ରାଶିଫଳ ଓ ବେଳା, ୧୯ ଅପ୍ରେଲ ରବିବାର ସୂର୍ଯ୍ୟୋଦୟ ସମୟ ୫ଟା ୨୪ ମିନିଟ ଏବଂ ସୂର୍ଯ୍ୟାସ୍ତ ସମୟ ୬ଟା ୦୪ ମିନିଟ। ଅମୃତ ବେଳା ଦିବା ୧୦ଟା ୨୩ ମିନିଟରୁ ୧ଟା ୪୫ ମିନିଟ ପର୍ଯ୍ୟନ୍ତ, ରାତ୍ରି ୮ଟା ୦୫ ମିନିଟରୁ ୧୦ଟା ୩୬ ମିନିଟ ପର୍ଯ୍ୟନ୍ତ। ଶୁଭ ମହୂର୍ତ୍ତ ଦିବା ୧୧ଟା ୨୦ ମିନିଟରୁ ୧୨ଟା ୧୦ ମିନିଟ। ରାତ୍ରିରେ ଶୁଭ ବେଳା ୮ଟା ୦୫ ମିନିଟରୁ […]

ରାଶିଫଳ ଓ ବେଳା, ୧୮ ଏପ୍ରିଲ ଶନିବାର ସୂର୍ଯ୍ୟୋଦୟ ପ୍ରାୟ ୫ଟା ୨୫ ମିନିଟ, ସୂର୍ଯ୍ୟାସ୍ତ ସମୟ ପ୍ରାୟ ୬ଟା ୦୪ ମିନିଟ। ଅମୃତ ବେଳା ସକାଳ ୫ଟା ୨୫ ମିନିଟରୁ ୭ଟା ୦୪, ଦିବା ୧ଟା ୪୬ ମିନିଟରୁ ୩ଟା ୨୭ ମିନିଟ। ଶୁଭ ମହୂର୍ତ୍ତ ଦିବା ୧୧ଟା ୨୦ ମିନିଟରୁ ୧୨ଟା ୧୦ ମିନିଟ। ରାତ୍ରି ଶୁଭ ବେଳା ୮ଟା ୦୪ ମିନିଟରୁ ୯ଟା ୩୫ ମିନିଟ। […]

ରାଶିଫଳ ଓ ବେଳା, ୧୭ ଅପ୍ରେଲ ଶୁକ୍ରବାର ​ତିଥି: କୃଷ୍ଣ ପକ୍ଷ ଅମାବାସ୍ୟା ସନ୍ଧ୍ୟା ୦୫:୨୧ ପର୍ଯ୍ୟନ୍ତ, ନକ୍ଷତ୍ର: ରେବତୀ ମଧ୍ୟାହ୍ନ ୧୨:୦୨ ପର୍ଯ୍ୟନ୍ତ, ବୈଧୃତି ସକାଳ ୦୭:୨୨ ପର୍ଯ୍ୟନ୍ତ, ସୂର୍ଯ୍ୟୋଦୟ: ସକାଳ ୦୫:୫୪, ସୂର୍ଯ୍ୟାସ୍ତ: ସନ୍ଧ୍ୟା ୦୬:୪୭​ଅଭିଜିତ ମୁହୂର୍ତ୍ତ: ପୂର୍ବାହ୍ନ ୧୧:୫୫ ରୁ ମଧ୍ୟାହ୍ନ ୧୨:୪୭, ଅମୃତ କାଳ: ସକାଳ ୦୯:୫୦ ରୁ ପୂର୍ବାହ୍ନ ୧୧:୧୮, ବ୍ରହ୍ମ ମୁହୂର୍ତ୍ତ: ସକାଳ ୦୪:୨୫ ରୁ ୦୫:୦୯ମେଷ ରାଶିଆଜି ଦିନର ଦ୍ୱିତୀୟାର୍ଦ୍ଧରେ […]

ରାଶିଫଳ ଓ ବେଳା, ୧୫ ଅପ୍ରେଲ, ବୁଧବାର ବୈଶାଖ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ରାତି ୧୦:୩୧ ପର୍ଯ୍ୟନ୍ତ, ନକ୍ଷତ୍ର ପୂର୍ବଭାଦ୍ରପଦ ଅପରାହ୍ନ ୦୩:୨୨ ପର୍ଯ୍ୟନ୍ତ। ବ୍ରାହ୍ମ ମୁହୂର୍ତ୍ତ ପ୍ରାତଃ ୦୪:୨୭ ରୁ ପ୍ରାତଃ ୦୫:୧୧ , ଅମୃତ କାଳ ପ୍ରାତଃ ୦୭:୩୭ ରୁ ପ୍ରାତଃ ୦୯:୧୦ , ବିଜୟ ମୁହୂର୍ତ୍ତ ପୂର୍ବାହ୍ନ ୦୨:୩୦ ରୁ ୦୩:୨୧ , ବିବାହ ମୁହୂର୍ତ୍ତ ୦୩:୨୨ ରୁ ରାତ୍ର ୧୦:୩୧ ମେଷ […]

ରାଶିଫଳ ଓ ଆଜିର ବେଳା, ୧୪ ଅପ୍ରେଲ, ମଙ୍ଗଳବାର ତିଥି କୃଷ୍ଣ ପକ୍ଷ ଦ୍ବାଦଶୀ ନକ୍ଷତ୍ର ଶତଭିଷା ଶୁଭ ମୁହୂର୍ତ୍ତ ଅଭିଜିତ ମୁହୂର୍ଭ ସକାଳ ଏଗାରଟା ଛପନ ମିନିଟରୁ ଦ୍ବିପ୍ରହର ବାରଟା ସତଚଳିଶ ମିନିଟ ପର୍ଯ୍ୟନ୍ତ, ଅମୃତ କାଳ ସକାଳ ଆଠଟା ତେପନ ମିନିଟରୁ ଦଶଟା ଅଣତିରିଶ ମିନିଟ ପର୍ଯ୍ୟନ୍ତ, ବ୍ରାହ୍ମ ମୁହୂର୍ଭ ସକାଳ ଚାରିଟା ସତାଇଶ ମିନିଟରୁ ପାଞ୍ଚଟା ବାର ମିନିଟ ପର୍ଯ୍ୟନ୍ତ। ଅମୃତ କାଳ ସକାଳ ଆଠଟା […]

ରାଶିଫଳ ଓ ପାଞ୍ଜି, ୧୩ ଅପ୍ରେଲ ସୋମବାର ମେଷ ସଂକ୍ରାନ୍ତି, ମହାବିଷୁବ ପଣା ସଂକ୍ରାନ୍ତି। ତିଥି ଦ୍ଵାଦଶୀ ୭:୧୪ ସନ୍ଧ୍ୟା ପର୍ଯ୍ୟନ୍ତ। ନକ୍ଷତ୍ର: ଶତଭିଶା, ୯:୨୨ ରାତ୍ର ପର୍ଯ୍ୟନ୍ତ। ଅଭିଜିତ ମୁହୂର୍ତ୍ତ ସକାଳ ୧୧:୩୯ ରୁ ମଧ୍ୟାହ୍ନ ୧୨:୨୯ ପର୍ଯ୍ୟନ୍ତ। ସୂର୍ଯ୍ୟୋଦୟ ସକାଳ ୦୫:୨୮ ଏବଂ ସୂର୍ଯ୍ୟାସ୍ତ ସନ୍ଧ୍ୟା ୦୬:୦୧ ​​ମେଷ ରାଶି ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବାକୁ ଯାଉଛି। କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି […]

ରାଶିଫଳ ଓ ପାଞ୍ଜି, ୧୨ ଏପ୍ରିଲ ରବିବାର ଆଜି ବୈଶାଖ ମାସ କୃଷ୍ଣ ପକ୍ଷ ଦଶମୀ ତିଥି। ସୂର୍ଯ୍ୟୋଦୟ ସକାଳ ୫ଟା ୩୧ ମିନିଟରେ, ସୂର୍ଯ୍ୟାସ୍ତ ସନ୍ଧ୍ୟା ୬ଟା ୦୪ ମିନିଟ। ଶୁଭ ବେଳା ବା ଅମୃତ ବେଳା ଦିବା ୭ଟା ୦୯ ମିନିଟରୁ ୯ଟା ୪୬ ମିନିଟ ମଧ୍ୟରେ ରହିବ। ରାହୁକାଳ ଅପରାହ୍ନ ୪ଟା ୩୦ ମିନିଟରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିବ, ଶୁଭ କାର୍ଯ୍ୟ ବର୍ଜନୀୟ ମେଷ […]

ରାଶିଫଳ ଓ ଦିନ, ୧୧ ଅପ୍ରେଲ ଶନିବାର ଚୈତ୍ର ମାସ କୃଷ୍ଣ ପକ୍ଷ ଦଶମୀ ତିଥି। ସୂର୍ଯ୍ୟୋଦୟ ସକାଳ ୫ ଘଣ୍ଟା ୩୫ ମିନିଟରେ, ସୂର୍ଯ୍ୟାସ୍ତ ସନ୍ଧ୍ୟା ୬ ଘଣ୍ଟା ୦୪ ମିନିଟରେ। ଆଜି ଶ୍ରବଣା ନକ୍ଷତ୍ର ରହିବା ସହ ସାଧ୍ୟ ଯୋଗର ସଂଯୋଗ। ଶୁଭ ବେଳା ସକାଳ ୧୧ ଘଣ୍ଟା ୪୫ ମିନିଟରୁ ଦିବା ୧୨ ଘଣ୍ଟା ୩୫ ମିନିଟ ପର୍ଯ୍ୟନ୍ତ। ରାହୁକାଳ ସକାଳ ୮ ଘଣ୍ଟା ୪୫ […]

ରାଶିଫଳ ଓ ପାଞ୍ଜି, ଅପ୍ରେଲ ୧୦, ଶୁକ୍ରବାର ​ତିଥି: କୃଷ୍ଣ ପକ୍ଷ ଅଷ୍ଟମୀ (ରାତି ୧୧:୧୫ ପର୍ଯ୍ୟନ୍ତ)​ନକ୍ଷତ୍ର: ପୂର୍ବାଷାଢ଼ା (ସକାଳ ୧୧:୨୮ ପର୍ଯ୍ୟନ୍ତ)​ଯୋଗ: ଶିବ (ସନ୍ଧ୍ୟା ୦୬:୩୧ ପର୍ଯ୍ୟନ୍ତ), ତା’ପରେ ସିଦ୍ଧ​କରଣ: ବାଳବ (ସକାଳ ୧୦:୨୧ ପର୍ଯ୍ୟନ୍ତ), ତା’ପରେ କୌଳବ (ରାତି ୧୧:୧୫ ପର୍ଯ୍ୟନ୍ତ)​ଚନ୍ଦ୍ର ରାଶି: ଧନୁ (ସନ୍ଧ୍ୟା ୦୬:୦୪ ପର୍ଯ୍ୟନ୍ତ), ତା’ପରେ ମକର​ସୂର୍ଯ୍ୟୋଦୟ: ସକାଳ ୦୬:୦୧​ସୂର୍ଯ୍ୟାସ୍ତ: ସନ୍ଧ୍ୟା ୦୬:୪୪​ଅଭିଜିତ୍ ମୁହୂର୍ତ୍ତ: ଦିବା ୧୧:୫୭ ରୁ ୧୨:୪୮​ରାହୁ କାଳ: ଦିବା […]

ଭୁବନେଶ୍ୱର:(ତ୍ରିଭୁବନ ମହାପାତ୍ର): ଓଡ଼ିଆ ସାହିତ୍ୟର ବିଶିଷ୍ଟ କଥାଶିଳ୍ପୀ ସଦାନନ୍ଦ ତ୍ରିପାଠୀଙ୍କ ଦେହାବସାନ ୨ ଏପ୍ରିଲ ୨୦୨୬ରେ ଘଟିଅଛି। ଓଡ଼ିଆ ଗଳ୍ପଜଗତର ଜଣେ ଅପ୍ରତିଦ୍ବନ୍ଦ୍ବୀ କଥାକାର ଥିଲେ ସ୍ଵର୍ଗତ ତ୍ରିପାଠୀ। ତାଙ୍କର ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ୦୯ .୦୪.୨୦୨୬ ସନ୍ଧ୍ୟାରେ ବୁଦ୍ଧମନ୍ଦିରସ୍ଥ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବହୁ ବିଶିଷ୍ଟ ସାହିତ୍ୟିକ ଯୋଗଦାନ କରି ସଦାନନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିଶିଷ୍ଟ କବି ଅଶ୍ୱିନୀ […]

Pin It on Pinterest