ଭୁବନେଶ୍ୱର(ବାସ୍ତବବ୍ୟୁରୋ): ୨୪।୦୭ ଓଡ଼ିଶାରେ ରିୟା ଚକ୍ରବର୍ତୀ ସୁଶାନ୍ତ ସିଂ ରାଜପୁତର କାହାଣୀ ଦୋହରା ଜୀବନୀତ ? ନିଶା କବଳରୁ ମୁକୁଳି ପାରିବେତ ଚକଲେଟ ହିରୋ ? ଗଂଜା ,ଚାରାସ ,ଡ୍ରଗ୍ସର ଜାଲରେ ,ଓଡ଼ିଶାର ଯୁବପିଡ଼ି ଶିକାର ହେବାକୁ ଲାଗିଛନ୍ତି ।ଆଜିର କଳାକାର କିପରି ସୁଟିଂ ସେଟକୁ ନିଶା ନେଇ ଆସୁଛନ୍ତି କାଲି ସୋସିଆଲ ମିଡିଆରେ,ଜଣେ ସିନେ ନିର୍ଦେଶକ ଙ୍କ ବାଇଟ ସମସ୍ତେ ଶୁଣିଥିବେ ।ବାବୁଶାନଙ୍କ ପ୍ରସଙ୍ଗରେ ମାଆ ଅପରାଜିତ ମହାନ୍ତି […]

ଏସ.ବାସ୍ତବ : ମେଘାଳୟର ପଶ୍ଚିମ ଗାରୋ ହିଲ ଜିଲ୍ଲାରେ ଜଣେ ବିଜେପି ନେତାଙ୍କ ରିସର୍ଟ ଉପରେ ପୋଲିସର ଚଢ଼ାଉ ବେଳେ ଏକ ବେଶ୍ୟାଳୟ ଖୋଲି ଏହି ରିସୋର୍ଟରେ କାର୍ଯ୍ୟ କରାଯାଉଛି ବୋଲି ପୋଲିସ ଅଧିକାରୀ ଦାବି କରିଛନ୍ତି। ଏହି ଆକ୍ରମଣରେ ପୋଲିସ ଟିମ୍ ୬ ଜଣ ଶିଶୁଙ୍କୁ ଉଦ୍ଧାର କରିବା ସହ ୭୩ ଜଣଙ୍କୁ ଗିରଫ କରିଛି। ଏଥି ସହ ଅଭିଯୁକ୍ତଙ୍କୁ ବିଜେପିର ରାଜ୍ୟ ଉପାଧ୍ୟକ୍ଷ ଆତ୍ମା ଗୋପନ କରିଥିବା […]

ସଞ୍ଜୟ ଶତପଥୀ(କଟକ):କଟକନଗର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କର ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି।କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ରାଜ୍ୟ ସଂଗଠନ ମନ୍ତ୍ରୀ ମାନନୀୟ ମାନସ କୁମାର ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକର୍ତା ମାନଙ୍କୁ ଉପଯୁକ୍ତ ସାଂଗଠନିକ ମାର୍ଗଦର୍ଶନ କରାଇଥିଲେ।ବୈଠକ ଆରମ୍ଭରେ ସାଧାରଣ ସମ୍ପାଦକ ବିବେକାନନ୍ଦ ନାଏକ ଦ୍ବୀପ ପ୍ରଜ୍ବଳନ ସହ ବନ୍ଦେ ମାତରଂ କରାଇଥିଲେ।ଶୋକ ପ୍ରସ୍ତାବ ଆଗତ କରିଥିଲେ ଶ୍ରୀ […]

ଭୁବନେଶ୍ବର(ବାସ୍ତବବ୍ୟୁରୋ): “ପ୍ରକୃତି ମିଶ୍ର ମୋ ଘରଭାଙ୍ଗିଦେଇଛି “,ଏ କୌଣସି ସିନେମା ବା ନାଟକର ଡାଇଲଗ ନୁହେଁ, ଏ ହେଉଛି ଚକଲେଟ ହିରୋ ବାବୁଶାନଙ୍କ ଧର୍ମ ପତ୍ନୀ ତୃପ୍ତି ଶତପଥୀଙ୍କ ଅଭିଯୋଗ। ସୋସିଆଲ ମିଡିଆରେ ଭାଇରଲ ହେଉଛି ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ରଙ୍କୁ ବାବୁସାନଙ୍କ ପତ୍ନୀ ମାଡ଼ ମାରୁଥିବାର ଏକ ଭିଡିଓ । ପ୍ରକୃତି ଙ୍କୁ ଗୋଡେଇ ଗୋଡେଇ ଧକା ମାରୁଛନ୍ତି ତୃପ୍ତି । ଏହାର କିଛି ସମୟ ଘଟଣାର ରୂପରେଖ […]

ଭୁବନେଶ୍ୱର ୧୯।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ ରେ ଲାଗିଛି ଟିକେ ବ୍ରେକ । କିଛି ଦିନ ହେଲା କରୋନା ଗ୍ରାଫ୍ଏକ ହଜାର ଉପରେ ରହୁଥିବା ବେଳେ ଗତ ୨୪ ଘଂଟାରେ ତଳ ମୁହଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ […]

ଭୁବନେଶ୍ୱର୧୫।୦୭: ଆଜିଠାରୁ ସାରା ଦେଶରେ ଆରମ୍ଭ ହେବ କୋଭିଡ ବୁଷ୍ଟର ଡୋଜ।ଏହି ପରିପେକ୍ଷୀରେ ଆମ ରାଜ୍ୟରେ ସହରାଞ୍ଚଳ ଉପରେ ଆଜିଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ୧୮ରୁ ୬୦ ବର୍ଷ ବର୍ଗ ଲୋକଙ୍କୁ ଦିଆଯିବ ଟିକା। ବିଏମ୍‌ସି କମିଶନର ୟୁନିଟ-୪ ସହାରଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେଏହି ଟିକାକରଣର ଶୁଭାରମ୍ଭ କରିବେ। ରାଜଧାନୀରେ କୋଭିଡ ସଂକ୍ରମଣ ହୁ ହୁ ହୋଇ ବଢୁଛି,ତେଣୁ ରାଜଧାନୀରେ ମୋଟ ୧୨ଟି ହସ୍ପିଟାଲରେ ଟିକାକରଣ […]

ପ୍ରମୋଦ ନାୟକ(ଭୁବନେଶ୍ୱର): ସୋମବାର ଭୁବନେଶ୍ୱରର ଏକ ତାରକା ହୋଟେଲରେ,‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକ ଉନ୍ମୋଚିତ । ‘ଅମିତ ଶାହ ଓ ବିଜେପିର ଯାତ୍ରା’ର ମୂଳ ଇଂରାଜୀ ପୁସ୍ତକର ଲେଖକ ହେଉଛନ୍ତି ଅନିର୍ବାଣ ଗାଙ୍ଗୁଲି ଏବଂ ଶବାନନ୍ଦ ଦ୍ବିବେଦୀ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଆ ସଂସ୍କରଣର ଉନ୍ମୋଚନ ବେଳେ ଏକ ରହସ୍ୟ ଉପରୁ […]

ଉମରକୋଟ ୧୧।୭: ଭିଜିଲାନ୍ସ ହାତରେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ।୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ । ଗୋଟିଏ ପୁରୁଣା କେସ୍‌କୁ କୋହଳ କରିବାକୁ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିଲେ । ଟଙ୍କା ନେଇ ଦୌଡି ଚାଲି ଯାଉଥିବା ସମୟରେ ରାତି ୧୨ଟା ସମୟରେ ଲିମରାଜ ପ୍ରଧାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଭିଜିଲାନ୍ସ ଅଧିକାରୀ ।ମିଳିତ ଭାବରେ ନବରଙ୍ଗପୁର ଭିଜିଲାନ୍ସ ବିଭାଗ […]

ବରଗଡ଼୮/୭(ବାସ୍ତବ ଟିଭି,ନବୀନ ଦାଶ):ଗତ ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ଅତାବିରା ପୋଲିସ ପାଟ୍ରୋଲିଙ୍ଗ ସମୟ ରେ କୌଣସି ସୂତ୍ର ରୁ ଖବର ପାଇ ତିନି ଜଣ ଡକାୟତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂତ୍ରରୁ ଜଣା ପଡ଼ିଛି ଯେ ଏହି ଡକାୟତ ମାନେ ସରଣ୍ଡା ଓ ଚକୁଳି ମଝିରେ ୫୩ ନମ୍ୱର୍ ଜାତୀୟ ରାଜପଥ କଡ଼ରେ ଏକ ଖାଲି ସ୍କୁଟି ଛିଡ଼ା ହୋଇ ଥିବା ଦେଖି […]

ଡ଼.ନବକିଶୋର ମିଶ୍ର ଜ୍ୟୋତିଷ ଶାସ୍ତ୍ରରେ ଲକ୍ଷ୍ମୀ ନାରାୟଣ ଯୋଗ ଟଙ୍କା ପଇସା ଓ ସମାନ ଦୃଷ୍ଟିରୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ | ଏଥର ଏହି ଯୋଗ ମିଥୁନରେ ୪ ଦିନ ଗଠନ ହେବାକୁ ଯାଉଛି। ଜୁଲାଇ ୧୩ ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଅନେକ ରାଶିଫଳ ଉପକୃତ ହେବ | ଆସନ୍ତୁ ଜାଣିବା କେଉଁ ୫ ଟି ରାଶି ଏହି ଯୋଗର ଶୁଭ ପ୍ରଭାବ ପାଇବ | […]

Breaking News

Pin It on Pinterest