ବରଗଡ଼:-୩୦/୧(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମ ରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ତିରିସ (୩୦)ଦିନରେନଳିନୀ ଓ ପୱନ କୁମାର ଷଡ଼ଙ୍ଗୀ ଙ୍କ ୨୦ତମ ବିବାହ ବାର୍ଷିକୀଅବସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ପୱନ ଷଡ଼ଙ୍ଗୀ ଙ୍କ ମାଁ ଉର୍ମିଲା ଷଡ଼ଙ୍ଗୀ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ। ନିଜ […]

ବରଗଡ:-୩୦/୧(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ଏନ୍ ଏସି ଅନ୍ତର୍ଗତ ୱାର୍ଡ ନଂ -୭ ସମ୍ବଲପୁର-ବରଗଡ ୱେ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ରେ କଡ ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ରେ ୬୦ତମ ବାର୍ଷିକ ଉତ୍ସବ ମହା ସମାରୋହରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ, ମୁଖ୍ୟ ନିମନ୍ତ୍ରିତ ଅତିଥି ଭାବେ ଏନ୍ ଏସି ଅଧ୍ୟକ୍ଷ ବନମାଳୀ […]

ଭୁବନେଶ୍ବର ୨୯/୦୧ /୨୦୨୫:ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ଆମ ପାଇଁ ଅପାର ସଫଳତା ଆଣିଛି । ଏଥିରେ ସାରା ବିଶ୍ୱର ଅନେକ ଶିଳ୍ପପତି, ବିଜନେସ୍ ଡେଲିଗେଟ୍, ପୁଞ୍ଜି ନିବେଶକ ଓ ନୀତି ନିର୍ଦ୍ଧାରକ ମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଜୀ ନିଜେ ଉପସ୍ଥିତ ରହି ଓଡିଶାରେ ପୁଞ୍ଜି ନିବେଶ ପାଇଁ ତାଙ୍କର ଗ୍ୟାରେଣ୍ଟି- ‘ମୋଦୀ ଗ୍ୟାରେଣ୍ଟି’ ଦେଇଥିଲେ । 2036 […]

ବରଗଡ଼-୨୭/୧(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ସଦରମହକୁମାରେ ଆୟୋଜିତ ୭୬ତମ ସାଧାରଣତନ୍ତ୍ର ଦିବସରେ ଜିଲ୍ଲାପାଳ ଅଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିଥିଲେ। ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ପ୍ରଥମେ ନିଜ କାର୍ଯ୍ୟାଳୟରେ ତ୍ରିରଙ୍ଗା ପତାକା ଉତ୍ତଳୋନ କରିବା ପରେ ବହ୍ନି କନ୍ୟା ପାର୍ବତୀଗିରି,ମହାତ୍ମା ଗାନ୍ଧୀ, ସ୍ଵଭାବ କବି ଗଙ୍ଗାଧର ମେହେର,ବୀର […]

ବରଗଡ଼:-୨୭/୧(ନବୀନ କୁମାର ଦାଶ)ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ଗ୍ରାମ ପଞ୍ଚାୟତ ର ସାହୁ ଟିକ୍ରା ଠାରେ ସକାଳ ୮ଟା ସମୟ ରେ ପବିତ୍ର ୭୬ ତମ ସଧାରଣ ତନ୍ତ୍ର ଦିବସ ଅବସର ରେ ଡାକ୍ତର ଅଶ୍ୱିନୀ ଭୋଇଙ୍କ ଦ୍ଵାରା ପତାକା ଉତ୍ତୋଳନ କରଯାଇଥିଲା।ତାପରେ ସକାଳ ୯ଟା ସମୟ ରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ଛବିଶ ଦିନରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି […]

ସଂଜୟ ଶତପଥୀ(କଟକ): କଟକ ଜିଲ୍ଲା ୧ ସଂଗଠନ ପର୍ବର ସଭାପତି ଚୟନ କାର୍ଯ୍ୟ ସ୍ଥାନୀୟ ସର୍କିଟ ହାଉସଠାରେ ଶେଷ ହୋଇଯାଇଛି। ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତା ରେ ହୋଇଥିବା ଏହି ସଂଗଠନ ପର୍ବ ସଭାରେ ମୂଖ୍ୟ ଅତିଥିଭାବେ ମାନ୍ୟବର ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଓଡିଶରେ ମୋହନ ସରକାରଙ୍କ ଲୋକପ୍ରିୟ ଯୋଜନା ଗୁଡିକୁ ଜନତା ଙ୍କ ପାଖକୁ ନେବା ପାଇଁ ପ୍ରତ୍ୟେକ […]

ବରଗଡ଼:-୨୪.୧(ନବୀନ କୁମାର ଦାଶ)ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଜାଙ୍ଗେଡ ପଞ୍ଚାୟତ ଭାଲୁପତ୍ରା ଆନ୍ଦ୍ରପଡ଼ା ସ୍ତିତ ଜିର୍ଣୋଦ୍ଧାର ଶ୍ରୀ କୋଦଣ୍ଡା ରାମଚନ୍ଦ୍ର ସ୍ବାମୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଆସନ୍ତା ୩୦ତାରିଖ ରୁ ଆରମ୍ଭ ହୋଇ ଦୀର୍ଘ ଚାରି ଦିନ ଧରି ହେବାକୁ ଥିବାବେଳେ ଆନ୍ଧ୍ର ସମାଜ ପକ୍ଷରୁ ଚୁଡାନ୍ତ ପର୍ଯ୍ୟାୟ ରେ ପ୍ରସ୍ତୁତି ହେବା ସହ ଅଞ୍ଚଳରେ ଚାରିଆଡ଼େ ଉତ୍ସାହ,ଉଦ୍ଦୀପନା ବୃଦ୍ଧି ପାଇଛି। ଏନେଇ ବିଭିନ୍ନ ସାଜସଜ୍ଜା ସାଙ୍ଗକୁ […]

ସଂଜୟ ଶତପଥୀ(କଟକ): ଓଡ଼ିଶାର ବରପୁତ୍ର କଟକ ମାଟିର ଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କର ୧୨୮ ତମ ଜନ୍ମଜୟନ୍ତୀ କଟକ ର ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମ ପୀଠରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନନୀୟା ଉପ-ମୂଖ୍ଯମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, କଟକ ର ମାନନୀୟ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, କଟକ […]

ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା): ଆଜି କେନ୍ଦ୍ରାପଡ଼ା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କେନ୍ଦ୍ରାପଡା ସରକାରୀ ଡାକ୍ତରଖାନା ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଏହି ସୁନ୍ଦର କାର୍ଯ୍ୟକ୍ରମ କୁ କେନ୍ଦ୍ରାପଡା ପୈାରାଧ୍ଯକ୍ଷା ଶ୍ରୀମତୀ ସରିତା ସାହୁ ପତାକା ଉଡ଼ାଇ ଶୁଭାରମ୍ଭ ର ଘୋଷଣା କରିଥିଲେ। ମଞ୍ଚର ସଭାପତି ଶ୍ରୀ ଅକ୍ଷୟ କୁମାର ମହାନ୍ତି ଙ୍କ ନେତୃତ୍ବରେ ୫୦ ଜଣରୁ ଅଧୂକ ବରିଷ୍ଠ ନାଗରିକ ଯୋଗଦେଇ ଉତ୍ସାହର ସହ ଏହି ସଫେଇ କାର୍ଯ୍ୟକ୍ରମ […]

ବରଗଡ଼୨୩/୧(ନବୀନ କୁମାର ଦାଶ):ବରଗଡ଼ ରେଳୱେ ଷ୍ଟେସନ ରୋଡ ସତସଙ୍ଗ ବିହାର ଠାରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ତେଇଶ ଦିନରେ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ର ୨୬ତମ ଶ୍ରୀ ବିଗ୍ରହ ଉନ୍ମୋଚନ ସ୍ମୃତି ଦିବସ ଅବସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ଆଚାର୍ଯ୍ୟ ବସନ୍ତ କୁମାର ପାତ୍ର ଫିତା କାଟି ଶୁଭାରମ୍ଭ କରି ଥିଲେ। ଏହି ଶିବିର […]

Pin It on Pinterest