ବିମଲ ଯୋଶୀ(ବଲାଙ୍ଗୀର):ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳରୋକ ।୨୦୨୧ ଖରିଫ ଋତୁରେ ମରୁଡ଼ି ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାର ୮୦ ଗ୍ରାମପଞ୍ଚାୟତକୁ ବୀମା ଭୁକ୍ତ କରିବାରୁ ବଞ୍ଚିତ ରଖା ଯାଇଥିବା ପ୍ରତିବାଦରେ ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳରୋକ କରାଯାଉଥିବା ଜଣାପଡ଼ିଛି। ଜିଲ୍ଲାର ବଲାଙ୍ଗୀର, ଟିଟିଲାଗଡ଼ ଓ ପାଟଣାଗଡ଼ ଉପଖଣ୍ଡରେ ଥିବା ହରିଶଙ୍କର ରୋଡ ତଥା ଲାଠୋର […]
Odisha odia
ଏସ.ବାସ୍ତବ: କେରଳର ଜାତୀୟ ଯୋଗ୍ୟତା-କମ-ପ୍ରବେଶିକା ପରୀକ୍ଷା (NEET) ରେ ଏନଟିଆର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଚାରି ସପ୍ତାହ ମଧ୍ୟରେ କେରଳ ପରୀକ୍ଷା ପ୍ରସଙ୍ଗରେ ଏକ ରିପୋର୍ଟ ଦାଖଲ କରିବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ଗଠିତ ଏକ ତିନି ଜଣିଆ କମିଟି ଛାତ୍ରୀଙ୍କୁ ପରୀକ୍ଷା ଦେବା ପୂର୍ବରୁ ତାଙ୍କ ବ୍ରା ଖୋଲିବାକୁ କହିଥିବା ଅଭିଯୋଗର ଚାରି ସପ୍ତାହ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ। ଅଧିକାରୀମାନେ ଏହି ସୂଚନା […]