ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି-ସ୍ୱାଧୀନତା ର ଦୀର୍ଘଦଶନ୍ଧି ପରେ ଆଜି ମଧ୍ୟ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଳକ ର ଗୌଡ଼ ଦେଓପାଲ୍ଲୀ ର କାଦୋ ବେଡ଼ା ଏବଂ ମଞ୍ଚାଗାଁ ପଞ୍ଚାୟତ ର ଛାର ପଦର ଗାଁ ବାସିନ୍ଦା ପାନୀୟ ଜଳ ଭାବରେ ଖୋଲା ଆକାଶ ତଳର ଚୁଆ ପାଣିକୁ ଭରଷା କରି ଜିଁ ଆସୁଛନ୍ତି। ଏତି ମଧ୍ୟରେ ତେନ୍ତୁଳିଖୁଣ୍ଟି ବ୍ଲକରେ ବିଗତ ଦିନରେ ୪ରୁ ଅଧିକ ଗୋଷ୍ଠି ଉନ୍ନୟନ ଅଧିକାରୀ ଉକ୍ତ ସ୍ଥାନକୁ ପରିଦର୍ଶନ […]

କେନ୍ଦ୍ରାପଡ଼ା(ବାସ୍ତବବ୍ୟୁରୋ):କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦୈନିକ ବିଭିନ୍ନ ଥାନା ଅଞ୍ଚଳରେ ନାରୀ ନିର୍ଯାତନା, ହତ୍ୟା, ଦୁଷ୍କର୍ମ ଓ ଚୋରି ଘଟଣା ବଢି ବଢି ଚାଲିଛି । ଥାନାରେ ମାମଲା ସଂଖ୍ୟା ବଢ଼ି ଚାଲିଥିବା ଦେଖିବାକୁ ମିଳିଛି। ଏପରିକି କେନ୍ଦ୍ରାପଡ଼ା ଅଞ୍ଚଳରେ ନାରୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି| ଆଜି ଏଭଳି ଏକଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣା ମାର୍ଶାଘାଇ ଅଞ୍ଚଳରେ ଦେଖୁବାକୁ ମିଳିଛି | ଜଣେ ଯୁବତୀଙ୍କ […]

ରାମନାଗୁଡ଼ା(ଆନନ୍ଦ ପରିଛା):୨୯/୦୧-ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ସରକାରୀ(ଏସଏସଡି) ଉଚ୍ଚ ବିଦ୍ୟାଳୟ, ଗଲୁଣ୍ଠି ଠାରେ ପଞ୍ଚମ ‘ବାର୍ଷିକ ଉତ୍ସବ’ ପାଳନ ହୋଇ ଯାଇଛି । ସର୍ଵ ପ୍ରଥମେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ଚନ୍ଦନ ଟୀକା ଓ ବାଜା ବଜାଇ ମଞ୍ଚ ନିକଟକୁ ପାଛୋଟି ନିଆ ଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପି. ସୁରେଶ କୁମାର ଆବାହନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ […]

ଭୁବନେଶ୍ୱର(ବାସ୍ତବବ୍ୟୁରୋ): ଆସନ୍ତା ୩୦ ଜାନୁଆରୀରେ ମୁକ୍ତିଲାଭ କରିବ ନୂଆ ଓଡିଆ ଚଳଚ୍ଚିତ୍ର “ପରୀ”।ସେହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ପ୍ରେସ୍ କ୍ଲବଠାରେ ପରୀ ଟିମ୍ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ସଞ୍ଜୟ ମହାନ୍ତି, ନିର୍ଦ୍ଦେଶକ ତ୍ରିପତି ସାହୁ, ସଂଳାପକାର ଡଃ ରଜନୀ ରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ, ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକ, ଟିକି ପଟ୍ଟନାୟକ, ଅଭିନେତା ଜ୍ୟୋତି […]

୭୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସସଂପୃକ୍ତ ସେଣ୍ଟର ଆଉ ନିଜ ଆଇଡିରୁ ଲଗ୍‌ ଇନ୍ କରିପାରିବେ ନାହିଁ।ଅପରାଧିକ ମାମଲା ରୁଜୁ ସହ ଗିରଫ କରିବାକୁ ମଧ୍ୟ ନିର୍ଦ୍ଦେଶଏଭଳି ସେଣ୍ଟର ଉପରେ ନଜର ରଖିବାକୁ ଆର୍‌ଟିଓଙ୍କୁ ନିର୍ଦ୍ଦେଶ।ସୂଚନା ଦେଲେ ଅତିରିକ୍ତ ପରିବହନ କମିଶନର ଦୀପ୍ତିରଞ୍ଜନ ପାତ୍ର ।ପ୍ରାୟ ୯୦ ଲକ୍ଷ ଗାଡ଼ିର ହେବ PUC ସାର୍ଟିଫିକେଟଏଯାବତ୍ ହୋଇଛି ୪୪ ଲକ୍ଷ ଗାଡ଼ିର ସାର୍ଟିଫିକେଟ । ଭୁବନେଶ୍ବର(ତ୍ରିଭୁବନ ମହାପାତ୍ର): ପ୍ରଦୁଷଣ ମୁକ୍ତ […]

ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ଓଡ଼ିଶାର ଯଶସ୍ୱୀ ଗୀତିକାର, ଦକ୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ସାହିତ୍ୟିକ ସ୍ୱର୍ଗତ ବୃନ୍ଦାବନ ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ସ୍ମୃତି ସଭା ଓ ସଙ୍ଗୀତ ଆସର “ମନପକ୍ଷୀ ଝୁରେ” ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରର ନୂତନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।​ଏହି ଗରିମାମୟ ସଭାରେ ଓଡ଼ିଶା ସଂସ୍କୃତି ବିଭାଗର ପ୍ରାକ୍ତନ ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଯୁବ ସାହିତ୍ୟିକ, […]

କେନ୍ଦ୍ରାପଡ଼ା(ଜୟନ୍ତ ଶତପଥି):କେନ୍ଦ୍ରାପଡ଼ା ଜିଲ୍ଲାର ପୁଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ ହୋଇଛି। ଜିଲ୍ଲାର ୫ଟି ଥାନାର ଆଇଆଇସିଙ୍କୁ ବଦଳି କରିଛନ୍ତି ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ। କେନ୍ଦ୍ରାପଡ଼ା ଟାଉନ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିବା ବେଳେ ସଦର ଥାନାର ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କୁ ଟାଉନ୍ ଥାନାକୁ ବଦଳି କରାଯାଇଛି। ସେହିପରି ନିକିରାଇ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନଙ୍କୁ ସଦର […]

ଶିଶୁଙ୍କ ମଧ୍ୟରେ ସଂସ୍କୃତି ସଚେତନତା ଉପରେ ଗୁରୁତ୍ୱାରୋପଭବାନୀପାଟଣା(କିଶୋର ନାଏକ)୧୬/୧: କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅବସରରେ ସହିଦ ରେଣ୍ଡୋ ମାଝୀ ମଞ୍ଚରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବ ଅବସରରେ ମଞ୍ଚରେ ଅନୁଷ୍ଠିତ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଛଅଗୋଟି ଘୁମୁରା ଦଳ ଭାଗ ନେଇଥିଲେ। ଏଥିରେ ଜୟପାଟଣାରୁ ଆସିଥିବା ଜଗଜ୍ଜନନୀ ଘୁମୁରା ଦଳ, ଗୋଲାମୁଣ୍ଡା ଘୁମୁରା ଦଳ, ଭବାନୀପାଟଣା କାରୁଣ୍ଡ ଘୁମୁରା ଦଳ ତୃତୀୟ ସ୍ଥାନ ଅଧିକାର କରି […]

କଳାହାଣ୍ଡିଆ ସ୍ୱାଭିମାନ ଯୁଗେ ଯୁଗେ ବଜାୟ ରହିବ ଲୋକ ଉତ୍ସବ ଆୟୋଜନ ପାଇଁ ପ୍ରେରଣା ଯୋଗାଇଛି ଭବାନୀପାଟଣା୧୫/୦୧(କିଶୋର ନାଏକ):କଳାହାଣ୍ଡିର ଲୋକ କଳା, ଲୋକ ସଂସ୍କୃତିର ମହାକୁମ୍ଭ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬। ଆଜି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କଳାହାଣ୍ଡିଆ ସ୍ୱାଭିମାନ ଆଗରେ ରହିଛି ଓ ଯୁଗେ ଯୁଗେ ବଜାୟ ରହିବ। ଆଜି ଜିଲ୍ଲାର ଏ ଉତ୍ସବ ମହାପର୍ବରେ ପରିଣତ ହୋଇଥିବାବେଳେ ୨୮ ବର୍ଷରେ ପହଞ୍ଚିଥିବା ଏହି ଉତ୍ସବ ଅନ୍ୟ […]

ସଂଜୟ ଶତପଥୀ(କଟକ): କଟକର ଅନ୍ୟତମ ବଜାର ଗଙ୍ଗା ମନ୍ଦିର ର ନୂତନ ବର୍ଷ ରେ ନୂତନ କମିଟି ସର୍ବସମ୍ମତିକ୍ରମେ ଗଠିତ ହୋଇଯାଇଛି। ଆଜି ଗଙ୍ଗା ମନ୍ଦିର ପୁଜା କମିଟି ପରିସରରେ ଆହୁତ ବୈଠକ ରେ ଉପସ୍ଥିତ ଥିବା ଗଙ୍ଗା ମନ୍ଦିର ଅଞ୍ଚଳର ସମସ୍ତ ବାସିନ୍ଦା ଙ୍କ ଅନୁମୋଦନ ଓ ସର୍ବସମ୍ମତିକ୍ରମେ ଗଙ୍ଗା ମନ୍ଦିର ପୁଜା କମିଟି ର ସଭାପତି ଭାବେ ଶ୍ରୀ ଉମାଶଙ୍କର ଦାସ ମନୋନୀତ ହୋଇଥିବା ବେଳେ ସାଧାରଣ […]

Pin It on Pinterest