ନବୀନ ଦାଶ(ବରଗଡ଼)୧୩/୦୯: ବିଜେପୁରର ଐତିହାସିକ ଅନନ୍ତବ୍ରତ ମହୋତ୍ସବ ଦେଖିବାକୁ ଆସୁଥିବା ସମୟରେ ମାଲବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି।ଆଜି ସକାଳ ୯ ଟା ସମୟରେ ପଦ୍ମପୁର ପଟରୁ ଓଡି ୧୭ଏନ -୫୦୧୫ ନମ୍ୱର ବିଶିିଷ୍ଟ ଏକ ୧୬ ଚକିଆ ମାଲବୋଝେଇ ଟ୍ରକ ଆସୁଥିବାବେଳେ,ସ୍ଥାନୀୟ ବିଜେପୁର ଗଞ୍ଜେଇଭାଟି ଛକଠାରେ ସ୍କୁଟି ସହ ଏହି ଟ୍ରକ୍ଟିର ମୁହାଁମୁହିଁ ଧକ୍କା ହୋଇଥିଲା ।ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା […]
odisha
ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ଫାଣ୍ଡି ସାମ୍ନା କମ୍ପ୍ଲେକ୍ସ ରେ ରହିଛି ଏକ ଭାରତ ଗେସ୍ ଶାଖା ଦୋକାନ।ଯାହା ଗତ ରାତି ୧୧ଟା ୨୫ ମିନିଟ ସମୟରେ ଗେସ୍ ଟାଙ୍କି ଫାଟି ବିସ୍ପୋରଣ ଘଟି ସମ୍ପୂର୍ଣ ଦୋକାନ ଚୂରମାର୍ ହୋଇ ଉକ୍ତ ଦୋକାନ କୁ ଲାଗି ରହିଥିବା ଦୁଇଟି ମୋବାଇଲ ଓ ସେଲୁନ ଦୋକାନ କ୍ଷତିଗ୍ରସ୍ତ ହେବା ସହ ଉକ୍ତ କମ୍ପ୍ଲେକ୍ସ ର ସିମେଣ୍ଟ କାନ୍ଥ […]
ସଂଜୟ ସତପଥୀ(କଟକ):ସଂପ୍ରତି ପାଶ୍ଚାତ୍ୟ ସଭ୍ଯତାର ମାନ ବର୍ତ୍ତମାନ ର ଯୁବପୀଢିଙ୍କୁ ଆକର୍ଷିତ କରୁଥିବା ବେଳେ ସେମାନଙ୍କୁ ସେହି ଅପସଂସ୍କୁୃତିରୁ ବିରତ କରାଇବା ଓ ବିଶ୍ବର ଶ୍ରେଷ୍ଠ ଧର୍ମ ସନାତନ ଧର୍ମ ଓ ଶ୍ରେଷ୍ଠ ସଂସ୍କୃତି ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ କରିବାର ଅଭିଳାଷ ନେଇ ଆଜି ପଶ୍ଚିମ କଟକ ଶ୍ରୀମଦ୍ ଭାଗବତ ପୁନଃଉଦ୍ଧାର କମିଟି ପକ୍ଷରୁ କଟକର ଚାନ୍ଦିନୀଚୌକଠାରେ ଶ୍ରୀମଦ୍ ଭାଗବତ ମେଲଣ ର ଆୟୋଜନ କରାଯାଇଥିଲା। ଏହି ମେଲଣ […]
ଦେବାଶିଷ ମିଶ୍ର (ଚୌଦ୍ଵାର):ଚୌଦ୍ଵାର କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୪ ନମ୍ବର ୱାର୍ଡ ର ବିଜୁ ମହିଳା ଜନତା ଦଳର ର ଛାମୁଆ ନେତ୍ରୀ ଶ୍ରୀମତୀ ସବିତା ନାୟକଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜ୍ୟ ମହିଳା ଟିମ୍ ରେ ସାମିଲ କରି ସଂପାଦିକା ଦାୟିତ୍ଵ ଦେଇଛନ୍ତି। ଶ୍ରୀମତୀ ନାୟକ ଏହି ଗୁରୁ ଦାୟିତ୍ଵ ମିଳିବା ପରେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞ୍ୟତା ଜ୍ଞାପନ କରିବା […]
ଏସ୍.ବାସ୍ତବ:ଏକ କାନାଡିଆନ କମ୍ପାନୀ ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ ଟ୍ରେନ୍ ଷ୍ଟାଇଲ୍ ଟ୍ରେନ ଉନ୍ମୋଚନ କରିଛି | ଏହା ଘଣ୍ଟା ପ୍ରତି ୧୦୦୦ କିଲୋମିଟର ବେଗରେ ଯାତ୍ରା କରିପାରିବ | କମ୍ପାନୀ ଦାବି କରିଛି ଯେ ଏହା ମାଧ୍ୟମରେ ବିମାନ ଟିକେଟରୁ କମ୍ ଯାତ୍ରା କରାଯାଇପାରିବ। ଟ୍ରାନ୍ସପୋଡ୍ ଗତ ମାସରେ କାନାଡାର ଟରୋଣ୍ଟୋରେ ଫ୍ଲକ୍ସଜେଟ୍ ସମ୍ବନ୍ଧୀୟ ଘୋଷଣା କରିଥିଲା | ଏହାର ନାମ ପ୍ଲେନ୍ ଟ୍ରେନ୍ ହାଇବ୍ରିଡ୍, ଯାହାର କ୍ଷମତା ଏକ ଟନ୍ […]
ବିନିକା(ନମୋଗୁରୁ ହୋତା): ବହୁପ୍ରତିକ୍ଷିତ ବିନିକା ସାମ୍ବାଦିକ ସଙ୍ଘ ର କୋଠାଘର ଭତ୍ତିପ୍ରସ୍ତର ଆଜି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ବିରମହାରାଜପୁର ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଙ୍କ କରକମଲ ରେ ସ୍ଥାପନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ପ୍ରକଳ୍ପ ନିର୍ଦେଶକ ନିହାର ରଞ୍ଜନ କଅଁର ,ଏନ ଏ ସି ଅଧ୍ୟକ୍ଷ ସୁଭାଷଚନ୍ଦ୍ର ଭୋଇ ,ଉପାଧ୍ୟକ୍ଷ ତପସ୍ୱିନୀ ମେହେର, ଦଶ ନମ୍ୱର ୱାର୍ଡ କାଉନସିଲର ଅଶାରାଣୀ ପଣ୍ଡା, ଏନ […]
ଡ଼. ନବକିଶୋର ମିଶ୍ରଗଣେଶ ଚତୁର୍ଥୀ ଅଗଷ୍ଟ ୩୦ ମଙ୍ଗଳବାର ଦିନ ୦୩ .୩୪ ରୁ ଆରମ୍ଭ ହୋଇ ,ଅଗଷ୍ଟ ୩୧ ,ବୁଧବାର ଦିନ ୦୩ .୨୩ ରେ ଶେଷ ହେବ | ଆଜିଠାରୁ ଘରେ ବୈଦିକ ଜପ ଏବଂ ଭଜନ କୀର୍ତ୍ତନ ସହିତ ଗଣପତି ପ୍ରତିଷ୍ଠା ହେବ। ୧୦ ଦିନ ଧରି, ବିଧି ଅନୁଯାୟୀ ଗଣପତି ବାପ୍ପାଙ୍କ ପୂଜା ସହିତ ସ୍ୱତନ୍ତ୍ର ଆରତୀ କରାଯାଏ | ଏହି ୧୦ ଦିନରେ […]
ଖୋର୍ଦ୍ଧା(ବାସ୍ତବବ୍ୟୁରୋ): ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ସ୍ମୃତି ଅବସରରେ,ଅଗଷ୍ଟ ୨୯କୁ ଜାତୀୟ କ୍ରିଡା ଦିବସ ରୁପେ ପାଳନ କରାଯାଉଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା । ଏହାକୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଶ୍ବନାଥ ତରାଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସାମିଲ […]
ନବୀନ ଦାଶ(ଅତାବିରା):ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଚକୁଳି ଫାର୍ମ ନିକଟରେ ୧୧ଲକ୍ଷ ଟଙ୍କା ର ୧୦୯.୫ ଗ୍ରାମ ବ୍ରାଉନ ସୁଗାର୍ ସହ ୩ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିବା ଜଣା ପଡ଼ିଛି । ଗିରଫ ଅଭିଯୁକ୍ତ ମାନେ ବରଗଡ଼ ପୌରାଞ୍ଚଳ ୱାର୍ଡ ନଂ ୧ ର ଅମଜଦ ଖାନ୍(୩୦),ୱାର୍ଡ ନଂ ୩ ହାଟପଦା ର ଅଜୟ ପଟେଲ (୨୫), ୱାର୍ଡ ନଂ ୧୨ ର ମହମ୍ମଦ ଅଲତାବ୍ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ବିଜୁଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ରାଜ୍ୟରେ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ ଯଥା-ରକ୍ତ ଦାନ ଶିବିର, ବୃକ୍ଷ ରୋପଣ ଆଦି କାର୍ଯ୍ୟ ଜାରି ରହିଛି । ଏହି କ୍ରମରେ ଚାନ୍ଦବାଲି ବ୍ଲକର ଜଳେଶ୍ବରପୁର ଓ ତେନ୍ତୁଲି ଡ଼ିହି ଗ୍ରାମପଞ୍ଚାୟତ ରେ ବୃକ୍ଷ ରୋପଣ କଲେ ବିଧାୟକ ଡ଼ଃ ବ୍ୟମାକେଶ ରାୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ବୃକ୍ଷ କୋଟିଏ ଜୀବନ ନାରାକୁ ଚାନ୍ଦବାଲିର […]


