ସଂଜୟ ଶତପଥୀ(କଟକ): ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଓଡ଼ିଶା ଚୁକ୍ତି ଭିତ୍ତିକ ଠିକା ସଫେଇ କର୍ମଚାରୀ ମହାସଂଘ ପକ୍ଷରୁ ବିଭିନ୍ନ ଦାବିରେ ଅହୋରାତ୍ର ଆନ୍ଦୋଳନ ଓ ଗଣଧାରଣା ଆଜି ସପ୍ତମ ଦିବସରେ ପହଞ୍ଚିଛି। କିନ୍ତୁ ଏ ପର୍ଯ୍ୟନ୍ତ ମହାସଂଘ ର ଦାବି ଉପରେ କଟକ ମହାନଗର ନିଗମର ମେୟର ବା କମିଶନର ତଥା ସ୍ଥାନୀୟ ବିଧାୟକ ସମାଧାନ ଲାଗି କୈାଣସି ପଦକ୍ଷେପ ନେବା ତ ଅଲଗା କଥା ପ୍ରତ୍ୟକ୍ଷ […]

 ବାସ୍ତବ ବ୍ୟୁରୋ: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗରରେ ଗୁଳିମାଡ଼ ହୋଇଛି। ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଛି। ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବ୍ରଜରାଜନଗର ଯାଇଥିବା ବେଳେ ଜଣେ ପୁଲିସ କର୍ମୀ ଗୁଳିମାଡ଼ରେ ଗୁରୁତର। ରକ୍ତାକ୍ତ ଅବସ୍ଥାରେ ନବ କିଶୋର ଦାସଙ୍କୁ ଡାକ୍ତରଖାନାକୁ ନିଆଯାଉଛି। ସୂଚନା ଅନୁଯାୟୀ, ଏଏସଆଇ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସାମ୍ନାକୁ ଆସି ୫ ରାଉଣ୍ଡ ଗୁଳି […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲିରେ ମା କାଳୀ ପଡ଼ିଆରେ ଭେଙ୍କେଟଶ୍ଵର ସ୍କୁଲ ନେତୃତ୍ୱରେ ବ୍ଲକ ସ୍ତରିୟ ସାଇନ୍ସ ଏଜୁବିସେନର ଉଦ୍‌ଘାଟିନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଏହି ଉତ୍ସବରେ ଭେଙ୍କଟଶ୍ଵର ସ୍କୁଲର ଚ୍ୟାରମ୍ୟାନ ସୁଧିର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ଏନ ଏ ସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ବିଶେଷ ଅତିଥ୍‌ ଭାବେ ଓଡ଼ିଶା ବିଜ୍ଞାନ ଏକାଡ଼େମୀର ପ୍ରଫେସର ଡ଼.ପ୍ରମୋଦ ଚନ୍ଦ୍ର ମିଶ୍ର ଏବଂ […]

ବାସ୍ତବ ବ୍ୟୁରୋ: ବିଷ୍ପୋରଣରେ ଥରିଲା ଆଫଗାନିସ୍ତାନ । ଆଜି (ବୁଧବାର) ଉତ୍ତର ଆଫଗାନିସ୍ତାନର ଏକ ମଦରସାରେ ବୋମା ବିଷ୍ପୋରଣ ହୋଇଛି । ଯେଉଁଥିରେ ପାଖାପାଖି ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ରୁ ଅଧିକ ଆହତ ହୋଇଛନ୍ତି । ମୃତକ ଏବଂ ଆହତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ନମାଜ ପାଠ ବେଳେ ଭୟଙ୍କର ବିସ୍ଫୋରଣ। ତାଲିବାନ ଜଣେ ଅଧିକାରୀଙ୍କ କହିବା ମୁତାବକ […]

ବାସ୍ତବ ବ୍ୟୁରୋ : ଆଜି(ବୁଧବାର) ଦିନ ୧୧ଟାରେ ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା। ଭଦ୍ରକ , ଯାଜପୁର , କେନ୍ଦୁଝର ଜିଲ୍ଲା ପ୍ରଚଣ୍ଡ ଶବ୍ଦ ହୋଇଛି । ଯାହାଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ । କିନ୍ତୁ ଏହା ୧୦ ମିନିଟ୍‌ ଭିତରେ ଆଉ ଏକ ଶବ୍ଦ ହୋଇଥିଲା । ଶବ୍ଦର ମାତ୍ରା ଏପରି ଥିଲା ଯେ କିଛି କ୍ଷଣ ପାଇଁ ଘରଦ୍ବାର ଦୋହଲି ପଡ଼ିଥିଲା। ପ୍ରତ୍ୟେକ୍ଷଦର୍ଶୀଙ୍କଠାରୁ ପ୍ରକାଶ ଯେ […]

ପ୍ରମୋଦ ନାୟକ(ଭୁବନେଶ୍ୱର): ନଭେମ୍ବର ୨୪ ଅର୍ଥାତ ଗୁରୁବାର ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩୧  ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।  ବିଧାନସଭା ଆରମ୍ଭ ରୁ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ପ୍ରସଙ୍ଗକୁ […]

ବାସ୍ତବବ୍ୟୁରୋ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୧ ନଭେମ୍ବରରୁ ବଜେଟ୍ ପୂର୍ବ-ବୈଠକ ଆରମ୍ଭ କରିବେ | ପାରମ୍ପାରିକ ଭାବରେ ଅର୍ଥମନ୍ତ୍ରୀ ବଜେଟ୍ ପୂର୍ବରୁ ବିଭିନ୍ନ ହିତାଧିକାରୀଙ୍କ ସହ ବୈଠକ କରନ୍ତି। ଶିଳ୍ପାଞ୍ଚଳ, ଭିତ୍ତିଭୂମି କ୍ଷେତ୍ର ଏବଂ ପରିବେଶ ବିଶେଷଜ୍ଞଙ୍କ ସହ ସୀତାରମଣ ସୋମବାର ତିନୋଟି ଗୋଷ୍ଠୀ ଙ୍କ ସହ ବୈଠକ କରିବେ। ଏଥିରେ ସାଧାରଣ ବଜେଟ୍ ପାଇଁ ପରାମର୍ଶ ନିଆଯିବ। ଏହି ସମୟରେ ଜଳବାୟୁ ପରିବର୍ତ୍ତନ ଏବଂ ଭିତ୍ତିଭୂମି ସହ ଜଡିତ ପ୍ରସଙ୍ଗ […]

ବାସ୍ତବ ବ୍ୟୁରୋ : ୭୫୪୦ ହାଇସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ରାଜ୍ୟର ୪୮୪୮ଟି ସରକାରୀ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଆରମ୍ଭ କରିବା ପାଇଁ ଓଡିଶା ଷ୍ଟାଫ୍‌ ସିଲେକ୍‌ସନ କମିଶନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଟିଜିଟି (କଳା), ପିଜିଟି (ପିସିଏମ୍‌ ଓ ସିବିଜେଡ୍), ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବୀ ପୂରଣ ପାଇଁ […]

ଜୟନ୍ତ ଶତପଥୀ(ଡେରାବିଶ): ଡେରାବିଶ ବ୍ଲକ ଅଞ୍ଚଳରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୩ ଜଣ ଗୋଷ୍ଠୀ ସମୂଳ ଶିକ୍ଷକ ଏବଂ ୯ଜଣ ଅର୍ନ୍ତ ନିବେଶୀ ଶିକ୍ଷା ସୂେଚ୍ଛା ବେସୀଙ୍କ ନିଷ୍ଠାପର କାର୍ଯ୍ୟ ବ୍ଲକର ସମସ୍ତ ଦିବ୍ୟାଙ୍ଗ ଛାତ୍ର ଛାତୀ ତଥା ସେମାନଙ୍କର ଅଭିବାବକଙ୍କ ମନରେ ଆଶାର ଆଲୋକ ଆଣିଦେଇଛି । ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବାପାଇଁ ସରକାରଙ୍କ ତରଫରୁ ଯେଉଁ ସବୁ […]

Pin It on Pinterest