପଦାରେ ପଡିଛି ମହିଳାଙ୍କୁ ନ୍ୟାୟ ପାଇଁ ଦେବାପାଇଁ ଆନ୍ଦୋଳନ କରୁଥିବା ବ୍ୟକ୍ତି ନିଜେ ଦୁଷ୍କର୍ମୀ ବୋଲି ଜଣାପଡ଼ିଛି ବହୁ ଅପରାଧିକ ମାମଲାରେ ଜଡ଼ିତ ଥିଲେ ଉଦିତ୍ ନୈତିକକା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ଭକ୍ତ ଦାସ ରାହୁଲ ଗାନ୍ଧୀଙ୍କ ଟୁଇଟ୍କୁ ଅପେକ୍ଷା ରହିଲାଭୁବନେଶ୍ୱର(ନି.ପ୍ର)୨୧/୦୭: ଜଣେ […]
odianews
ଭୁବନେଶ୍ବର(ନି.ପ୍ର) : ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାଇ ମୌସୁମୀ ଦୁର୍ବଳ ଥିବାରୁ ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଉଛି। ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଜଳୀୟବାଷ୍ପର ପ୍ରତିକ୍ରିୟାଶୀଳତା ବୃଦ୍ଧି ଯୋଗୁ ରାଜ୍ୟରେ ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି। ଶନିବାର ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ବାଲେଶ୍ବର, ଭୁବନେଶ୍ବର, ପାରାଦ୍ବୀପ, ଅନୁଗୋଳ, ଝାରସୁଗୁଡ଼ା, କେନ୍ଦୁଝର, ହୀରାକୁଦ, ଭବାନୀପାଟଣା, ଟିଟିଲାଗଡ଼, ମାଲକାନଗିରି, ବରଗଡ଼, ଦେବଗଡ଼, ନୂଆପଡ଼ା, […]
ବରଗଡ଼୧୯.୦୭(ନବୀନ କୁମାର ଦାଶ):ଜିଲ୍ଲା ବରିଷ୍ଠ ନାଗରିକ ସଂଘ ର ପ୍ରମୁଖ କର୍ମକର୍ତ୍ତା ଆଜି ବରଗଡ଼ ପୋଲିସ ଏସ.ପି ପ୍ରହଲ୍ଲାଦ ସହାୟ ମିନା ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଭେଟି ଦୀର୍ଘ ୨୦୧୯ କରୋନା ସମୟରୁ ଅଧିକାଂଶ ଥାନl ରେ ପୋଲିସ ପରିଚୟ ପତ୍ର ପ୍ରଦାନରେ ଅହେତୁକ ବିଳମ୍ବ ର ପ୍ରତିବାଦ ଜଣାଇ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିନିଧି ମଣ୍ଡଳୀ ଅନୁରୋଧ କରିଥିଲେ ଏବଂ ଜିଲ୍ଲା ର ଆଇନ ସୃଶୁଙ୍ଖଳା ସହ […]
ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ ଜର୍ଜ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସାସ୍ବତୀ ଦାଶଙ୍କ ସଭାପତିତ୍ବରେ ଏକ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି।ରୋଟ୍ରାକ୍ଟ କ୍ଲବ ର ସଭାପତି ମିସ୍ ରୋଜାଲିନ ଦାଶ ଅଙ୍ଗ ଦାନର ଗୁରୁତ୍ବ ବିଷୟରେ ସୂଚିତ କରିବା ସହିତ ଏ ବିଷୟ କୁ ନେଇ ପ୍ରଚଳିତ ମିଥ୍ୟା ଏବଂ ଅନ୍ଧବିଶ୍ୱାସ କୁ ଦୂର କରିବା ପାଇଁ ସତେତନାତ୍ମକ ପ୍ରୟାସକୁ ଜାରି […]
ବରଗଡ଼୧୯/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଦେଇ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ମଧ୍ୟ ଦେଇ ଭେଦ କରି ଯାଇଥିବାବେଳେ ଚାରି ଥାକିଆ ବରଗଡ଼-ସମ୍ବଲପୁର ୱେ ଅତାବିରା ରେ ରହିଛି ଏନ୍ଏସି ତଥା ବ୍ଲକ ସହ ରାଜରାସ୍ତା ଲକ୍ଷାଧିକ ଲୋକଙ୍କ ଏକ ମାତ୍ର ନିର୍ଭର ଶୀଳ, ତଥା ଲୋକଙ୍କ ପ୍ରାଣ କେନ୍ଦ୍ର ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର।ଏହି ସ୍ବାସ୍ଥ୍ୟ କେନ୍ଦ୍ର ଟି ଅଞ୍ଚଳରେ ରେଫର୍ ଡାକ୍ତର ଖାନା ଭାବେ ବେଶ୍ ପରିଚିତ। […]
‘ଅସ୍ତିତ୍ୱ ବଜାୟ ରଖିବା ଓ ନ୍ୟୁଜରେ ରହିବା’ ହେଉଛି ଉଭୟ ଦଳର ପ୍ରକୃତ ଉଦ୍ଦେଶ୍ୟ ନିଜ ନିଜ ଶାସନ କାଳରେ ‘କଂଗ୍ରେସ ଏବଂ ବିଜେଡି’ ରାଜ୍ୟରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ, ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପୂର୍ବରୁ ନିଜ ଶାସନ କାଳର କାର୍ଯ୍ୟକଳାପକୁ ଉଭୟ ବିଜେଡି ଓ କଂଗ୍ରେସ ଦଳ ଆତ୍ମସମୀକ୍ଷା କରିବା ଉଚିତ୍ ଥିଲା […]
କଟକ(ସଂଜୟ ଶତପଥୀ)୧୪।୦୭: ବାଲେଶ୍ଵରସ୍ଥିତ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ବିଶୀ ଉକ୍ତ ଅନୁଷ୍ଠାନର ଶିକ୍ଷକଙ୍କ ଦ୍ଵାରା ନିର୍ଯାତିତା ହେବା ଫଳରେ ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିବା ଘଟଣା ସମଗ୍ର ଦେଶକୁ ବ୍ୟଥୀତ କରିପକାଇଛି । ବର୍ତ୍ତମାନ୍ ଛାତ୍ରୀଙ୍କ ଶରୀରର ବହୁ ଅଂଶ ଗଭୀର ଭାବେ ପୋଡ଼ି ଯାଇଥିବାରୁ ସେ ଭୁବନେଶ୍ୱରସ୍ଥିତ ଏମସ ହସପିଟାଲରେ ଚିକିତ୍ସାଧୀନ ହେଉଛନ୍ତି । ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା […]
ବରଗଡ଼/ପଦ୍ମପୁର୧୪/୦୭(ନବୀନ କୁମାର ଦାଶ): ପଦ୍ମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା ଙ୍କ ମିଳିତ ଅଧ୍ୟକ୍ଷତା ରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା,ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁଣାଲ ମୋତିରାମ […]
ବରଗଡ଼୧୪/୦୭(ନବୀନ କୁମାର ଦାଶ):ପରିବେଶ ସୁରକ୍ଷା ଜୀବନ ରକ୍ଷା ନାରା ଦେଇ ବରଗଡ ସହରରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ବରଗଡ ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ରେ ବିଭିନ୍ନ ସାମାଜିକ ସଂଗଠନ,ରାଜନୈତିକ ଦଳ ର ପ୍ରତିନିଧି,ସରକାରୀ ଅଧିକାରୀ, ବୁଦ୍ଧିଜୀବୀ,ଯୁବ ସଂଗଠନ, ମହିଳା ସମିତି ର ପ୍ରତିନିଧି ମାନେ ଯୋଗଦାନ କରି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ବରଗଡ଼ […]
କଂଗ୍ରେସ ସମୟରେ ଛବିରାଣୀ ହତ୍ୟାକାଣ୍ଡଠାରୁ ଆରମ୍ଭ କରି ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ, ଦିଲ୍ଲୀର ନୈନା ସାହାଣୀ ଭଳି ଘଟଣା ଘଟିଥିଲା ବିଜେପି ସରକାର ମହିଳାମାନଙ୍କ ପାଇଁ ସମର୍ପିତ ଘଟଣା ଘଟିବାର ୬ ଘଂଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ହୀନ ରାଜନୀତି କରୁଛି କଂଗ୍ରେସ ମୁଖ୍ୟମନ୍ତ୍ରୀ ଏମ୍ସ ହସ୍ପିଟାଲ ଯାଇ ଡାକ୍ତରଖାନା କର୍ତୁପକ୍ଷଙ୍କ ସହ ଆଲୋଚନା କରିବା ସହ ପୀଡ଼ିତାଙ୍କ ପରିବାରକୁ ଭେଟ କରିଛନ୍ତିଭୁବନେଶ୍ୱର(ନି.ପ୍ର)୧୪/୦୭: […]