ଜୟନ୍ତ ଶତପଥୀ(ଡେରାବିଶ): ଡେରାବିଶ ବ୍ଲକ ଅଞ୍ଚଳରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୩ ଜଣ ଗୋଷ୍ଠୀ ସମୂଳ ଶିକ୍ଷକ ଏବଂ ୯ଜଣ ଅର୍ନ୍ତ ନିବେଶୀ ଶିକ୍ଷା ସୂେଚ୍ଛା ବେସୀଙ୍କ ନିଷ୍ଠାପର କାର୍ଯ୍ୟ ବ୍ଲକର ସମସ୍ତ ଦିବ୍ୟାଙ୍ଗ ଛାତ୍ର ଛାତୀ ତଥା ସେମାନଙ୍କର ଅଭିବାବକଙ୍କ ମନରେ ଆଶାର ଆଲୋକ ଆଣିଦେଇଛି । ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବାପାଇଁ ସରକାରଙ୍କ ତରଫରୁ ଯେଉଁ ସବୁ […]

ନବୀନ ଦାଶ(ବରଗଡ): ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଫୁଟବଲ ମହୋତ୍ସବ ୨୦୨୨ ଆଜାଦୀ କପ ଲିଗ ମେଚ ଫାଇନାଲ ତଥା ଅନ୍ତିମ ଦିବସ ରେ ବହଲପାଲି ଏକାଦଶ ଓ ଜାମଡୋଲ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବହଲପାଲି ଏକାଦଶ ୧/୦ ଗୋଲ ରେ ବିଜୟୀ ହୋଇଥିଲେ ।ରେଫରୀ ଭାବେ ଶିବାନନ୍ଦ ଦାଶ, ପଂଚାନନ ପାତ୍ର ଓ ଅଶ୍ଵିନି ମେହେର ଖେଳ ପରିଚାଳନା କରିଥିଲେ। ଫୁଟବଲ ମହୋତ୍ସବ ର […]

ଭୁବନେଶ୍ୱର : ଆସନ୍ତା ୨୬ରେ ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ହେବ ହାସ୍ୟ ରସାତ୍ମକ ନାଟକ ‘ବନମାଳୀର ଘର’ । ମ୍ୟାଜିକ୍‌ ଥିଏଟର ଦ୍ୱାରା ପ୍ରସ୍ତୁତ ଏହି ନାଟକର ମୁଖ୍ୟ ଭୂମିକାରେ ଅଛନ୍ତି ଓଲିଉଡ଼ କମେଡ଼ି ଯୋଡ଼ି ପ୍ରଜ୍ଞା ଓ ଶଙ୍କର । ଏହିି ନାଟକଟିରେ ଭାଇ ଭାଇ ଭିତରେ ହେଉଥିବା ଫାଟକୁ ନିଚ୍ଛକ ଭାବରେ ବର୍ଣ୍ଣନା କରାଯାଇଛି । ବର୍ତ୍ତମାନ ଭାଇ ଭାଇଙ୍କ ଭିତରେ ଅର୍ଥ, ଜମି ଓ ଘରକୁ […]

ବରଗଡ଼୨୩/୧୦(ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ଦେଇ ଯାଇଛି ୫୩ନଂ ରାଜରାସ୍ତା ତଥା ବରଗଡ଼ ସମ୍ବଲପୁର ଓ ସମ୍ବଲପୁର ବରଗଡ଼ ଚାରିଥାଳିଆ ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ଚାରି ଥାକିଆ ରାଜରାସ୍ତା । ରେଙ୍ଗାଲିକେମ୍ପ ଛକ ନିକଟ ଓ ଅତାବିରା ଝାଉଁ ଜୋର ନିକଟରେ ଏନ୍ଏସି ଗେଟ୍ ଯିବା ଆସିବା ଲୋକଙ୍କୁ ସ୍ବାଗତ ଓ ବିଦାୟ ଜଣାଇ ଅବହେଳିତ ଅତାବିରା ଏନ୍ ଏସି ର କାର୍ଯ୍ୟ କଳାପ କୁ ବେଶ୍ […]

ସଂଜୟ ଶତପଥୀ(କଟକ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଗାମୀ ଏକ ବର୍ଷ ଅବଧି ମଧ୍ୟରେ ଦେଶର ୧୦ଲକ୍ଷ ବେରୋଜଗାର ଯୁବକ ଯୁବତୀଙ୍କୁ ଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରୀୟ ସଂସ୍ଥାରେ ସରକାରୀ ଚାକିରୀ ଦେବାପାଇଁ ଦେଶର ବିଭିନ୍ନ ସ୍ଥାନରେ ରୋଜଗାର ମେଳାର ଶୁଭାରମ୍ଭ ହୋଇଛି ।ଏହି ପରିପେକ୍ଷୀରେ ପ୍ରଥମ ଚରଣରେ ଚୟନୀତ ୭୫୦୦୦ରୁ ଉର୍ଦ୍ଧ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣର ଅବସରରେ କଟକର,ଶହୀଦ ଭବନରେ ମାନ୍ୟବର କେନ୍ଦ୍ର […]

ନବୀନ ଦାଶ(ବରଗଡ): ପ୍ରଜ୍ଞାନ ମିଶନ୍ ପକ୍ଷରୁ ୨୨ ଅକ୍ଟୋବର, ଶନିବାର ଦିନ ସୋହେଲା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୀତା ସୁଗୀତା କର୍ତ୍ତବ୍ଯା ଶୀର୍ଷକ ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଯଶୋଦା ଦାଶ, ପ୍ରଧାନ ଶିକ୍ଷକ ବିକ୍ରମ ପ୍ରଧାନ, ସଂସ୍କୃତ ଶିକ୍ଷକ ସୁବ୍ରତ ପଣ୍ଡା ଓ ଗୀତାନୁରାଗୀ ଅଗସ୍ତି ଭୋଇ ଅତିଥି ଭାବରେ ଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମ ଉଦ୍ଘାଟନ […]

ସଂଜୟ ଶତପଥୀ(କଟକ): କଟକ ଚୈ।ଧୁରୀବଜାରସ୍ଥିତ ମ୍ଯୂନିସିପାଲ୍ ମଡେଲ ହାଇସ୍କୁଲ ଠାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷା ସଂଯୋଜିକା ଶ୍ରୀମତୀ ବିଭାଷିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମୀନା ସାହୁଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ ପ୍ରାରମ୍ଭ ରେ ସଭାପତିଙ୍କ ଦ୍ବାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପାଞ୍ଜଳୀ ଅର୍ପଣ କରାଯାଇଥିଲା।ଏହି ମହୋତ୍ସବରେ ମ୍ଯୂନିସିପାଲ୍ ମଡେଲ କ୍ଲଷ୍ଟର ଅଧୀନରେ ଥିବା […]

ବାସ୍ତବ ବ୍ୟୁରୋ: ଏଥର ଧୁମଧାମରେ ପାଳନ ହେବ ଦୀପାବଳି । ବେପାରୀମାନେ ମଧ୍ୟ ବାଣ ବିକ୍ରି କରି କିଛି ରୋଜଗାର କରିବାକୁ ଆଶା ବାନ୍ଧିଛନ୍ତି । ଏହି ସମୟରେ କମିସନରେଟ ପୁଲିସ କଟକ ଓ ଭୁବନେଶ୍ୱରରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଛି । କମିସନରେଟ ପୁଲିସ ପକ୍ଷରୁ ଦୀପାବଳି ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି। ଦୀପାବଳି ଦିନ ମାତ୍ର ୨ ଘଂଟା ବାଣ ଫୁଟାଇବାକୁ […]

ନବୀନ ଦାଶ(ଅତାବିରା): ଅତାବିରା ବ୍ଲକ ସରଣ୍ଡା ଛକରେ ଆଜି ଦୁଇଜଣ ଠକ ଙ୍କୁ ଅତାବିରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଚାରବାଟି ନିକଟସ୍ଥ ଇଣ୍ଡିଆ ବଜାର ର ସୁକାନ୍ତ ଆଚାର୍ଯ୍ୟ(୨୦) ଓ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ କେରାଡଗଡ ର ସୁଶାନ୍ତ ପ୍ରଧାନ(୪୨) । ଜାତୀୟ ରାଜପଥରେ ପୋଲିସ ଯାନବାହନ ଗୁଡ଼ିକୁ ଯାଞ୍ଚ କରୁଥିବା ବେଳେ ଏହି […]

କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଉତ୍ସବକୁ ଜାତୀୟ ମାନ୍ୟତା ଓ ଆସନ୍ତା ଏହି ଉତ୍ସବରେ କଟକ ପ୍ରଶାସନର ପ୍ଲଟଵଣ୍ଟନରେ ଅହେତୁକ ମୂଲ୍ୟ ବୃଦ୍ଧି ବିରୋଧରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଦାବୀପତ୍ର ପ୍ରଦାନ। ସଂଜୟଶତପଥୀ(କଟକ):ପ୍ରାଚୀନ ଉତ୍କଳର ରାଜଧାନୀ, ଐତିହାସିକ ସହର, ଉତ୍କଳର କଳା ପରମ୍ପରା, ସଂସ୍କୃତି ଆ-କା-ମା-ବୈ କୁ ଯାବୁଡି ରଖୂଥୂବା ରୂପାର ସହର କଟକ । ବହୁ ପୁରାତନ କାଳରୁ ହୋଇଆସୁଥିବା ଐତିହାସିକ ବାଲିଯାତ୍ରା ଉତ୍ସବ ଖାଲି ଓଡ଼ିଶା କିମ୍ବା […]

Pin It on Pinterest