ବରଗଡ଼୭/୪(ନବୀନ କୁମାର ଦାଶ):ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ରାଜ୍ୟର କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ତଥା ତୃଣମୂଳ ସ୍ତରରେ କ୍ରୀଡ଼ାବିତମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବା ସହ କ୍ରୀଡ଼ା ପ୍ରତିଭା ବିକାଶ କରିବା ନିମନ୍ତେ ଆରମ୍ଭ ହୋଇ ଯାଇଛି ସିଏମ ଟ୍ରଫି ଫୁଟବଲ ଚାମ୍ପିୟନ ସିପ୍ ପ୍ରତିଯୋଗିତା ୧୫ ବର୍ଷରୁ କମ୍ କ୍ରୀଡ଼ାବିତ୍ ବର୍ଗ ପାଇଁ […]
odisha
ବାସ୍ତବ ବ୍ୟୁରୋ :ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଦକ୍ଷିଣ ବଙ୍ଗୋପସାଗର ମଧ୍ୟଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।ଏହା ୮ ତାରିଖ ଯାଏଁ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଏହାସହ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରୁ ସାମାନ୍ୟ ଉତ୍ତର ଆଡ଼କୁ ଗତିକରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୪୮ ଘଣ୍ଟା ଯାଏଁ ସାମାନ୍ୟ ଉତ୍ତର ଆଡ଼କୁ ଗତିକରିବାର ସମ୍ଭାବନା ରହିଛି । ଏ […]
ବାସ୍ତବବ୍ୟୁରୋ: ଆଭ୍ୟନ୍ତରୀଣ ଓ ଉପକୂଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ଭିତରେ ବର୍ଷା ଆଣିବ ଆଶ୍ବସ୍ତି । ଆସନ୍ତା ଏପ୍ରିଲ୍ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୮ ତାରିଖ ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରିରେ […]
ସଂଜୟ ଶତପଥୀ(କଟକ): ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”।ସମାଜର ଦୁର୍ବଳ ଶ୍ରେଣୀ, ଅବହେଳିତ, ନିଷ୍ପେସିତ, ମହିଳା ଓ ଶିଶୁଙ୍କୁ ଉପଯୁକ୍ତ ପୋଲିସ ସେବା ଯୋଗାଇ ଦେବା ଆମ ସମସ୍ତଙ୍କ ପ୍ରାଥମିକ କର୍ତ୍ତବ୍ୟ । ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ କରିବାରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର […]
ସଂଜୟ ଶତପଥୀ(କଟକ): ରାଜ୍ୟ ସ୍ତରୀୟ ଓଡ଼ିଶା ଦିବସ କଟକ ଜିଲ୍ଲା ସାଲେପୁର ମଣ୍ଡଳ ଅନ୍ତର୍ଗତ ସତ୍ୟଭାମା ପୁର ସ୍ଥିତ ମଧୁବାବୁଙ୍କ ଜନ୍ମ ପୀଠରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧୁବାବୁଙ୍କ ଜନ୍ମପୀଠସ୍ଥିତ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହା ପରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଏନ୍ତୁଡ଼ିଶାଳ ପରିଦର୍ଶନ ସହିତ ମଧୁବାବୁଙ୍କ ଜନ୍ମପୀଠ ସମନ୍ବିତ ବିକାଶ […]
ପୋଲିସ୍ ବିଜେପି ନେତାଙ୍କ ହାତରେ ସଖୀ କଣ୍ଢେଇ ସାଜିଛି ବାସ୍ତବବ୍ୟରୋ(ଭୁବନେଶ୍ୱର) ୩୧/୦୩/୨୦୨୫: ବର୍ତ୍ତମାନ ରାଜ୍ୟରେ ଏମିତି ଏକ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି,ଯେଉଁଠାରେ ଅପରାଧୀମାନେ ବିଜେପି ନେତାଙ୍କ ପୃଷ୍ଠପୋଷକତାରେ ରହି ଖୋଲା ଖୋଲି ଭାବେ ଆଇନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେଉଥିବା ବେଳେ ପୋଲିସ୍ ନିଦାବିଷ୍ଣୁ ସାଜିଛି ବୋଲି ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି […]
ବରଗଡ଼୩୧/୩(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଇରପାଲି ଠାରେ ବାର୍ଷିକ ଉତ୍ସବ ପାଲନ ଅବସରରେ ସାଧାରଣ ସଭା,ପୁରସ୍କାର ବିତରଣ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ସାଂସ୍କୁୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଏହି ଅବସରରେ ବିଶ୍ବ ନାଟ୍ୟ ଦିବସ ପାଲନ ପରିପ୍ରେକ୍ଷୀରେ ଅନୁଷ୍ଠାନ ର କଲାକାର ମାନେ ପ୍ରସ୍ତୁତ କରିଥିଲେ ସମଲପୁରୀ ନାାଟକ “ବଉଁଶବୁଡା”।ମନୋଜ କୁମାର ଭୋଇ […]
ସଂଜୟ ଶତପଥୀ(କଟକ): ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆଜି ଭୁବନେଶ୍ବର ଠାରେ ପ୍ରେସ ମିଟ୍ ମାଧ୍ୟମରେ କିଛି ବିଦ୍ରୋହୀ ସଦସ୍ୟଙ୍କ ଦ୍ବାରା ସମାନ ନାମରେ ନୂଆ ସଙ୍ଗଠନ ଭୁବନେଶ୍ବରଠାରେ କରି ନିଜକୁ ମୂଳ ସଙ୍ଗଠନ କହୁଥିବା ର ପର୍ଦ୍ଦାଫାଶ ହୋଇଥିବା ଉପରେ ତଥ୍ୟ ଓ ରାୟ ର ନକଲ ସାମ୍ବାଦିକମାନଙ୍କୁ ପ୍ରଦାନ ସହ କଟକ ୟୁସିସିସି ହିଁ ପ୍ରକୃତ ଅନୁଷ୍ଠାନବୋଲି ପ୍ରମାଣ ସାମ୍ବାଦିକମାନଙ୍କୁ ପ୍ରଦାନ କରିଥିଲେ। ଏହି […]
ବରଗଡ଼୩୧/୩(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ମୁସଲିମ ସମାଜ ତରଫରୁ ଇଦ୍ ନମାଜ ପାଠ କରି,ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଉଲ୍ଲାସର ସହିତ “ଇଦ୍-ଓଲ-ଫିତର୍ ପର୍ବ ପାଳିତ ହୋଇଯାଇଛି। “ଇଦ୍-ଓଲ-ଫିତର୍ ପର୍ବ “- ଇସଲାମ ଧର୍ମରେ ବିଶ୍ୱାସ କରୁ ଥିବା ମୁସଲିମ୍ ଧର୍ମାବଲମ୍ବୀଙ୍କର ଏହା ଏକ ପ୍ରମୁଖ ପର୍ବ।ପବିତ୍ର ରମଜାନ ମାସ ରେ,ତିରିଶ ଦିନ ନିର୍ଜଳା ଉପବାସ ରହି, ଶେଷ ଦିନରେ ଏହି ପର୍ବ ପାଳନ କରା ଯାଇଥାଏ।ଇସଲାମର ଧାର୍ମିକ ଗ୍ରନ୍ଥ […]
ବିଧାନସଭା ଘେରାଓ ନାଁରେ କଂଗ୍ରେସ ଦଳର ଗୁଣ୍ଡାଗର୍ଦ୍ଦି  ଅପରାଧୀମାନଙ୍କୁ ପ୍ରଥମେ ରାଜନୀତିରେ ସ୍ଥାନ ଦେଇଥିଲା କଂଗ୍ରେସ ଦଳ ବିଧାନସଭା ଘେରାଉ ନାଁରେ ବିରୋଧୀ ଗୁଣ୍ଡାଗର୍ଦ୍ଦି କରି ଆଇନଶୃଙ୍ଖଳା ପରିସ୍ଥିତି ଉପୁଯାଇଛି କାର୍ଯ୍ୟରତ ସାମ୍ବାଦିକ ଏବଂ ପୋଲିସ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟବାସ୍ତବବ୍ୟୁରୋ(ଭୁବନେଶ୍ୱର)୨୭/୦୩: ରାଜନୀତିରେ ହିଂସାର ସ୍ଥାନ ନାହିଁ । ଅପରାଧୀମାନଙ୍କୁ ପ୍ରଥମେ ରାଜନୀତିରେ ସ୍ଥାନ ଦେଇଥିଲା କଂଗ୍ରେସ ଦଳ ।ବାସ୍ତବରେ ରାଜନୀତିରେ ଅପରାଧିକରଣର ସ୍ରଷ୍ଟା […]

 
		 
		 
		 
		 
		 
		 
		 
		 
		 
		
