ବରଗଡ଼୨୯/୦୯(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଦୂଲମ ପୁର ପଞ୍ଚାୟତ ଗୋଡଭଗା- ତୁରୁମ୍ ୫୪ନଂ ରାଜ୍ୟ ରାଜପଥ କଡ଼ ସତ୍ୟା ଏକାଡେମୀ,ଦୂଳମ୍ ପୁର ରେ ବାପ ଅଜା ଅମଳରୁ କରଞ୍ଜ ବୃକ୍ଷ ମୂଳେ ପୂଜା ପାଇ ଆସୁଛନ୍ତି ମାଁ ଦୁର୍ଗା। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜୟ ମାଁ ଦୂର୍ଗା ପୂଜା କମିଟି ସତ୍ୟା ଏକାଡେମୀ, ଦୂଳମପୁର ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ହଜାର ହଜାର […]
odianews
ଭୁବନେଶ୍ବର(ନି.ପ୍ର): ଅଗ୍ରଣୀ ସଂଗଠନ ଭାଗବତ ଟୁଙ୍ଗି ପ୍ରଚାର ସମିତି ଓଡ଼ିଶା ତରଫରୁ ଭୁବନେଶ୍ୱର ନଅ ନମ୍ବର ଲେନ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସମିତିର ସଭାପତି ବାବାଜି ସ୍ବାଇଁ (ନଙ୍ଗୁଳି ବାବା) ଙ୍କ ଅଧ୍ୟକ୍ଷତା ରେ ଏକ ରାଜ୍ୟ ସ୍ତରୀୟ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇ,ନୂତନ କର୍ମକର୍ତ୍ତାଙ୍କ ଚୟନ କରାଯାଇଛି। ଏହି ସଭାରେ ଓଡିଶାରୁ କୋଣ ଅନୁକୋଣରୁ ଭଗବତ ପ୍ରେମିମାନେ ଯୋଗ ଦେଇ ଥିଲେ।ଉକ୍ତ ସଭାରେ ନିୟମ ଅନୁଯାୟୀ ପରିଚାଳନା […]
ବରଗଡ଼୨୪/୦୯(ନବୀନ କୁମାର ଦାଶ): ପଶ୍ଚିମ ଓଡ଼ିଶା ର ଗଣପର୍ବ “ନୂଆଁଖାଇ”, ସୁଦୁର ପୁନେ ସହରରେ ଭେଟ୍-ଘାଟ୍ କଲ୍ଚରାଲ୍ ଆସୋସିଏସନ୍ ଦ୍ୱାରା ମହା ଆଡମ୍ବର ର ସହିତ ଆୟୋ ଜନ କରାଯାଇଥିଲା। ଏହି ନୂଆଁ ଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ରେ ୬୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ।ଏଇ ବର୍ଷ ନୂଆଁଖାଇ ଭେଟ୍-ଘାଟ୍ ମହାରାଷ୍ଟ୍ରର ପୁନେ ସ୍ତିତ ଅଂକୁଶରାଓ ଲାଂଡ଼ଗେ ନାଟ୍ୟଗୃହ,ଭୋଶରୀ ଠାରେ ଅନୁଷ୍ଠିତ ହୋଇଥିଲା।ମହାରାଷ୍ଟ୍ର ପୁନେ ର ପ୍ରବାସୀ […]
ବରଗଡ଼୨୪/୦୯(ନବୀନ କୁମାର ଦାଶ):ସମାଜର ସବୁ ବର୍ଗର ଲୋକେ ପୁସ୍ତକକୁ ଜୀବନ ର ବନ୍ଧୁ ଭାବେ ଗ୍ରହଣ କରିବା ଉଚିତ,କାରଣ ପୁସ୍ତକ ଏକ ସାର୍ଥକ ଜୀବନ ଗଠନରେ ସହାୟକ ହୋଇଥାଏ।ଛାତ୍ର ଛାତ୍ରୀ ମାନେ ଭଲ ପୁସ୍ତକର ପାଠକ ହେବା ଉଚିତ୍,ସେ ମାନଙ୍କ ଜୀବନର ଆବଶ୍ୟକତା କେବଳ ପୁସ୍ତକ,ପୁସ୍ତକ ଆଉ ପୁସ୍ତକ-ବୋଲି ସ୍ଥାନୀୟ ଟ୍ରଷ୍ଟ ଫଣ୍ଡ ଡିଗ୍ରୀ କଲେଜ୍ ପରିସର ମଧ୍ୟରେ ଆୟୋଜିତ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ଶିଶୁଶ୍ରୀ […]
ବରଗଡ଼୨୩/୦୯(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଶିକ୍ଷା ବିଭାଗ ଅଧିନ ରେ ଥିବା ଝିଲିମିଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମ୍ନା ଗେଟ୍ ରେ ତାଲା,ହେଲେ ପଛ ପଟେ ଖୋଲା ମେଳା,ଷାଣ୍ମାସିକ ପରୀକ୍ଷାରୁ ବଞ୍ଚିତ ପିଲା।ସେ ଭିତ୍ତି ଭୂମି କଥା ହେଉକି ଶିକ୍ଷା ବ୍ୟବସ୍ଥା କଥା। ଚାରିଆଡେ଼ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରେ ଏବେ ତାଲା ଝୁଲିବା ଆରମ୍ଭ କରି ପଢୁଆ ପିଲା ରାସ୍ତା କୁ ଓହ୍ଲାଇବା ଶିଖି ଗଲେଣି।ହେଲେ ବିଭାଗୀୟ […]
ଗୌତମ ମିଶ୍ର(ଭୁବନେଶ୍ବର):ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ପାଇଁ, ଓଡ଼ିଶା ସରକାର ନୂଆ ନୀତି ପ୍ରସ୍ତୁତ କରିଛନ୍ତି। ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ ୧୫ ମଧ୍ଯରେ ହେବ। ଶିକ୍ଷକମାନେ ନିଜ ଜିଲାରେ ନିଯୁକ୍ତି ପାଇବେ ନାହିଁ। ଯଦି ପାଆନ୍ତି ତେବେ ନିଜ ବ୍ଲକରେ ରହିବାକୁ ଅନୁମତି ମିଳିବ ନାହିଁ। ଗୋଟିଏ ସ୍ଥାନରେ ଅତିକମରେ ୩ ବର୍ଷ କାମ କରିବା ପରେ ବଦଳି ପାଇଁ ଯୋଗ୍ୟ ହେବେ, କିନ୍ତୁ […]
ପଦ୍ମପୁର୧୯/୦୯(ନବୀନ କୁମାର ଦାଶ):ବଲାଙ୍ଗୀର- ପାଟଣାଗଡ-ହରିଶଙ୍କର- ନୃସିଂହନାଥ-ପାଇକମାଳ- ନୂଆପଡ଼ାକୁ ଜାତୀୟ ରାଜପଥ ଅନ୍ତର୍ଭୁକ୍ତ କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ କରିଥିବା ଦାବି ଉପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡକରି ଉତ୍ତର ରଖିଛନ୍ତି। ଏ ପ୍ରସଙ୍ଗରେ ଶ୍ରୀ ପୁରୋହିତଙ୍କ ଦାବିର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ତାଙ୍କ ପତ୍ରରେ ଲେଖିଛନ୍ତି ଯେ, ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ଦାବିକୁ ତର୍ଜମା […]
ଚୌଦ୍ଵାର(ଦୀପକ କୁମାର ବେଉରା):ଜାତୀୟ ଅଭିଯାନ “ଏକ ପେଡ଼, ମା କେ ନାମ ୨.୦” ଆନୁକୂଲ୍ୟରେ ଇମ୍ଫା ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଗୋଖଲେ ଆଇଡିଆଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ସଙ୍କରପୁର ଓ ସାଳଗାଁରେ ଆୟୋଜିତ ହୋଇଯାଇଛି।ଏହି ଅବସରରେ ଶ୍ରୀ ଧର୍ମାନନ୍ଦ ବେହେରା, ପୂର୍ବତନ ବିଧାୟକ; ଶ୍ରୀମତୀ ରଶ୍ମିତା ପାଣିଗ୍ରାହୀ, ଆଞ୍ଚଳିକ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କଟକ; ଗୋଖଲେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ, ଇମ୍ଫାର ବରିଷ୍ଠ […]
ବରଗଡ଼୧୭/୦୯(ନବୀନ କୁମାର ଦାଶ):ବରଗଡ଼ ଉପ କଣ୍ଠ ଜମୁର୍ଡା ଅଞ୍ଚଳରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ବରଗଡ଼ ବିଡିଓ ବେରିସିଅସ ଡୁଙ୍ଗ ଡୁଙ୍ଗ ଓ ସମ୍ମାନିତ ଅତିଥି ସରପଞ୍ଚ ଜମୁର୍ଡା ପଦ୍ମଲୋଚନ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ଦେବତା ଙ୍କ ସମେତ ସର୍ଵଶ୍ରୀ ଅଶୋକ ବେହେରା,ପ୍ରଶନ୍ନ କୁମାର ପଣ୍ଡା, ସୁନୀଲ ଅଗସ୍ତି, ସଂଜୀବ ଦାଶ ବିରେନ୍ଦ୍ର […]
ବରଗଡ଼୧୭/୦୯(ନବୀନ କୁମାର ଦାଶ):ରକ୍ତାଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ନିଷ୍ଠା ପରିବାର ତରଫ ରୁ ଗୋଟିଏ ଦିନ ରେ ଦୁଇଟି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଁଗଡ ସାହୁ ଇଟା ଭାଟି ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ଖଣ୍ଡହଥା ଗ୍ରାମ […]


