ଭୁବନେଶ୍ୱର(ନି.ପ୍ର):ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ଅନ୍ୟ ରାଜ୍ୟ ପରି ପେନ୍ସନ୍ ପ୍ରଦାନ କରିବେ। ଏ ନେଇ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ସରକାର ସକାରାତ୍ମକ ମନୋଭାବ ନେଇ ଏହି କାର୍ଯ୍ୟ ହାତକୁ ନେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଅନେକ ସାମ୍ବାଦିକ ସୁଫଳ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆମେ ବିରୋଧୀ ଆସନରେ ଥିବାବେଳେ ଏହି ପ୍ରସଙ୍ଗ ଉଠାଉଥିଲୁ।ଏବେ ଶାସନ ଗାଦିକୁ ଆସିବା ପରେ ଯାହା ଦାବି କରୁଥିଲୁ ତାକୁ […]
odisha
କଳାହାଣ୍ଡି/ନର୍ଲା(ନି.ପ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସାନ୍ତପୂର୍ ଗ୍ରାମ ପଞ୍ଚାୟତ ରେ ୨୦୨୫-୨୬ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି କିନ୍ତୁ ଉକ୍ତ ଗ୍ରାମ ସଭାରେ ୨୦୨୪-୨୫ ମସିହାରେ ଦିଆଯାଇଥିବା କାର୍ଯ୍ୟ ଖସଡ଼ା ମୋଟ ୩୭ ଗୋଟି କାର୍ଯ୍ୟ ମଧ୍ୟରୁ ମାତ୍ର ପାଞ୍ଚ ଗୋଟି କାର୍ଯ୍ୟ ହୋଇଥିବା ବେଳେ ଦୁଇଟି କାର୍ଯ୍ୟ ଚାଲୁ ରହିଛି ଏବଂ ତିରିଶ ଗୋଟି କାର୍ଯ୍ୟ ବିଲକୁଲ ହୋଇ ନ ଥିବା ସୂଚନା ମିଲିଛି । ସବୁଠୁ ପରୀତାପ […]
କଳାହାଣ୍ଡିବ୍ୟୁରୋ: କଳହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ନର୍ଲାରୋଡ ସ୍ଥିତ ହୋଟେଲ ଦିଶା ଠାରେ ଅଗଷ୍ଟ ୧୫ ତାରିଖ ଶୁକ୍ରବାର ୪ ଘଣ୍ଟା ସମୟରେ ପବିତ୍ର ଜନ୍ମାଷ୍ଟମୀ ତିଥିରେ ନର୍ଲା ସର୍ଗିଗୁଡ଼ା ମାଣ୍ଡେଲ୍ ଭଳି ତିନିଗୋଟି ଗ୍ରାମ ପଞ୍ଚାୟତ ର ଶତାଧିକ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ନର୍ଲା ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଦିଗରେ ନିର୍ବାଚିତ ଜନ […]
ସଂଜୟ ଶତପଥୀ(କଟକ): ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳବିହାରୀ ବାଜପେୟୀ ଙ୍କ ପୁଣ୍ୟତିଥି ଅବସରରେ ଜୁଡ଼ିସୀଆଲ ଗୋଲେଇ ଛକ ରେ ଥିବା ତାଙ୍କ ପୂର୍ଣ୍ଣାବୟବ ମୂର୍ତ୍ତିରେ କଟକ ନଗର ଭାଜପା କାର୍ଯ୍ୟକର୍ତ୍ତା ମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଭାଜପା ନେତା ଲଲାଟେନ୍ଦୁ ବଡୁ, ରଶ୍ମିରେଖା ଦାସ, ଇନ୍ଦ୍ରମଣି ମଲ୍ଲିକ,ମହମ୍ମଦ ସବୀର, ସୁବାଷ ମହାନ୍ତି, ବିଶିଷ୍ଟ ମୂର୍ତ୍ତି ଶିଳ୍ପୀ ପ୍ରଫେସର ରବି ରଥ, ଇଂ ହରିଚନ୍ଦନ […]
ବରଗଡ଼୧୬/୦୮(ନବୀନ କୁମାର ଦାଶ):ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ ? ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ୱାର୍ଡ ନଂ -୯ ଲାଦେର ପାଲି ବସ୍ତି ବନ୍ଦପଡା ସ୍କୁଲ ଦେଇ(ଜଳା ଶୟ)ବଡକଣ୍ଟା କୁ ଯିବା ରାସ୍ତା ରେ ୧୯୯୮ମସିହା ପଞ୍ଚାୟତ ଶାସନ କାଳରେ ୧୫ହଜାର ସରକାରୀ ଓ ଗାଆଁ ପାଣ୍ଠି ରୁ ୮ହଜାର ସମୁଦାୟ ୨୩ହଜାର ଟଙ୍କା ଖର୍ଚ୍ଚ ରେ ପୋଲ ଟି ତିଆରି ହୋଇଥିଲା।ଯାହା ଦୀର୍ଘ ୨୭ବର୍ଷ […]
ବରଗଡ଼୧୫/୦୮(ନବୀନ କୁମାର ଦାଶ):ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆ ଠାରେ ୭୯ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବା ଦନ ଗ୍ରହଣ କରିବା ପରେ ବରଗଡ ଜିଲ୍ଲାର ପଦ୍ମ ପୁରସ୍କାର ପ୍ରାପ୍ତ ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ବ୍ୟକ୍ତିବିଶେଷଙ୍କ ସମେତ […]
ଭୁବନେଶ୍ବର(ନି.ପ୍ର):ପରାମର୍ଶ ଦେଲେ ରାଜ୍ୟପାଳ,ସହମତି ଜଣାଇଲେ ସରକାର ।୨୦୨୬ରେ ପଞ୍ଚାୟତର ହେବ ପୁନର୍ଗଠନ । ଲୋକଙ୍କୁ ସହଜରେ ମିଳିବ ସରକାରୀ ସୁବିଧା । ତୃଣମୂଳସ୍ତରରେ ପହଞ୍ଚିବ ସରକାରୀ ଯୋଜନା । ପଞ୍ଚାୟତସ୍ତରରେ ଜଣିଏ ବି ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେବେନି । ଏହି ଲକ୍ଷ୍ୟକୁ ପୂରା କରିବାକୁ ପଞ୍ଚାୟତ ସଂଖ୍ୟା ବୃଦ୍ଧି ଫର୍ମୁଲା ଦେଇଥିଲେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି । ରାଜ୍ୟପାଳଙ୍କ ପରାମର୍ଶକୁ ରାଜ୍ୟ ସରକାର ଗ୍ରହଣ କରିବା ସହ […]
ସଂଜୟ ଶତପଥୀ(କଟକ): ଲୋକସଭା ସାଂସଦ ଡଃ ଭର୍ତ୍ତୃହରି ମହତାବ,ସମ୍ମାନସୂଚକ ଡକ୍ଟରେଟ ଉପାଧି ରେ ଭୂଷିତ ହେବା ପରେ,ଡଃ ମହତାବଙ୍କ ସହ କିଛି ଅଭୁଲା ଭାଇଚାରାର ନିଦର୍ଶନ ଅର୍ପଣ କରୁଛନ୍ତି, ବିଶିଷ୍ଟ ସମାଜସେବି ତଥା ଓଡିଶା ଉତ୍କଳ ବାହିନୀ ର ରାଜ୍ୟ ଆବାହକ ଶ୍ରୀ ପୂଣ୍ୟଶ୍ଲୋକ ମହାନ୍ତି ଓ ଅନ୍ୟାନ୍ୟ କର୍ମକର୍ତ୍ତାଗଣ।
କଟକ(ସଂଜୟ ଶତପଥୀ)୧୨/୦୮:-ଆଜି ରାଜ୍ୟର ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ‘ଅସ୍ତିତ୍ବ ‘ ପକ୍ଷରୁ ବିଶ୍ୱ ହସ୍ତୀ ଦିବସ ବାଙ୍କୀ ର ଗୟଲବାଙ୍କ, କଇଁମୁଣ୍ଡି, ଭଗିପୁର, ବାରଙ୍ଗ, ଭରତପୁର, ଅନ୍ଧାରୁଆ ଠାରେ ପାଳିତ ହୋଇଯାଇଛି।ଅନୁଷ୍ଠାନ ର ସମ୍ପାଦକ ପ୍ରକୃତି ବନ୍ଧୁ ଗୌତମ ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳିତ କରି କହିଥିଲେ କି, ହାତୀ ଆମ ସାଥି ତାହାର ସୁରକ୍ଷା ଆମ ଦାୟିତ୍ୱ।ନୂତନ ଜଙ୍ଗଲ ସୃଷ୍ଟି ଜୈବ ବିବିଧତା ରେ ହାତୀ ର […]
କଟକ(ସଂଜୟ ଶତପଥୀ)୧୨/୮: ସିଡିଏ ସେକ୍ଟର-6 ମା’ ମଙ୍ଗଳା ଉଠାଦୋକାନୀ ସଂଘର ସଦସ୍ୟ ଜିତେନ୍ଦ୍ର ସାସମଲ(38) ଆତ୍ମହତ୍ୟା ଉଦ୍ୟମ କରି କଟକ ବଡ ମେଡ଼ିକାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣାପଡିଛି ।ଏହି ଘଟଣା ପ୍ରଚାରିତ ହେବା ପରେ ମର୍କତନଗର ସମେତ କଟକ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି । କଟକ ଉଠାଦୋକାନୀ ମହାସଙ୍ଘ ସଭାପତି ଆଡ଼ଭୋକେଟ ଅମରେନ୍ଦୁ ମହାନ୍ତି ଖବର ପାଇବା ପରେ ଗଭୀର ଉଦବେଗ ପ୍ରକାଶ କରିଥିଲେ ।ପରିବାର […]


