କେନ୍ଦ୍ରାପଡ଼ା(ରାକେଶ ମହାନ୍ତି) ୩୧/୦୮: କେନ୍ଦ୍ରାପଡ଼ା ପୌରପାଳିକା ତରଫରୁ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ୨୦୨୫ ପାଳିତ ହୋଇଯାଇଛି । ସ୍ଥାନୀୟ ପୌରପାଳିକା ଟାଉନ ହଲଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇଥିଲେ ।ମାନ୍ୟବର ବିଧାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ରାଜ୍ୟର ସର୍ବପୁରାତନ ପୌର ପରିଷଦ କେନ୍ଦ୍ରାପଡ଼ାକୁ ଗୋଟିଏ ଆଦର୍ଶ ପୌରପାଳିକା ଗଠନ କରିବାକୁ ହେଲେ ସମସ୍ତଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି […]

ବରଗଡ଼୨୯/୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡଭଗା ଫାଣ୍ଡି ଅନ୍ତର୍ଗତ ଲହଣ୍ଡା ପଞ୍ଚାୟତ ସିଲେଟ ରେ ବେନିୟମ ଭାବେ ଘୁଦୁଘୁଡୁ ପଟି ଖେଳ ଚାଲିଥିବା ବେଳେ ପୋଲିସ ର ଅବହେଳା ତଥା ଅପାରଗତା ସାମ୍ନାକୁ ଆସିଛି। ବରଗଡ଼ ଏବେ ଚୋର,ଡକାୟତ ତଥା ନିଶାର ଗଡ ଭାବେ ବେଶ୍ ପରିଚିତ ଥିବା ବେଳେ ନିଇତି ନିଶାଡି ମାନଙ୍କ ଦ୍ଵାରା ଛୋଟ ମୋଟ ଘଟଣା ଦୁର୍ଘଟଣା ର ଲୋକେ ଶିକାର ହୋଇ […]

ବରଗଡ଼୨୮/୦୮(ନବୀନ କୁମାର ଦାଶ):ଯେହେତୁ ଭାରତ ବର୍ଷ ଏକ କୃଷି ପ୍ରଧାନ ଦେଶ ତେଣୁ ଆମ ରାଜ୍ୟ ଓଡ଼ିଶାର ମଧ୍ୟ ଶତକଡା ୯୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ ଥିବାରୁ ବିଶେଷକରି ପଶ୍ଚିମ ଓଡ଼ିଶାବାସୀଙ୍କ ମୂଖ୍ୟ ଜୀବିକା ଏହି କୃଷି ଅଟେ।ଏଠାରେ କୃଷିଜାତ ଅନ୍ନକୁ ମାଁ ଲକ୍ଷ୍ମୀ,ଅନ୍ନପୂର୍ଣ୍ଣା ଙ୍କ ଅବତାର ଭାବେ ମାନ୍ୟତା ଦିଆଯାଏ ଏବଂ ଏହି ଅନ୍ନକୁ ପୂଜା କରି ପ୍ରଥମେ ଇଷ୍ଟଦେବା ଦେବୀଙ୍କୁ ଅର୍ପଣ କରି ତାପରେ […]

ବରଗଡ଼୨୪/୦୮(ନବୀନ କୁମାର ଦାଶ):ଆଜି ରବିବାର ଦିନ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ସତ୍ୟ ପଣ୍ଡା ଙ୍କ ଆବାହକତ୍ବରେ ଓ ନିର୍ମଳ କିଶୋର କର ଙ୍କ ସଂଯୋଜନା ରେ ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ୧୯୭୫ ମେଟ୍ରିକ୍ ବ୍ୟାଚ ପକ୍ଷରୁ ନୂଆଖାଇ ଭେଟଘାଟ ର ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଆସନ୍ତା ଅଗଷ୍ଟ ୩୧ ତାରିଖ ରବିବାର ଦିନ ଜିଲ୍ଲା […]

ବରଗଡ଼୨୪/୦୮(ନବୀନ କୁମାର ଦାଶ):ରବିବାର ଦିନ ପୂର୍ବାହ୍ନ ୧୦.୩୦ ମି.ସମୟରେ ଗଙ୍ଗାଧର ମେହେର କଲ୍ୟାଣ ମଣ୍ଡପଠାରେ ବରପାଲି ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ପାୱାର ଅଫ ଦିବ୍ୟlଙ୍ଗସ ର ସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ,ମୁଖ୍ୟ ଅତିଥି ଭାବେ ବରପାଲି ଏନ.ଏ. ସି. ଚେୟାରମ୍ୟାନ ଦିନେଶ ଗହୀର,ସୁଇଟ ସ୍ମlଲ ଦିବ୍ୟlଙ୍ଗ ଟ୍ରଷ୍ଟ ର ମୁଖ୍ୟ ମଞ୍ଜୁଲତା ଦାଶ, ସରସ୍ବତୀ ସଂଘ ର ଉପସଭାପତି ଘରଯୁଗୀ […]

ବରଗଡ଼୨୪/୦୮(ନବୀନ କୁମାର ଦାଶ):ଖରିଫ ଧାନବିକ୍ରି ପାଇଁ ପଞ୍ଜି କରଣରେ ଜଟିଳତା କୁ ବିରୋଧ କରି ଚାଷୀ ଆନ୍ଦୋଳନ ପରେ ତାହା ସରଳୀ କରଣ ହୋଇଛି।ହେଲେ ଏବେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍‌ ରେ ପଞ୍ଜିକରଣରେ ନେଟ୍ ସମସ୍ୟା ବାଧକ ସାଜିଛି। ଚାଷୀଙ୍କ ଧାନକାର୍ଡ ପଞ୍ଜିକରଣ ସାଇଡ୍ ବେଳେ ଦୀର୍ଘ ସମୟ ସର୍ଭର (ନେଟ) ଆସୁନଥିବାରୁ ପଞ୍ଜି କରଣ ରେ ଅସୁବିଧା ହେଉଥିବା ଚାଷୀମାନେ ଅଭିଯୋଗ କରି ଛନ୍ତି।ବ୍ଲକ୍‌ର ୯୦ ପ୍ରତିଶତ […]

ବରଗଡ଼୨୪/୦୮(ନବୀନ କୁମାର ଦାଶ):କିଛି ଦିନ ପୂର୍ବ ରୁ ଜଣେ ଅଜଣା ବ୍ୟକ୍ତି ୧୦୮ ଆମ୍ବୁଲାନ୍ସ ଯୋଗେ ସରକାରୀ ମୁଖ୍ୟ ଚିକିତ୍ସାଳୟ କୁ ଆସି ଥିଲେ।ତାଙ୍କ ର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇ ଥିବା ଖବର ସୋସିଆଲ ମିଡ଼ିଆ ରେ ଦେବା ସହ ଭଟଲି ପୋଲିସ ଙ୍କୁ ଏ ନେଇ ଜଣାଇଦଆଯାଇଥିଲା। ପୋଲିସ ସହଯୋଗରେ ଶବ ସଂରକ୍ଷଣ ଗୃହ ରେ ତାଙ୍କ ମର ଶରୀରକୁ […]

ବରଗଡ଼୨୪/୦୮(ନବୀନ କୁମାର ଦାଶ):ରାଜ ଯୋଗିନୀ ଦାଦି ଓ ପ୍ରକାଶ ମଣି ଜୀ ଙ୍କ ସ୍ମୃତି ଅବସର ରେ ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ,ବରପାଲି ଓ ନିଷ୍ଠା ପରିବାର ର ମିଳିତ ଆନୁ କୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ବରପାଲି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ବରପାଲି ବ୍ଲକ ଅଧ୍ୟକ୍ଷ ଦିନେଶ ଗହୀର ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ […]

ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଲେଖିକା ପରିଷଦ ଆନୁକୂଲ୍ୟରେ ଭଟଲି ବ୍ଲକ୍ ଅନ୍ତର୍ଗତ ଗୋପାଳ ପୁର ଆଶ୍ରମ ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ପରିଷଦ ର ଉପ ସଭାନେତ୍ରୀ ଅନୁସୂୟା ଦେବତା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସାହିତ୍ୟ ସମାରୋହ ରେ ମୁଖ୍ୟ ଅତିଥି ଭାବେ ସତିହାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନା, ମୁଖ୍ୟବକ୍ତା ଭାବେ […]

କଟକ(ସଂଜୟ ଶତପଥି):ଏଥର ପାର୍ବଣ ଲାଗି ସାଜସଜ୍ଜା ହେବ କିନ୍ତୁ ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ବାଜା ଏବଂ ବାଣ ଉପରେ ଲାଗିଲା ସମ୍ପୂର୍ଣ୍ଣ କଟକଣା।ଏ ସମ୍ପର୍କୀତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ପୂଜାରେ ୬୫ ଡେସିବଲରୁ ଅଧିକ ଶବ୍ଦ ଯେପରି ଉତ୍ପନ୍ନ ନହେବ, ସେନେଇ ଉଭୟ କଟକ ଜିଲ୍ଲାପାଳ ଏବଂ ଡିସିପି ନଜର ରଖିବେ ବୋଲି ହାଇକୋର୍ଟ କହିଛନ୍ତି । କେବଳ ୪ଟି […]

Pin It on Pinterest